ବାବା ଙ୍କ ଓପନ ଚ୍ୟାଲେଞ୍ଜ,ଏହି ଦିନ ହେବ କଳିଯୁଗ ଶେଷ,ମାଳିକା ବଚନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବହୁ ବର୍ଷ ତଳେ କିଛି ମହାପୁରୁଷ , ବା ପଣ୍ଡିତ ମାନେ ଅଗତ୍ ଭବିଷ୍ୟତ ବିଚାର କରି କିଛି ଉକ୍ତି ବା ବାଣୀ କହିଥିଲେ। ତେବେ ସେହି ବାଣୀ ଗୁଡିକ ବା ସେହି କଥା ଗୁଡିକ ଏବେ ଧୀରେ ଧୀରେ ସତ ହେଇ ଯାଉଛି। ତେବେ ଏହି କଳି ଯୁଗ ରେ ଲୋକ ଙ୍କ ଅନ୍ୟାୟ ପାଇଁ ଧୀରେ ଧୀରେ ସମଷ୍ୟା ମାଡି ଆସୁଛି। ରୋଗ ପାଖରୁ ଆରମ୍ଭ କରି ବନ୍ୟା , ବାତ୍ୟା , ପ୍ରାକୃତିକ ବିପର୍ଯ୍ୟୟ ଆଦି ସବୁ କିଛି ଏବେ ବଢ଼ି ଚାଲିଛି।

ଯାହା ଦ୍ୱାରା ଲୋକ ମାନେ ଅଧିକ ରୁ ଅଧିକ ମୃତ୍ୟୁଭୋଗ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚସଖା ଙ୍କ ମୁଖରୁ ବାହାରି ଥିବା ବାଣୀ ଗୁଡିକ ଯାହା ଏବେ ସତ ହେବାରେ ଲାଗିଛି। ଯାହା ଆମ କୁ ସଚେତନ କରାଇବା ପାଇଁ କୁହା ଯାଇଛି। ତେବେ ସେହି ମହାପୁରୁଷ ମାନେ ଅତି ସୁନ୍ଦର ଭାବେ ଲେଖିଛନ୍ତି ।ତେବେ ବଜ୍ରାଘାତ ବହୁତ୍ ହେବ ।

ଆଗରୁ ଏତେ ଘଡ଼ଘଡ଼ି ହେଉ ନଥିଲା। ଏହି ଘଡ଼ଘଡ଼ି ପାଇଁ ଶୁଖିଲା ରେ ବହୁ ଲୋକ ମାରୁଛନ୍ତି। ତେବେ ଆଗକୁ ଜମା ବ୍ ବର୍ଷା ହେବ ନାହିଁ ।ଯାହା ଦ୍ୱାରା କୃଷି ହନି ହେବ ।ଯାହା ଦ୍ୱାରା ଲୋକ ମାନକ ଘର ଭୁଶୁଡି ପଡୁଛି। ଲୋକ ଙ୍କ ଜୀବନ ହାନି ହେଉଛି।ଚୋର ଡ଼କାୟତ ମାନେ ଲମ୍ବା ଧାଡି ଲଗେଇଲେନି ବୋଲି ଅତି ସୁନ୍ଦର ଭାବେ କହିଛନ୍ତି ସେହି ୬୦୦ ବର୍ଷ ତଳ ର ଥିବା ମହପୁରୁଷ ମାନେ।

ପ୍ରତ୍ୟେକ ଥର ପରି ସେହି ଛଅଶହ ବର୍ଷ ତଳର ମହାପୁରୁଷଙ୍କର ଭବିଷ୍ୟ ମାଳିକା ଶାସ୍ତ୍ରଙ୍କୁ ଆମେ ଆପଣ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁ । ଏବେ 2020 ମସିହା ଚାଲିଛି , ଯୋଡା ବର୍ଷକୁ ନେଇ ସମସ୍ତଙ୍କ ମନରେ ଶଙ୍କା ଓ ଆଶଙ୍କା , କାଳେ ଏହି ସୃଷ୍ଟି ଧ୍ବଂସ ହୋଇଯିବ, ମହାପ୍ରଳୟ ହେବ ପୁଣି ବାତ୍ୟା ସଂଗଠିତ ହୋଇ ଧୋଇନେବ ଅଧା ଓଡିଶାକୁ । ଏମିତି ଅନେକ କଥା ୟୁଟ୍ବବ ଖୋଲିଲା ମାନେ ମାଳିକାକୁ ନେଇ କଦର୍ଥ କରି ଆପଣ ମାନଙ୍କୁ ଡରେଇବା ପାଇଁ ଲାଗିଛନ୍ତି । ତେବେ ଆପଣ ମାନଙ୍କ ମନରେ ମଧ୍ୟ ସେହି ପ୍ରଶ୍ନ ସବୁବେଳେ ଉଙ୍କି ମାରୁଛି କି ସତରେ କଣ 2020ରେ ପ୍ରଳୟ ହେବ

