ପ୍ରଦୀପ ମହାରଥୀଙ୍କର ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ,ବାପ୍ ରେ ଏତେ ଅଧିକ

ପ୍ରଦୀପ ମହାରଥୀଙ୍କ ଜୀବନ କାହାଣୀ ବିଷୟରେ ଜାଣିଲେ ଆପଣଙ୍କର ଆଖିରୁ ଲୁହ ଆସିଯିବ ସତରେ କଣ ଏମିତିକା ଲୋକ ଥିଲେ ପ୍ରଦୀପ !ପ୍ରଦୀପ ମହାରଥୀଙ୍କୁ ଆପଣମାନେ ତ ଜାଣିଥିବେ ଯିଏକି ବିଜେଡି ଦଳରେ ଓଡିଶା ରାଜନୀତିରେ ସେ ଥିଲେ ମହାରଥୀ ତାଙ୍କର ଏକ ଅକାଳ ବିୟୋଗ ଘଟିଥିଲା । ଯାହାକି ଓଡ଼ିଶା ରାଜନୀତି ପାଇଁ ଦୁଃଖଦ ଘଟଣା ଥିଲା ।ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି ପୂର୍ବରୁ ସେ କରଣାରେ ଆକ୍ରାନ୍ତ ଥିଲେ ମଧ୍ୟ ଏବଂ ସେ ତାପରେ ସୁସ୍ଥ ହୋଇଯାଇଥିଲେ ଏବଂ ଘରକୁ ମଧ୍ୟ ଆସିଥିଲେ । ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପ୍ରଦୀପ ମହାରଥୀ ୧୯୫୫ ମସିହାରେ ଜୁଲାଇ ୪ ତାରିଖରେ ପିପିଲି ଖରପୋଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଛାତ୍ର ଜୀବନରୁ ସେ ରାଜନୀତି ରେ ସେ ଜଡିତ ଥିଲେ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ଯେତେବେଳେ ସେ ଅଧ୍ୟୟନ କରିଥିଲେ ସେତେବେଳେ କୁ ରାଜନୀତିରେ ସେ ଜଡିତ ହୋଇଥିଲେ ଏବଂ ସେ ସାମନ୍ତ ଚନ୍ଦ୍ରଶେଖର ରେ ଜଡିତ ଥିଲେ ଓ ସେଠି ସଭାପତି ଭାବେ ଜଡ଼ିତ ହୋଇଥିଲେ । ଯେତେବେଳେ ଓଡ଼ିଶାରେ ସେତେବେଳେ କଂଗ୍ରେସ ଥିଲା ସେ କେନିଟି ଭାବେ ସେ ଫାଇଟ କରୁଥିଲେ ସମସ୍ତଙ୍କୁ ମଧ୍ୟ ସେ ଏକଥା କହିଛନ୍ତି ତାଙ୍କର ସହପତ୍ନୀଙ୍କ ନାମ ପ୍ରତିଭା ମହାରଥୀ ଝିଅ ପଲ୍ଲବୀ ମହାରଥୀ । ଝିଅ ପଲ୍ଲବୀ ଜଣେ ଡାକ୍ତର ମଧ୍ୟ ପୁଅ ରୁଦ୍ରପ୍ରତାବ ମହାରଥୀ । ପୁଅ ରୁଦ୍ର ପ୍ରତାଵ,XIMB ରେ କାର୍ଯ୍ୟ କରନ୍ତି । ଜ୍ୱାଇଁ ଅର୍ଦ୍ଧେନ୍ଦୁ ସାହୁ ଜ୍ୱାଇଁ ଅର୍ଦ୍ଧେନ୍ଦୁ ସାହୁ ଜଣାଶୁଣା ଓଡ଼ିଆ ଅଭିନେତା ।

ରାଜନୈତିକ ବିବାରିଣୀ ।ଭାରତୀୟ ଜନତା ପାର୍ଟିରେ ୧୯୮୫ ମସିହାରେ, ପିପିଲର ଏମେଲେ ପାର୍ଥି ହୋଇଥିଲେ ସେ ସାତଥର ପିପିଲିରେ ନିର୍ବାଚନ ଜିତିଛନ୍ତି । ୧୯୯୮୫,୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ପିପିଲର ନିର୍ବାଚନ ହାସନ ପାଇଁ ନିର୍ବାଚନ ହୋଇଛନ୍ତି କିନ୍ତୁ ଆଉ ଫେରିବନି କେବେ ବି ଏହି ମୁହୂର୍ତ୍ତ ।

ପ୍ରଦୀପ ମହାରଥୀ ଙ୍କର ସମ୍ପତ୍ତି ; ପିପିଲି ଠାରେ ପ୍ରଦୀପ ମହାରଥୀଙ୍କର ଘର ଅଟେ। ତାଙ୍କ ଘରର ମୂଲ୍ୟ 40 ଲକ୍ଷ ଟଙ୍କା ଅଟେ। ନିକଟରେ ନିଜ ଝିଅ ବାହାଘର ରେ ସେ 17 ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ତାଙ୍କର ସମସ୍ତ ଜମିର ମୂଲ୍ୟ ପ୍ରାୟ 8 କୋଟି ଟଙ୍କା ହେବ। ତାଙ୍କର ମୋଟ ବ୍ୟାଙ୍କ ବାଲାନ୍ସ ପ୍ରାୟ 25 କୋଟି ଟଙ୍କା ବୋଲି ଆକଳନ କରାଯାଏ।

ପ୍ରଦୀପ ମହାରଥୀ ଙ୍କର ସମ୍ପତ୍ତି ; ପିପିଲି ଠାରେ ପ୍ରଦୀପ ମହାରଥୀଙ୍କର ଘର ଅଟେ। ତାଙ୍କ ଘରର ମୂଲ୍ୟ 40 ଲକ୍ଷ ଟଙ୍କା ଅଟେ। ନିକଟରେ ନିଜ ଝିଅ ବାହାଘର ରେ ସେ 17 ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ତାଙ୍କର ସମସ୍ତ ଜମିର ମୂଲ୍ୟ ପ୍ରାୟ 8 କୋଟି ଟଙ୍କା ହେବ। ତାଙ୍କର ମୋଟ ବ୍ୟାଙ୍କ ବାଲାନ୍ସ ପ୍ରାୟ 25 କୋଟି ଟଙ୍କା ବୋଲି ଆକଳନ କରାଯାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।

Leave a Reply

Your email address will not be published.