ନମସ୍କାର,ଆମେ ଆପଣ ମାନଙ୍କର ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ,ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଚର୍ଚ୍ଚା କରିବାକୁ ଯାଉଛୁ ଆଉ ଆଜି ଆମେ ଜାଣିବା ଓଡ଼ିଆର ଅକ୍ଟୋବର ମାସ ଆସିଗଲା ଆଉ ପ୍ରତୀ ବର୍ଷ ଭଳି ଏ ବର୍ଷରେ କୌଣସି ବାତ୍ୟା ଆସୁଛିକି ନାହିଁ ଆଉ ଯଦି ଆସୁଛି ତାହେଲେ କେଉଁଠାରୁ ଆସୁଛି କେତେ ସମୟରେ ଆସିବ ଏହାର ପ୍ରଭାବ କେଉଁ କେଉଁ ସ୍ଥାନରର କିପରି କିପିରି ରହିବ ଆଉ ଏହା କି କୋ ପ୍ରକାରର କ୍ଷୟ କ୍ଷତି କରିବ ଚାଲନ୍ତୁ ଜାଣିବା ସେ ବିଷୟରେ।ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଦାନା ବାନ୍ଧିବାକୁ ଯାଉଛି ଲଘୁଚାପ।ତାପରେ ତାର ପରବର୍ତ୍ତୀ ସମୟରେ ୨୪ ଘଣ୍ଟା ପରେ ଏହା ନେବ ଅବପାତର ରୂପ।ଭାରତୀୟ ପାଣିପାଗ ଏହି ସୂଚନା ଦେଇଛି।
ତାପରେ ଡିପ୍ରେସନର ରୂପ ନେବା ପରେ,ଏହି ବାତ୍ୟା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।ଆନ୍ଦ୍ରପ୍ରଦେଶ ଓ ଓଡ଼ିଶାର ଉପକୂଳ ଆଡ଼କୁ ମୁଁହାଇ ପାରେ ଅବପାତ ଯାହାର ପ୍ରଭାବରେ ଓଡ଼ିଶା ଉପକୁକରୁ ଏଗାର ପ୍ରଭାବରେ ୧୧ ତାରିଖରୁ ବର୍ଷା ହୋଇପାରେ।କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଅଛି।

ଆଉ ପ୍ରାୟ ୧୧ ଟି ଜିଲ୍ଲା ମାନଙ୍କୁୟେଲୋଆଲର୍ଟଜାରିକରାଯାଇଛିତାପରେ୪ଟିଜିଲ୍ଲମାଲକାନଗିରି,କୋରାପୁଟ,ଗଜପତି,ରାୟଗଡାଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେ ଆର ସମ୍ବବନା ହୋଇପାରେ।ସେହିପରି ୧୧ତାରିଖ ଦିନ ପାଣିପାଗ ବିଶେଷଜ୍ଞମାନଙ୍କ ମତରେ ପୁରୀ,କନ୍ଧମାଳ,ଖୋର୍ଦ୍ଧା,ଜଗତସିଂହପୁର କଳାହାଣ୍ଡି,ନବରଙ୍ଗପୁରରେ ଅତି ପ୍ରବଳ ବର୍ଷା ହୋଇପାରେ।ଏହି ସମୟ ମାନଙ୍କରେ ଉପକୂଳ ବର୍ତ୍ତି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବେଗଗରେ ପବନ ହେବାଟ ସମ୍ଭାବନା ଥାଏ।ଆଉ ପ୍ରାୟ ସବୁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୪୦-୪୫ କି.ମି ବେଗରେ ପବନ ବହିବାର ସମ୍ଭାବନା ଅଛି।

ଆମର ଏଚ. ଆର .ବିଶ୍ୱାସ ଯେକି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ ଜଣା ଯାଆନ୍ତି ସେ ତାଙ୍କର ବକ୍ତବ୍ୟରେ କହିଥିଲେକି ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଦାନା ବାନ୍ଧିବାକୁ ଯାଉଛି ଲଘୁଚାପ।୯ ତାରିଖର ପ୍ରାୟ ଠିକ ୨୪ ଘଣ୍ଟା ପରେ ମାନେ ଠିକ ୧୦ ତାରିଖ ବେଳକୁ ଏହା ଡିପ୍ରେସନର ରୂପ ନେଇଯିବ।ଆସନ୍ତା ୪-୫ ଦିନ ମଧ୍ୟରେ ଲଘୁଚାପ ଅଵପାତର ରୂପ ନେଇ ପାରେ।ବର୍ତ୍ତମାନର ଅସ୍ପଷ୍ଟ ମଡେଲକୁ ନେଇ ଏହା ବିଷୟରେ ପ୍ରାୟ ଭିନ୍ନ ଭିନ୍ନ ଆକଳନ କରାଯାଉଛି।
ଆକ୍ୟୁ ପାଣିପାଗ ପୂର୍ବାନୁମାନ କରି କହୁଛି,ଏହି ଲଘୁଚାପ ଶକ୍ତିଶାଳୀ ହୋଇ ଏହା ଅବପାତ କିମ୍ବା ସାମୁଦ୍ରିକ ଝଡ଼ର ରୂପଣେଇପାରେ।ଆକ୍ୟୁ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ଜ୍ୟାକ୍ସନ ନିକୋଲସଙ୍କର କହିବା ଅନୁସାରେ ସମ୍ଭାବ୍ୟ ଲଘୁଚାପ ବର୍ତ୍ତମାନ ଭିଏତନାମରେ ଅବସ୍ଥିତ।ସପ୍ତାହ ଶେଷ ବେଳକୁ ଏହା ସାଉଥ ଇଷ୍ଟ ଏସିଆ ଅତି କ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିବ।ସୋମବାର ଦିନବେଳକୁ ଏହା ଓଡିଶା ଉପକୂଳରେ ପହଁଞ୍ଚିବା ପୂର୍ବରୁ ଏହା ଡିପ୍ରେସନ କିମ୍ବା ଘୁର୍ଣ୍ଣି ବଳୟର ରୂପ ନେବାର ସମ୍ଭାବନା ଅଛି।ଲଘୁଚାପ ପ୍ରଭାବରେ ୧୧ ତାରିଖରେ ଭର୍ସାର ପରିମାଣ ବଢିବ,ଆଉ ଅବପାତର ରୂପ ନେବା ପରେ ୧୩ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