ତେବେ ମହାପୁରୁଷ କହୁଛନ୍ତି ” ଗୋଚର ହୋଇବ ଚାଷଲୋ ବଉଳ , ପଡିଆ ରହିବ ନାହିଁ , ନଦୀ ନଲେ ପାଣି ଟିକେ ନା ରହିବ ଶେଷ ହେବ ଫଟା ଭୁଇ ” । ଅର୍ଥାତ ଆଉ ପଡିଆ ରହିବ ନାହିଁ।ସବୁ ଗୋଚର ଜମି ଗୁଡିକ ଚାଷ ଜମି ହେଇଯିବ। ଆଉ ଅନ୍ୟ ଜମି ଗୁଡିକ ରେ ଘର ଦ୍ୱାରା , କଳକାରଖାନା ସବୁ ତିଆରି ହେବ।ତେବେ ମହାପୁରୁଷ ମାନେ ଏହା ମଧ୍ୟ କହିଛନ୍ତି କି

ଦିନେ ଏମିତି ଏକ ମହମରି ଆସିବ ଯେଉଁ ଥିରେ ଲୋକ ମାନେ ମରିବେ।କେହି ଘରୁ ବାହାରି ପାରିବ ନାହିଁ।ତେବେ ଏହି ରୋଗ ଘରେ ଘରେ ରହିବ।ତେବେ ଏହା କୁ ଡରିବାର ନାହିଁ।ସବୁେବେଳ ସେହି ପରମ ଭଗବାନ କୁ ଡାକନ୍ତୁ। ସଦା ବେଲେ ତାଙ୍କର ସ୍ମରଣ କରନ୍ତି।ଦେଖିବେ ଦିନେ ନା ଦିନେ ସବୁ ଦୁଃଖ ଦୂର ହେବ ।ସବୁ କିଛି ଠିକହେଇଯିବ।

ଆଉ ଆପଣମାନେ ଜାଣିଛନ୍ତି ଏହି ମୋବାଇଲ ଆସିଲା ଦିନଠାରୁ ଆଉ ମଣିଷକୁ ନିଦ ହେଉନାହିଁ ମଣିଷ ସବୁ ପେଚା ହୋଇଗଲେଣି । ଅର୍ଥାତ ଆଗେ ଆଖି ବନ୍ଦ କରିଲେ ନିଦ ହେଉଥିଲା କିନ୍ତୁ ଏବେ ନେଟ୍ ବନ୍ଦ କରିଲେ ନିଦ ହେଉଛି । ଆହୁରି କହିଛନ୍ତି ଯେ ଆଗେ କଣ ଏଭଳି ଭାବରେ ଗରମ ହେଉଥିଲା । ଶୀତ ଋତୁରେ ଛଅ ମାସ ଚାରି ମାସ ପର୍ଯ୍ୟନ୍ତ ଆପଣମାନେ ଫେନକୁ ବାନ୍ଧି ରଖିଦେଉଥିଲେ କିନ୍ତୁ ଏବେ ଫ୍ୟାନ୍ ନଲାଗିଲେ ନିଦ ହେଉନି ।ଲୋକ ଏସି ଲଗାଉଛନ୍ତି। ବାୟୁ କୁ ପ୍ରଦୂଷିତ କରି ବିଷାକ୍ତ କରି ସାରିଲେଣି।

ଯୁଗେଯୁଗେ ଭାରତ ବର୍ଷ ଆଧ୍ୟାତ୍ମିକ କୃଷି କ୍ଷେତ୍ରଦେଶ ରୂପେ ସୁପରିଚିତ । ପୃଥିବୀରେ ଏଭଳି କୌଣସି ଦେଶ ବା ଜାତି ନାହିଁ ଯେଉଁଠାରେ ଭାରତୀୟ ସଂସ୍କତି , ସଭ୍ୟତା ଓ ଆଧ୍ୟାତ୍ମିକ ଜ୍ଞାନର ବୀଜ ବପନ କରାନଯାଇଛି । ଆଜି ସର୍ବ ଧର୍ମ ସମନ୍ବୟରେ ପ୍ରତିଷ୍ଠିତ ଏହି ପୂର୍ଣ୍ୟପୀଠ ଭାରତବର୍ଷ ଧର୍ମଗ୍ଳାନୀର ମହାପ୍ରରଣାରେ ଅତିଷ୍ଠିତ ଓ ଉଦଭ୍ରାନ୍ତ । ଏହି ଦନବୀୟ ଆଚରଣରେ ଆମକୁ ଭବିଷ୍ୟତରେ ନିଶ୍ଚୟ ଧ୍ବଂସ ମୁଖକୁ ଟାଣିନେବ ଏଥିରେ ସନ୍ଦେହର ଅବକାସ ନାହିଁ , ଏକଥା ମାଳିକା କହେ । ମାଳିକା ବଚନ ସତ୍ୟ ବୋଲି ଆମର ବିଶ୍ବାସ ଅଛି ।

