ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ। ବନ୍ଧୁଗଣ ଆମ ଓଡ଼ିଶାର ଅଗ୍ର ପୂଜ୍ୟ ହେଉଛନ୍ତି ଶ୍ରୀ ଜଗନ୍ନାଥ। ସ୍ୱାମୀ ଜଗନ୍ନାଥ ଙ୍କ ସଂସ୍କୃତି ରେ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରଭାବିତ।ଜଗନ୍ନାଥ ଙ୍କର ମନ୍ଦିର ପୁରୀ ଠାରେ ଅବସ୍ଥିତ। ଏଠାକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଓଡ଼ିଆ ଦର୍ଶନ ପାଇଁ ଆସିଥାନ୍ତି।

ଶ୍ରୀ ଜଗନ୍ନାଥ ଦର୍ଶନ କରିବାରେ ଏବଂ ଶ୍ରୀ ବାନା କୁ ଚାହିଁବାରେ ଯେତେ ପୂର୍ଣ୍ଣ୍ୟ ଥାଏ ତା ଠାରୁ ବି ଅଧିକ ପୂର୍ଣ୍ଣ୍ୟ ଅଭଡା ଖାଇବାରେ ହୋଇ ଥାଏ। ଅଭଡ଼ା ର ଏହି ଚମତ୍କାର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅବଡା ର ଏହି ମାହାତ୍ମ୍ୟ ବିଷୟରେ ବହୁତ କମ ଲୋକ ଜାଣନ୍ତି। ଜଗନ୍ନାଥ ଙ୍କ ସମସ୍ତ ଶକ୍ତି ଏହି ଅବଡା ରେ ରହିଛି। ଏହାରୁ ଯାଦୁଇ ଶକ୍ତି ବିଷୟରେ ଜାଣିଲେ ଆପଣ ମଧ୍ୟ ଧନ୍ୟ ହୋଇଯିବେ । କାରଣ ଏହା ଗଙ୍ଗା ଜଳ ପରି ବାହାର ରୁ ଭିତର ସବୁ କୁ ପବିତ୍ର କରେ,ସେହି ଭଳି ଅବଢ଼ା ସ୍ପର୍ଶରେ ସବୁ ଜିନିଷ ପବିତ୍ର ହୋଇଯାଏ।
ଏହା ହେଉଛି ଅବଢ଼ା ର ମାହାତ୍ମ୍ୟ, ଏହି ମହା ପ୍ରସାଦ କୁ ଅସମ୍ମାନ କରିବା ଅର୍ଥ ଶ୍ରୀ ଜଗନ୍ନାଥ ଙ୍କୁ ଅସମ୍ମାନ କରିବା ଯେଉଁ ଅନ୍ନ ଜଗନ୍ନାତ ଙ୍କୁ ଭୋଗ ଦେବା ପରେ ତାହା ପ୍ରଦାଦ ରେ ପରିଣତ ହୋଇ ଥାଏ ଏବଂ ଯେଉଁ ପ୍ରସାଦ ମାଆ ବିମଳା ଙ୍କ ପାଖରେ ଭୋଗ ହେଲା ପରେ ତାହା କୈବଲ୍ୟ ରେ ପରିଣତ ହୋଇ ଥାଏ, ଏହାକୁ କେବେ ବି ସାମାନ୍ୟ କୁହା ଜାଇ ପାରିବ ନାହିଁ । ଏହି ମହା ପ୍ରସାଦ କୁ ଆଘ୍ରାଣ କରିବା ପାଇଁ ସ୍ୱର୍ଗ ର ଦେବତା ମାନେ ବି ଆଗ୍ରହୀ ହୋଇ ଉଠନ୍ତି।

