ଜୀବନରେ ଶାରୀରିକ ସମ୍ପର୍କ ରଖିବା ଅତ୍ୟନ୍ତ ଆବଶ୍ୟକ କାରଣ ଏହା ମନ ଠିକ ରହିବା ସହ ସମସ୍ତ ଚିନ୍ତା ଦୂର ହୋଇଥାଏ ଓ ସମ୍ପର୍କ ବଢିଥାଏ। ଆପଣ ମାନେ ଦେଖିଥିବେ ଶାରୀରିକ ସମ୍ପର୍କ କୁ ନେଇ ଅନେକ ପୁଅ ବା ସମସ୍ତ ପୁଅ ନିଜ ସାଙ୍ଗ ସାଥୀଙ୍କ ସହ ଅନେକ କଥା ଆଲୋଚନା କରିଥାନ୍ତି କିନ୍ତୁ ମହିଳାମାନେ ଏହିପରି କରିପାରନ୍ତି ନାହିଁ ସେମାନେ ଏହି କଥାକୁ ସର୍ବଦା ଗୋପନ ରଖିଥାନ୍ତି ଏହା କହିବା ଦ୍ୱାରା ତାଙ୍କୁ ଲାଜ ଅନୁଭବ ହୋଇଥାଏ

କଣ ଆପଣଙ୍କୁ ଜଣା ଅଛି ଅନେକ ମହିଳା ନିଜ ସ୍ୱାମୀ ଥାଉ ଥାଉ ଅନେକ ପର ପୁରୁଷ ସହିତ ସେକ୍ସ କରିବାକୁ ପସନ୍ଦ କରିଥାନ୍ତି। ସେମାନେ ଏପରି କରିବା ପଛରେ ଅନେକ କାରଣ ଲୁଚି ରହିଛି ଯାହା ଦ୍ୱାରା ସେମାନେ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ଭଲ ପାଇଥାନ୍ତି। ଆପଣଙ୍କୁ କହିରଖିବୁ ବିଦେଶ ମାନଙ୍କରେ ସମସ୍ତ ମହିଳା ଓ ପୁରୁଷ ବିବାହ ପୂର୍ବରୁ ଏହି ସବୁ କାମ କରିସାରିଥାନ୍ତି। ଯାହା ଦ୍ୱାରା ବିବାହ ପରେ ସେମାନଙ୍କ ବୈବାହିତ ଜୀବନ ଖରାପ ରହିଥାଏ। ଏହା ପରେ ସେମାନେ ଅଲଗା ହୋଇଯାଇଥାନ୍ତି।
ଏହି ଭଳି ଭାରତରେ ଅନେକ ମହିଳା ନିଜର ଆବଶ୍ୟକତା ପୁରଣ ପାଇଁ ମଧ୍ୟ ପଇସା ଵାଲା ପୁଅଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହା ଦ୍ୱାରା ସେମାନେ ନିଜ ଦେହ ବଦଳରେ ନିଜର ସବୁ ଇଚ୍ଛା ପୂରଣ କରିଥାନ୍ତି। ଏହିପରି ମହିଳା ନିଜ ସ୍ୱପ୍ନ ପୁରଣ ପାଇଁ ନିଜ ଇଜ୍ଜତ କୁ ବିକ୍ରି କରିଦେଇଥାନ୍ତି। ଆଉ କିଛି ମହିଳା ଅନ୍ୟ ପୁରୁଷ ସହ ଏଥିପାଇଁ ସମ୍ପର୍କ ରଖିଥାନ୍ତି କାରଣ ସେମାନେ ନିଜ ସ୍ୱାମୀଙ୍କ ଠାରୁ ସନ୍ତୁଷ୍ଟ ଜନକ ଶାରୀରିକ ସୁଖପାଇପାରି ନଥାନ୍ତି।ଉଦାହରଣ ଯଦି କୌଣସି କଣ ବୟସର ଝିଅର ବିବାହ ଜଦି କୌଣସି ବୁଢା ବୟସର ପୁଅ ସହ କରାଯିବ ସେ ତା ଠାରୁ କେବେବି ଭଲ ଶାରୀରିକ ସୁଖ ପାଇପାରିବନି ଯାହା ଦ୍ୱାରା ଅନ୍ୟ ପୁରୁଷ ସହ ବାଧ୍ୟ ହୋଇ ଶାରୀରିକ ସମ୍ପର୍କ ସ୍ଥାପନ କରିବ।
ଏପରି ସମୟରେ ସେହି ପୁରୁଷକୁ ଶାରୀରିକ ସୁଖ ମିଳିପାରିବ କିନ୍ତୁ ସେହି ମହିଳା ଖୁସି ହୋଇନଥାଏ। ଅନ୍ୟ କାରଣ ହେଉଛି ଅନେକ ମହିଳାଙ୍କ ସ୍ୱାମୀ ଦୂର ସ୍ଥାନରେ ରହିଥାନ୍ତି ଯାହା ଦ୍ୱାରା ସେମାନେ ଅନେକ ଦିନ ମହିଳାଙ୍କ ଠାରୁ ଦୁରେଇ ରହିଥାନ୍ତି ସେହି ମହିଳା ନିଜ ସ୍ୱାମୀର ଅଭାବ ପୂରଣ ପାଇଁ ଅନ୍ୟ ପୁରୁଷ ସହିତ ସେକ୍ସ କରିଥାଏ।ଆପଣ ମାନେ ଏହା ଦେଖିଥିବେ ଅନେକ ମହିଳା ଓ ପୁରୁଷ ମଧ୍ୟରେ ଝଗଡା ହୋଇଥାଏ କିନ୍ତୁ ଏହି ଝଗଡା ଯଦି ଅଧିକ ସମୟ ହୁଏ ସେହି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ରହିନଥାଏ ଯାହା ଦ୍ୱାରା ସେହି ମହିଳା ଅନ୍ୟ ପୁରୁଷଙ୍କ ପ୍ରସୟ ଦେଇଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।