ନମସ୍କାର,ଆଜି ଆମେ ଆପଣ ମାନଙ୍କୁ ଏକ ବିଶେଷ ଖବର ଉପରେ ସୂଚନା ଦେବାକୁ ଯାଉଛୁ ଯାହାକୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କିନ୍ତୁ ଆମେ ଆପଣ ମାନଙ୍କୁ ସେ ବିଷୟରେ କିଛି ଅଧିକ ଜ୍ଞାନ ପ୍ରଦାନ କରିବାକୁ ଯାଉଛୁ।ଆପଣ ମାନେ ଭଲ ଭାବରେ ଜାଣିଥିବେ ବିଜେଡି ପାର୍ଥି ଆଉ ପିପିଲିର ବିଧାୟକ ପଦୀପ ମହାରଥୀ ଆଉ ଏ ଦୁନିଆରେ ନାହାନ୍ତି।ଏହି ଦୁଃଖ ଘଟଣା ଭିତରେ ମଧ୍ୟ ପ୍ରଦୀପ ମହାରଥୀଙ୍କର ଘରକୁ ଆସିଛି ଏକ ବଡ଼ ଖୁସି ଖବର,ଯାହାକୁ ପ୍ରାୟ ଓଡିଶା ବାସୀ ଜାଣି ନାହାଁନ୍ତି।ତେବେ ଚାଲନ୍ତୁ ଜାଣିବା କଣ ସେ ଖୁସି ଖବରଟି ଆସିଛି ପ୍ରଦୀପ ମହାରଥୀଙ୍କର ଘରକୁ।ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ଏ ଦୁଃଖ ସମୟ ଭିତରେ ପ୍ରଦୀପ ମହାରଥୀଙ୍କର ଘରକୁ କଣ ଆସିପାରେ ଏହି ଖୁସି ଖବର।

ଆପଣ ମାନେ ଭଲ ଭାବରେ ଜାଣିଥିବେ ପ୍ରଦୀପ ମହାରଥୀଙ୍କ ବିୟୋଗ କାରଣରୁ ତାଙ୍କ ଘରେ ଏକ ବହୁତ ବଡ଼ ଶୋକ ପରିସ୍ଥିତି ରହିଛି।ଆଉ ସେମାନଙ୍କ ଉପରେ ଯେମିତି ଏକ ବହୁତ ବଡ଼ ଦୁଃଖର ପାହାଡ଼ ଛିଡି ପଡିଛି।ଆଉ ଏଥି ମଧ୍ୟରେ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କ ପାଖକୁ ଏକ ବହୁତ ବଡ଼ ଖୁସି ଖବର ମଧ୍ୟ ଆସିଛି।
ଆପଣ ମାନେ ଭଲ ଭାବରେ ଜାଣିଥିବେ ପ୍ରଦୀପ ମହାରଥୀଙ୍କର ଗୋଟେ ମାତ୍ର ପୁଅ ଅଛନ୍ତି ସେ ହେଉଛନ୍ତି ରୁଦ୍ର ମହାରଥୀ।ଆଉ ରୁଦ୍ର ମହାରଥୀଙ୍କର ପତ୍ନୀ ବା ପ୍ରଦୀପ ମହାରଥୀଙ୍କର ବୋହୂ ଯେ ହେଉଛନ୍ତି ଜାକୃତି ମହାରଥୀ।ତାଙ୍କର ଏହି ଭଳି ଦୁଃଖ ସମୟରେ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି।
ଦେଖିବାକୁ ଗଲେ ପ୍ରାୟ ସେପ୍ଟେମ୍ବର ୩ ତାରିଖରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଛି।ଆଉ ସେହି କନ୍ୟା ସନ୍ତାନର ନାମ କରଣ କରିଛନ୍ତି ନିଜେ ପ୍ରଦୀପ ମହାରଥୀ।ଆଉ ସେହି କୁନି ସନ୍ତାନର ନାମ କରଣ ପ୍ରଦୀପ ମହାରଥୀ ନିଜେ କରିଛନ୍ତି ଆଉ ତାର ନାମ ହେଉଛି ଅମ୍ବିକା ମହାରଥୀ।ଆପଣ ମାନେ ଭଲ ଭାବରେ ଜାଣିଥିବେ ଘରକୁ ଯେତେବେଳେ ଏକ କୁନି ସନ୍ତାନ ଆସିଥାଏ ତାର ଖୁସି କହିଲେ ନସରେ।ଆଉ ପରିବାରର ଲୋକମାନ ଏହି ଖୁସିରେ ସମ୍ପୂର୍ଣ୍ଣ ଭାବରେ ମସଗୁଲ ଅଛନ୍ତି।

ଆଉ ଏହି ଖୁସି ଭିତରେ ପ୍ରଦୀପ ମହାରଥୀଙ୍କର ବିୟୋଗ ସମ୍ପୂର୍ଣ୍ଣ ପରିବାରର ଲୋକଙ୍କୁ ଭାଙ୍ଗି ଦେଇଛି।ତେବେ ଆମେ ମାନେ ପ୍ରଦୀପ ମହାରଥୀଙ୍କର ଆମର ଆତ୍ମାର ସଦ୍ଗତୀ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ।
ଆପଣ ମାନେ ଜାଣିଥିବେ ପ୍ରଦୀପ ମହାରଥୀ ଜଣେ ରାଜନେତା ଭାବରେ ବହୁତ ପ୍ରସିଦ୍ଧ ଥିଲେ ସେ ଜନ ହିତ ନିମନ୍ତେ ଅନେକ ଅନେକ କାର୍ଯ୍ୟ କରିଛନ୍ତି,ଆଉ ଲୋକମାନେ ମଧ୍ୟ ତାଙ୍କୁ ଏକ ନେତା ଭାବରେ ବହୁତ ଭଲ ପାଉଥିଲେ ସେ ପିପିଲିର ଜଣେ ପ୍ରସିଦ୍ଧ ନେତା ଥିଲେ।ଆଉ ତାଙ୍କର ଏହି ଅକାଳ ବିୟୋଗ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି।ସେ ବିଜେଡିରେ ରହି ଲୋକ ମାନଙ୍କର ଅନେକ ସେବା କରିଛନ୍ତି।ଏହି ଭଳି ଜଣେ ରାଜନେତାଙ୍କୁ ହରେଇ ଲୋକମାନେ ବହୁତ ଦୁଃଖ ପ୍ରକାଶ କରୁଥିବେ।ଆଉ ତାଙ୍କର ଆତ୍ମାର ସଦ୍ଗତୀ ନିମନ୍ତେ ଲୋକମାନେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପାଖରେ ନିଶ୍ଚିତଭାବରେ ପ୍ରାର୍ଥନା କରୁଥିବେ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