ଟଙ୍କା ପାଇଁ କେତେ ତଳକୁ ଖସି ଗଲେ ଏହି ୫ଜଣ ଅଭିନେତ୍ରୀ।

ଦୂରଦର୍ଶନ ପରଦାରେ ଦେଖାଯାଉଥିବା କିଛି ସାଧାସିଧା ବୋହୂମାନେ ନିଜ ଅସଲ ଜୀବନରେ ବହୁତ ଆଧୁନିକ ଓ ସୁନ୍ଦରି ଅଟନ୍ତି।ଆଉ ସେ ଆଗାମି ଦିନ ମାନଙ୍କରେ ନିଜର ଅତି ଆଧୁନିକ ଓ ସୁନ୍ଦର ଫଟୋ ସୁଟ ପାଇଁ ଆଗାମୀ ଦିନ ମାନଙ୍କରେ ଲାଗି ରହିଛନ୍ତି।ଦେଖିବାକୁ ଗଲେ ଏହି ସାଧାସିଧା ବୋହୂ ମାନେ ଲାଇମ ଲାଇଟରେ ଆସିବା ପାଇଁ ଏମିତି କେତେକ ୱବସିରିଜରେ କାମ କରିଛନ୍ତି ଯାହା ଭିତରେ ସେମାନେ ନିଜ ବୋଲ୍ଡନେଶର ସବୁ ସୀମା ପାର କରି ଦେଇଛନ୍ତି।ଆଉ ଏମାନଙ୍କର ଏମିତି ୱେବ ସିରିଜକୁ ଦେଖି ତାଙ୍କର ସବୁ ଫ୍ୟାନ ମାନଙ୍କର ହୋସ ଉଡି ଯାଇଥିଲା।ଆଜ୍ଞା ହଁ ଦର୍ଶକବନ୍ଧୁ ରହି ଅଭିନେତ୍ରୀ ମାନେ ଏମିତି ବୋଲ୍ଡ ସିନ ଦେଇଥିଲେ ଯାହା ଆପଣ ମାନେ ଦେଖିଲେ ମଧ୍ୟ ଆପଣ ମାନଙ୍କର ହୋସ ଉଡିଯିବାର ସମ୍ଭାବନା ଅଛି।ଆସନ୍ତୁ ଆଜି ଜାଣିବା ସେ କେଉଁ ଅଭିନେତ୍ରୀ ଗୁଡିକ ଯେଉଁମାନେ ସେ ପୁଅ ହେଉ କିମ୍ବା ଝିଅ ମାନଙ୍କ ସହିତ ନିଜର ବହୁତ ଅନ୍ତରଙ୍ଗ ମହୁର୍ତ୍ତକୁ ପ୍ରଦାନ କରିଛନ୍ତି।

୧.ଏହି ତାଳିକାରେ ପ୍ରଥମେ ଯେଉଁ ଅଭିନେତ୍ରୀ ଅଛନ୍ତି ତାଙ୍କର ନାମ ଆସିବ ଅଭିନେତ୍ରୀ ନେହା ଶର୍ମାଙ୍କର।ଏହି ଅଭିନେତ୍ରୀ ନେହା ଶର୍ମା ଏହି ଇଣ୍ଡଷ୍ଟ୍ରିରେ ସାଧାରଣତ ଗୋଟେ ସାଧାସିଧା ଝିଅ ହିସାବରେ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କର ଏହି କ୍ୟାରେକ୍ଟରର ଏତେ ସଫଳତା ପରେ ତାଙ୍କର ଜୁନୁନ ତାଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଯେ ସେ ସେତେବେଳେ ପ୍ରାୟ ଅଧିକରୁ ଅଧିକ ବୋଲ୍ଡ ସିନ ଦେଲେଯେ ଜାହା କାରଣରୁ ସେ ସେହି ଲାଇମ ଲାଇଟରେ ସଠିକ ଭାବରେ ରହିଥିଲେ।ତାପରେ ସେ ଏହି ଲାଇମ ଲାଇଟରେ ଆସିବା ପାଇଁ ବହୁତ ସାରା ୱେବ ସିରିଜରେ ମଧ୍ୟ କାମ କରିବାକୁ ଲାଗିଲେ।ଆଉ ତାର ନାଁ ହେଉଛି ଟ୍ଵିଷ୍ଟେଡ଼ ଆଉ ଏହି ସିରିଜରେ ନେହା ଶର୍ମା ବୋଲ୍ଡନେଶର ସବୁ ସୀମା ପାର କରିଦେଇଛନ୍ତି।ସେ ନିଜର କୋଆକ୍ଟରଙ୍କ ସହିତ ଏହି ସିରିଜରେ ଏକ ଲେଶବିଆନର ଅଭିନୟ ମଧ୍ୟ କରିଥିଲେ।ଆଉ ତାଙ୍କର ଏପରି କାମ ଦେଖି ତାଙ୍କର ପ୍ୟାନ ମାନେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ତାଙ୍କର ଅଭିନୟ ପାଇଁ ସେ ବଷ୍ଟ ଦିନ ପର୍ଯ୍ୟନ୍ତ ଲାଇମ ଲାଇଟର ଜଣେ ସଦସ୍ୟ ଭାବରେ ବନି ରହିଥିଲେ।

