ସାରଥୀ ବାବା ଙ୍କ ଆର୍ଶୀବାଦ? ସାରଥୀ ବାବା ଙ୍କର ଶିଷ୍ୟ ଙ୍କୁ ମିଳିଛି କି ଅଲୌକିକ ଦୈବୀ ଶକ୍ତି? ତ୍ରିକାଳ ଦର୍ଶୀ ସାଂସଦ? ଆଗତ ଭବିଷ୍ୟତ ସବୁ ଦେଖି ପାରନ୍ତି କି ସାରଥୀ ଭକ୍ତ? ଏକଥା ଆମେ କହୁନାହୁଁ ଏକଥା ସୋସିଆଲ ମିଡିଆରେ ଖୁବ ଜୋର ସୋର ରେ ଚର୍ଚ୍ଚା ଚାଲିଛି। ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ମୃତ୍ୟୁବରଣ ଏତେ ଘଣ୍ଟା ଆଗରୁ କିପରି ଭବିଷ୍ୟବାଣୀ କରି ପାରିଲେ ସାଂସଦ ବାବୁ? ରହିଛି କି ଦିବ୍ୟ ଶକ୍ତି? ନା କେଉଁଠାରୁ ମିଳିଥିଲା ଗୁପ୍ତ ସୂଚନା? ଏହି କଥା କୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା। ପୂର୍ବରୁ ଘରୋଇ ହିଂସା ମାମଲାରେ ପତ୍ନୀ ବର୍ଷା ଙ୍କ ଅଭିଯୋଗରେ ଛନ୍ଦି ହୋଇ ପଡ଼ିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ଏବେ ପୁଣି ବିବାଦରେ।
ମହାରଥୀ ଙ୍କ ମୃତ୍ୟୁ ବହୁତ ପୂର୍ବରୁ ହୋଇସାରିଥିଲା ଲୁଚାଉଥିଲେ ଲୋକ,ଅନୁଭବ ଙ୍କୁ ମିଳିଥିଲା କି ଗୁପ୍ତ ସୂଚନା ? ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ପରଲୋକ ରେ ଶୋକ ସନ୍ତପ୍ତ ସାରା ଓଡିଶା।
ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଗତ କାଲି ରାତି 2 ଟା 36ରେ ହୋଇଛି କିନ୍ତୁ ଅନୁଭବ ରାତି 11 ଟା 36 ମିନିଟରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ! ଏମିତି ଗୋଟିଏ କୁକର୍ମ ପାଇଁ ଦଳରୁ ବିଦା ହେବେ କି ଅନୁଭବ?ସମସ୍ତଙ୍କୁ କନ୍ଦାଇ ଆର ପାରିକି ଚାଲିଯାଇଛନ୍ତି ରାଜ୍ୟ ରାଜନୀତି ର ବରିଷ୍ଠ ରାଜନେତା ।ଆଉ ତାଙ୍କ ଡାଇଲଗ ଶୁଣିବାକୁ ମିଳିବନି। ସରିନାହିଁ ରାଜନୀତି କିନ୍ତୁ ହାରିଗଲେ ମହାରଥୀ। ସବୁ ମହଲ ରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।କିନ୍ତୁ ଏବେ ଅନୁଭବ ଙ୍କ ଟ୍ୱିଟ କୁ ନେଇ ଜୋରଦାର ଚର୍ଚା ।ମହାରଥୀ ଙ୍କ ମୃତ୍ୟୁ ପୂର୍ବରୁ ଗତ କାଲି 11 ତା 30 ରେ ମହାରଥୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଦେଇଥିଲେ ଅନୁଭବ୍।

ମୃତ୍ୟୁ ପୂର୍ବରୁ ଜିବୀତ ଅବସ୍ଥାରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ମିଛ ପୋଷ୍ଟ କରି କହିଲେ ହୋଇଛି ମୋ ବିରୋଧରେ ଷଡଯନ୍ତ୍ର । ତେବେ ସମସ୍ତଙ୍କୁ କନ୍ଦାଇ ଚାଲି ଆର ପାରିକୁ ଚାଲି ଯାଇଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ରାଜନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଏବେ ଆଉ ଶୁଣିବାକୁ ମିଳିବନି ତାଙ୍କ ଡାଇଲଗ୍ । ସରିନାହିଁ ରାଜନୀତି କିନ୍ତୁ ହାରି ଗଲେ ମହାରଥୀ । ସବୁ ମହଲରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆ ଯାଉଛି । କିନ୍ତୁ ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ବିଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ତେବେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପୂର୍ବରୁ ଗତ କାଲି ରାତି 11 ଟ 36 ମିନିଟରେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଅନୁଭବ। କିନ୍ତୁ ମହାରଥୀଙ୍କର ଗତ କାଲି ରାତି 2 ଟା 36 ମିନିଟରେ ପରଲୋକ ହୋଇଥିବା ବେଳେ ଅନୁଭବ ମହାନ୍ତି ଏତେ ଆଗରୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଏତେ ବ୍ୟାକୁଳ ଥିଲେ କାହିଁକି।ମହାରଥୀ ଙ୍କର ଗତ କାଲି ରାତି ୨ଟା୩୬ରେ ପରଲୋକ ହୋଇଥିବା ବେଳେ ଅନୁଭବ ଏତେ ଆଗରୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏତେ ବ୍ୟଗ୍ର ଥିଲେ କାହିଁକି ? ଏକ ଟ୍ୱିଟ କରି ମହାରଥୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପରେ କିଛି ସମୟ ପରେ ଏହାକୁ ଡିଲିଟ୍ କରିଦେଇଛନ୍ତି। ଏବଂ କହିଛନ୍ତି କି ତାଙ୍କୁ କିଏ ଫସେଇ ଦେବାପାଇଁ ଏଭଳି ଷଡଯନ୍ତ୍ର କରିଥିଲା।
ବିଶେଷ କରି ଜଣେ ବିଜନେସ ମ୍ୟାନ ଯିଏ କି ସବୁ ମିଛ ଖବର ପ୍ରସାରଣ କରୁଛନ୍ତି ତାଙ୍କ ନିକଟତମ ଏହି ମିଛ ଖବର ତାଙ୍କୁ ଦେଇ ସମସ୍ତଙ୍କ ସାମ୍ନା ରେ ଭୁଲ ପ୍ରମାଣିତ କରିବାକୁ ଚାହିଁଥିଲେ।ତେବେ ଅନୁଭବ ଙ୍କ ଏଭଳି ବାଉଳି ଚାଉଳି ହେବାକୁ ନେଇ ଟ୍ୱିଟର ବ୍ୟବହାରକାରୀ ତୀବ୍ର ସମାଲୋଚନା କରିଛନ୍ତି।ତୁମେ କଣ ଛୋଟପିଲା ଯେ ତୁମକୁ ଫସେଇ ଦେଉଛନ୍ତି ବୋଲି କିଛି ୟୁଜର କହିଛନ୍ତି।ଏଭଳି ଏକ ସ୍ପର୍ଶକାତର ଖବର ଉପରେ କିଛି ନବୁଝି ମନଇଛା ମିଛ ଲେଖି ପୁଣି ଏଥିରେ ଆଉ କାହାକୁ ଟାଣିବା ଏବେ ସାଂସଦ ଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ର ଶିକାର ହେଇଛନ୍ତି ସାଂସଦ।
ଗତ 3ଦିନ ଥରି ଶ୍ରୀ ମହାରଥୀଙ୍କର ସ୍ବାସ୍ଯ୍ୟବସ୍ଥାରେ ଦୃତ ଅବନ୍ନତୀ ଦେଖା ଦେଇଥିଲା । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା, ତେବେ ଗତକାଲି ରାତି 2ଟା 36 ମିନିଟରେ ତାଙ୍କ ପରଲୋକ ହୋଇଥିବା କଥା ଭୂବନେଶ୍ବର ସ୍ଥିତ ସମ୍ଅଲ୍ଟିମେଟିଭ୍ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।