ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ମହାପୁରୁଷ ମାନଙ୍କର ସେହି ମାଳମାଳ ହୋଇରଚାନା କରାଯାଇଥିବା । ମାଳିକା ଶାସ୍ତ୍ର ଅକାଟ୍ୟ ବଚନ ସେହି ମହାପୁରୁଷ ମାନଙ୍କର ବ୍ରହ୍ମଜ୍ଞାନ ସଖା ହେଉଛନ୍ତି ପଞ୍ଚସଖା ଆମମାନଙ୍କ ପାଇଁ ଯାହା ଆଗତ ଭବିଷ୍ୟତ କରିଛନ୍ତି ସେଥି ମଧ୍ୟରୁ ମହାପୁରୁଷ ମାନଙ୍କର ସେହି ଦିବ୍ୟବାଣୀରୁ ଆମେ ଆଜି ଏକ ସୁନ୍ଦର ପଦ ଆମେ ଆପଣ ମାନଙ୍କୁ ଯାହା ଛଅଶହ ବର୍ଷ ତଳେ ମହାପୁରୁଷମନେ ମାଳିକା ଶସ୍ତ୍ରରେ କହିଥିଲେ । ଖାତା କଲମ ନଥିବା ବେଳେ ପୋଥିରେ ମହାପୁରୁଷ ମାନେ ଜୀବଜଗତର କଲ୍ୟାଣ ପାଇଁ ଭବିଷ୍ୟତ ପାଇଁ ଲେଖିଦେଇଛନ୍ତି । ଯେଉଁ ପଞ୍ଚସଖା ମାନେ ଭବିଷ୍ୟବାଣୀ କରିଛନ୍ତି ତାହା ଅକାଟ୍ୟ ହୋଇଛି ଆଉ ଆମେ ମଧ୍ୟ ଅଙ୍ଗେ ଲିଭେଇଛନ୍ତି ।
ଆପଣ ମାନେ ଆନେକ କଥା ଟିଭି ରେଡ଼ିଓ ଦୂରଦର୍ଶନ ମାଧ୍ୟମରେ ସବୁଠି ଆପଣ ମାନେ ଶୁଣୁଛନ୍ତି ଏହି କଥାକୁ ଆପଣ ଯେଉଁଥି ବି ଶୋଣିଲେ ବି ସବୁ ବିଜ୍ଞାନ କରୁଛନ୍ତି। ଏହି ଦାୟୀରୁ କୀମିଟି ରକ୍ଷାମିଳିବ ଆମେ ସମସ୍ତେ ଏକାଠି ହୋଇ ନାରାୟଣ କୁ ଡାକିବା ତା ପରେ ଦୁର୍ଗା ସହସ୍ର ବାହୁ ଖୋଲି ରକ୍ଷାକରିବା ପାଇଁ ଆସିବେ ।

ଏହି ଯୁଦ୍ଧ ସବୁ ଦେଶ ଅନେକ ଦେଶ ସହିତ ଲଢ଼ିବେ ବୋଲି ଆଗରୁ ମଧ୍ୟ ଲେଖାଯାଇଛି ଏଟା ନୂଆ ନୁହେଁ । ଭଗବାନ ଯେତେ ବି ଅବତାର ନେଇଛନ୍ତି ସବୁ ଆବତାର ରେ ଯୁଦ୍ଧ ହୋଇଛି ଯୁଦ୍ଧ ନହେଲେ ଶାନ୍ତି ନାହିଁ ଜୀବନରେ । ସବୁ ଦେଶ ଯେଉଁ ଲଢେଇ କରିବେ ତାହା ମଧ୍ୟ ଏଠାରେ ବର୍ଣ୍ଣନା କରାଯାଇଛି । ମହାପୁରୁଷ ମାନେ କହିଛନ୍ତି ଭାରତ କେବେ ବି ଯୁଦ୍ଧ ଚାହେଁନା ଭାରତ ଚାହେଁ ଶାନ୍ତି। ଆପଣ ଲକ୍ଷ୍ୟ ରଖିଥିବେ ଯିଏ କାହାସହ ଝଗଡା କରେ ନି ପ୍ରକୃତରେ ସିଏ ଯଦି ଝଗଡା କରେ ଆଶାଠାରୁ ଭୟଙ୍କର କରିବ । ସ୍ୱୟଂ ଭଗବାନ ଅବତାର ନେବେ ଆଉ ସବୁ ନଷ୍ଟ କରିଦେବେ । କାରଣ ଆଧ୍ୟାତ୍ମିକ ଶକ୍ତି ପାଖରେ ଏ ଶକ୍ତି କିଛି ବି ନୁହେଁ ଆଧ୍ୟାତ୍ମିକ ଶକ୍ତି ମୌଳିକ ତତ୍ତ୍ୱ ରହିଛି ଯଦି ଆମେ ତାହାକୁ ଭଲ ଭାବେ ବୁଝିପାରିବେ ଆଉ ଏହି କଥାକୁ ଆପଣମାନେ ଜାଣିପାରିବେ ।
ଭାରତ କେବେ ହେଲେ ଯୁଦ୍ଧ ଚାହେଁନାହିଁ ଭାରତ ଶାନ୍ତି ପ୍ରିୟ ଦେଶ । କିନ୍ତୁ ଯଦି ଭଗବାନ ପଞ୍ଚୁପାଣ୍ଡବଙ୍କୁ ରଖି ଯେମିତି ଯୁଦ୍ଧକଲେ ଯଦି ସେମିତି ରଖିକି ଯୁଦ୍ଧ କରିବେ ଏହି ଭୂମିରେ ଯେମିତି ରାମ,କୃଷ୍ଣ ଅବତାର ନେଇ ଜନ୍ମ ହୋଇଛନ୍ତି ସେମିତି ଅନ୍ୟ କେଉଁ ଅବତାର ନେଇ ପୃଥିବୀ ନଷ୍ଟ କରିବେ । ଯୁଦ୍ଧ ହେବ କିନ୍ତୁ ଭାରତ ବର୍ଷରେ ଯୁଦ୍ଧ କରିବାକୁ ଆସି ଲଜିତ ଲାଞ୍ଚିତ ହେବେ ଅନ୍ୟ ଦେଶଠୁ । ଭାରତ ମାତା ପକହଁରେ ଯେଉଁ ଶକ୍ତି ଅଛି ସେହି ଶକ୍ତି ମାଟିରେ ଯେଉଁ ଶକ୍ତି ଅଛି ତାପସ୍ୟାର ଶକ୍ତି ଜ୍ଞାନ ବିଜ୍ଞାନର ଶକ୍ତି ଏବଂ ସମାଜ ସଂସ୍କାର ଶକ୍ତି ଅଛି । ଯୁଦ୍ଧ ଏଠି ପରାସ୍ତ ହେବ କୌଣସି ଦେଶ ଭାରତ କୁ ଯୁଦ୍ଧ କରିବାକୁ ଆସି କିଛି କରିପାରିବ ନାହିଁ । ଆପଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