ତେବେ ମହାପୁରୁଷ ଏପରି କେଉଁଠି ବି କହି ନାହାଁନ୍ତି ଯେ 2020ରେ ମହାପ୍ରଳୟ ହେବ । କାହିଁକି ନାଁ ମହାପୁରୁଷ କେଉଁଠି ବି ତାଙ୍କର ଠାରଗାରରେ ପ୍ରକାଶ କରିନାହଁନ୍ତି ଯେ 2020ରେ ଏମିତି କିଛି ହେବ ବୋଲି ବରଂ ସେ କହିଛନ୍ତି ଏହି ମସିହାରେ ଏମିତି କିଛି ହେବାର ହିଁ ନାହିଁ । ତେବେ ଆପଣ ମାନଙ୍କ ମନରେ ୟଦି ସନ୍ଦେହ ରହଛି କେଉଁ ଦିନ କଳିଯୁଗ ଶେଷ ହେବ ତେବେ ମହାପୁରୁଷ ଲେଖିଛନ୍ତି।

ଅର୍ଥାତ ନା ଥିବ ଅଂକ ନା ଥିବ ମସିହା ଆଉ ସେହି ଦିନ କଳି ଯୁଗ ଶେଷ ହେବ ସର୍ବ ଶୂନ୍ୟ ହୋଇଯିବ । ତାହାର ଯେଉଁ ଲକ୍ଷଣ ମାନେ ଆପଣ ମାନେ ଦେଖୁଛନ୍ତି ଆମେ ମଧ୍ୟ ଜଣାଉଚୁ ଅର୍ଥାତ ଯେଉଂ ପାଞ୍ଚ ହଜାର ବର୍ଷ କଳିର ମାତ୍ର ଭୋଗ ଚାଲି ଲକ୍ଷ ବତିଶ ହଜାର ବୟସରୁ କଳିରେ ପାପରେ କଟି କଟି ଆଉ ପାଞ୍ଚ ହଜାର ବର୍ଷ ଭୋଗ କଳିର ଅଛି ବୋଲି ମହାପୁରୁଷ ମାନେ କହିଛନ୍ତି । କାହିଁକି ନାଁ ପାପରେ ସର୍ବନାଶ ଯାଏ ବୋଲି କୁହାଯାଏ ।

ମାଳିକା ଭବିଷ୍ୟ ହେଉ ବା ବର୍ତ୍ତମାନ ହେଉ ଭବିତବ୍ୟ ଯାହା ଅବଶ୍ୟ ଘଟିବ କେ ତାହା କରିବ ଆନ । ହେଲେ ମାଳିକା ସଚେତନ କରାଏ ଆଜିର ମଣିଷକୁ ଯେ ହେ ମଣିଷ ତୁମେ ସଚେତନ ହୁଅ ସଜାଗ ରୁହ ବେଳଥାଉ ଥାଉ ପୂର୍ଣ୍ଣ୍ୟ ପଥରେ ଚାଲ, ଭକ୍ତି ମାର୍ଗରେ ଚାଲ ବେଳ ସରିସରି ଆସୁଛି , କଳି ସରିସରି ଆସୁଛି । ତେଣୁ ଶ୍ରଦ୍ଧା ଭକ୍ତି ଆଉ ଆଧ୍ୟାତ୍ମିକତାର ଉପଲବ୍ଧି ହେଉ ଆମ ଜୀବନର ମୂଳ ଲକ୍ଷ୍ୟ ।

ମହାପୁରୁଷ ମାନେ ପ୍ରତ୍ୟେକ ଥର କହିଛନ୍ତି ଆଉ ସମୟ ନାହିଁ, ବେଳ ହୁଁ ଆଗ ବାନ୍ଧ ଭେଳା । ସାଧୁସନ୍ଥ ମାନେ ମଧ୍ୟ ଠିକ ସେହି କଥା କହିଛନ୍ତି । କାହିଁକି ନାଁ ସମୟକୁ ଯେଉଁମାନେ ଅତିବାହିତ କରିଛନ୍ତି , ଯିଏ ସମୟର ମୂଲ୍ୟ ବୁଝେନା ବେଳେବେଳେ ସମୟ ଆସେ ସମୟ ବି ତା ମୂଲ୍ୟ ବୁଝେନା । ଅର୍ଥାତ କହିବାର ତାତ୍ପର୍ଯ୍ୟ ଯେ ସମୟକୁ ସବୁବେଳେ ପାଇଁ ନଷ୍ଟ କରିଚାଲେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.