ଏହି ଅବଢ଼ା ଭାତ କୁ ମହାପ୍ରସାଦ ବୋଲି ମଧ୍ୟ କୁହାଯାଏ। ମହାପ୍ରସାଦ ର ଅନେକ ମହତ୍ୱ ରହିଛି।କଥା ରହିଛି କି ଶ୍ରୀ ଜଗନ୍ନାଥ ଙ୍କ ମହା ପ୍ରସାଦ କୁ ଶିବ ଏକା ଏକା ପାର୍ବତୀ ଙ୍କୁ ନ ଦେଇ ପାଇ ଦେଇ ଥିବାରୁ ପାର୍ବତୀ ତପସ୍ୟା ରେ ବସି ଥିଲେ,ଏବଂ ମାଆ ଲକ୍ଷ୍ମୀ ଙ୍କ ଦ୍ୱାର ପ୍ରତି ଦିନ ଓଳେଇ କରି ଚାଲି ଆସୁ ଥିଲେ ଏବଂ ଏହାକୁ ଜାଣି ପାରି ମାଆ ଲକ୍ଷ୍ମୀ ପାର୍ବତୀ ଙ୍କୁ ସମ୍ମାନ ର ସହିତ ମହା ପ୍ରସାଦ ଖୁଆଇ ଥିଲେ । ଶ୍ରୀ ମନ୍ଦିର ରେ ଏହି ଅବଢ଼ା ରୋଷେଇ ର ରହସ୍ୟ ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ ଅଟେ। ଶ୍ରୀ ମନ୍ଦିର ରେ ଯେଉଁ ଚୁଲି ରୋଷେଇ ପାଇଁ ଜଳେ ତାର ନିଆଁ କେବେ ମଧ୍ୟ ଲିଭେ ନାହିଁ। କୁହାଯାଏ ହାଣ୍ଡି ଉପରେ ହାଣ୍ଡି ରଖି ରୋଷେଇ ହୁଏ କିନ୍ତୁ ଆଶ୍ଚର୍ଯ୍ୟର କଥା ଉପର ହାଣ୍ଡି ପ୍ରଥମେ ଗରମ ହୁଏ। ରୋଷେଇ ଏଇଭଳି ହୁଏ ଯାହା କି ଆଶ୍ଚର୍ଯ୍ୟଜନକ ଅଟେ।

ଆଉ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ,ପ୍ରତିଦିନ ସମାନ ପରିମାଣର ଖାଦ୍ୟ ରୋଷେଇ ହୁଏ, ଲକ୍ଷ ଲକ୍ଷ ଭକ୍ତ ଆସନ୍ତି କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଯେ କୌଣସି ଦିନ ଅବଢ଼ା ବଳି ନଷ୍ଟ ହୁଏ ନାହିଁ କି ନିଅଂଟା ହୁଏ ନାହିଁ।ଶ୍ରୀ ମହା ପ୍ରସାଦ କୁ ପିତୃ ଶ୍ରାଦ୍ଧ ରେ ଅର୍ପଣ କରିଲେ ବା ଦୁଃଖୀ ଦରିଦ୍ର ଙ୍କୁ ବାଣ୍ଟିଲେ ପିତୃ ପୁରୁଷ ମାନେ ମୁକ୍ତି ପାଇ ଥାନ୍ତି ,ଶ୍ରାଦ୍ଧ ହୀନ ପିତୃ ପୁରୁଷ ମାନେ ବଡ ଆଶା ରଖି ଆସନ୍ତି କି ସେମାନେ ଏହି ପ୍ରସାଦ ରୁ କଣେଚାକେ ପାଇବେ ବୋଲି , ସବୁ ଶୁଭ କାର୍ଯ୍ୟ ରେ ମହା ପ୍ରସାଦ ବ୍ୟବହାର କରା ଯାଏ । ମିଛ କି ସତ ଜାଣିବା ପାଇଁ ଏହି ମହା ପ୍ରସାଦ କୁ ଛୁଇଁବା ପାଇଁ ପଡେ , ପ୍ରତିଦିନ ଯେଉଁ ମାନେ ଏହି ପ୍ରସାଦ ର ସେବନ କରନ୍ତି ସେମାନଙ୍କ ଜିବନ ଧନ୍ୟ ହୋଇ ଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।