ପ୍ରଦୀପ ମହାରଥୀଙ୍କୁ ଆପଣମାନେ ତ ଜାଣିଥିବେ ଯିଏକି ବିଜେଡି ଦଳରେ ଓଡିଶା ରାଜନୀତିରେ ସେ ଥିଲେ ମହାରଥୀ ତାଙ୍କର ଏକ ଅକାଳ ବିୟୋଗ ଘଟିଥିଲା । ଯାହାକି ଓଡ଼ିଶା ରାଜନୀତି ପାଇଁ ଦୁଃଖଦ ଘଟଣା ଥିଲା । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି ପୂର୍ବରୁ ସେ କରଣାରେ ଆକ୍ରାନ୍ତ ଥିଲେ ମଧ୍ୟ ଏବଂ ସେ ତାପରେ ସୁସ୍ଥ ହୋଇଯାଇଥିଲେ ଏବଂ ଘରକୁ ମଧ୍ୟ ଆସିଥିଲେ । ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପ୍ରଦୀପ ମହାରଥୀ ୧୯୯୫ ମସିହାରେ ଜୁଲାଇ ୪ ତାରିଖରେ ପିପିଲି ଖରପୋଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଏବଂ ଛାତ୍ର ଜୀବନରୁ ସେ ରାଜନୀତି ରେ ସେ ଜଡିତ ଥିଲେ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ଯେତେବେଳେ ସେ ଅଧ୍ୟୟନ କରିଥିଲେ ସେତେବେଳେ କୁ ରାଜନୀତିରେ ସେ ଜଡିତ ହୋଇଥିଲେ ଏବଂ ସେ ସାମନ୍ତ ଚନ୍ଦ୍ରଶେଖର ରେ ଜଡିତ ଥିଲେ ଓ ସେଠି ସଭାପତି ଭାବେ ଜଡ଼ିତ ହୋଇଥିଲେ । ଯେତେବେଳେ ଓଡ଼ିଶାରେ ସେତେବେଳେ କଂଗ୍ରେସ ଥିଲା ସେ କେନିଟି ଭାବେ ସେ ଫାଇଟ କରୁଥିଲେ ସମସ୍ତଙ୍କୁ ମଧ୍ୟ ସେ ଏକଥା କହିଛନ୍ତି ।ପରିବାର ବିବାରିଣୀ
ତାଙ୍କର ସହପତ୍ନୀଙ୍କ ନାମ ପ୍ରତିଭା ମହାରଥୀ ଝିଅ ପଲ୍ଲବୀ ମହାରଥୀ । ଝିଅ ପଲ୍ଲବୀ ଜଣେ ଡାକ୍ତର ମଧ୍ୟ ପୁଅ ରୁଦ୍ରପ୍ରତାବ ମହାରଥୀ । ପୁଅ ରୁଦ୍ର ପ୍ରତାଵ,XIMB ରେ କାର୍ଯ୍ୟ କରନ୍ତି । ଜ୍ୱାଇଁ ଅର୍ଦ୍ଧେନ୍ଦୁ ସାହୁ ଜ୍ୱାଇଁ ଅର୍ଦ୍ଧେନ୍ଦୁ ସାହୁ ଜଣାଶୁଣା ଓଡ଼ିଆ ଅଭିନେତା ।
ରାଜନୈତିକ ବିବାରିଣୀ ।
ଭାରତୀୟ ଜନତା ପାର୍ଟିରେ ୧୯୮୫ ମସିହାରେ, ପିପିଲର ଏମେଲେ ପାର୍ଥି ହୋଇଥିଲେ ସେ ସାତଥର ପିପିଲିରେ ନିର୍ବାଚନ ଜିତିଛନ୍ତି । ୧୯୯୮୫,୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ପିପିଲର ନିର୍ବାଚନ ହାସନ ପାଇଁ ନିର୍ବାଚନ ହୋଇଛନ୍ତି କିନ୍ତୁ ଆଉ ଫେରିବନି କେବେ ବି ଏହି ମୁହୂର୍ତ୍ତ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।