୨.ଏହି ତାଲିକାରେ ଦ୍ବିତୀୟରେ ଆସିବେ ଅଭିନେତ୍ରୀ ସ୍ବେତା ତିବାରିଙ୍କର।ଏହି ୨୦୨୯ ରେ ଶ୍ୱେତା ଗୋଟେ ସିରିଜିରେ କାମ କରିଥିଲେ।ଯାହାର ନାମ ଥିଲା ହମ ତୁମ ଆଣ୍ଡ ଦେମ।ଏହି ସିରିଜରେ ସେ ଆଉ ତାଙ୍କର କୋଆକ୍ଟର ଦୁଇଜଣ ସିଙ୍ଗିଲ ପ୍ୟାରେଣ୍ଟର ଭୂମିକା ଅତିବାହିତ କରିଥିଲେ।ଆଉ ଏହି ସିରିଜରେ ତାଙ୍କର ବହୁତ ସାରା ସିନ ଯେମିତି ଗାଧୁଆ ସିନ,ଆଉ ରୋମାନ୍ସ ସିନ ସବୁ ଦେଖାଯାଇଥିଲା।ଆଉ ସେପଟେ କସୋଟି ଜିନ୍ଦେଗି ର ଏହି ଅଭିନେତ୍ରୀଙ୍କ ବୋଲ୍ଡନେଶ ଦେଖି ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

୩.ତାପରେ ଏହି ତାଳିକାରେ ନାମ ଆସିବ ଅବିନେତ୍ରି ସମାସିକନ୍ଦର ଙ୍କର।ଏହି ଅଭିନେତ୍ରୀ ନିଜର ଆରମ୍ଭ ଗୋଟେ ନିରୀହ ଝିଅ ହିସାବରେ କରିଥିଲେ।ସେ ତାପରେ ଲାଇମ ଲାଇଟରେ ଆସିବା ପାଇଁ ବହୁତ ସିରିଜରେ କାମ କରିଛନ୍ତି।ସେ ନିଜର ୱେବ ସିରିଜ ସେ-କ୍ସ ହୋଲିକ ଓ ମାୟାରେ ନିଜ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

୪.ତାପରେ ଆସିବେ ଅଭିନେତ୍ରି ସୋଭି ଜୋତି।ସେ ସିରିଜ ତନ ହାଇରେ ନିଜର କୋ ଆକ୍ଟରଙ୍କ ସହିତ ବହୁତ ବେଡ ସିନ ଦେଇଥିଲେ।

୫.ତାପରେ ପାଞ୍ଚ ନମ୍ବରରେ ଆସିବେ ଅଭିନେତ୍ରୀ ସଞ୍ଜିଦା ଶେଖଙ୍କର,ସେ ଏକ ସିରିଜିରେ କାମ କରିଥିଲେ ଯାହାର ନାମ ଥିଲା ଏକ ହସିନା ରେ ସେ ନିଜ କୋଆକ୍ଟରଙ୍କ ସହିତ ଏଥିରେ ବହୁତ ଅନ୍ତରଙ୍ଗ ସିନ କରିଥିଲେ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published.