ବନ୍ଧୁଗଣ ଆପଣମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବେଳେ ବେଳେ ବିବାଦ କୁ ଆସନ୍ତି ଆଉ ବେଳେ ବେଳେ ଭଲ କାମ କରି ମଧ୍ୟ ସେ ଚର୍ଚ୍ଚା କୁ ଆସନ୍ତି।ଓଡ଼ିଶାର ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ କିଏ ବା ନଜାଣେ । ଅଧିକାଂଶ ସମୟରେ ରାନୀ ପଣ୍ଡା ସାରା ଓଡ଼ିଶାରେ ବେଶ ଚର୍ଚ୍ଚାର ବିଷୟରେ ରହିଥାନ୍ତି। ଯାତ୍ରା ଜଗତରେ ତାଙ୍କର ନୃତ୍ୟ ପାଇଁ ତାଙ୍କୁ ବେଶ ସମାଲୋଚନା କରା ଯାଇଥିଲା ଏମିତି କି ଖଣ୍ଡଗୁରି ମହସ୍ତବ ରେ ମଧ୍ୟ ତାଙ୍କୁ ନିଷେଧ କରା ଯାଇଥିଲା।ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କର କେତେ କୋଟି ଟଙ୍କା ର ସଂମ୍ପତୀ ରହିଛି , ସେମିତି ରେ ଆପଣ ମାନଙ୍କ ମନରେ ବି ଏହି ପ୍ରଶ୍ନ ନିଶ୍ଚିତ ଭାବେ ରହିଥିବ କି ଓଡ଼ିଆ ସିନେମା ର ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା କେତେ କୋଟି ଟଙ୍କା ର ମାଲିକାଣୀ ଅଟନ୍ତି ଏବଂ ତାଙ୍କର ଆୟ କେତେ ଟଙ୍କା ବର୍ତମାନ ସମୟ ରେ କେତେ ପରିମାଣ ରେ ଟଙ୍କା ତାଙ୍କ ପାଖରେ ଗଛିତ ରହିଛି ତେବେ ଆମର ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ ।

ସେମିତିରେ ବର୍ତମାନ ସମୟରେ ଚର୍ଚ୍ଚାରେ ରହି ଥିବା ରାନୀ ପଣ୍ଡା ଅନେକ ଗୁଡିଏ ଆଲବମ୍ ଏବଂ ସିନେମା ରେ କାମ କରି ସାରିଛନ୍ତି , ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରୁଛନ୍ତି , ଏବେ କିଛି ଦିନ ହେବ ସେ ଗୀତ ବି ଗାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଯେଉଂ ଗୀତ କୁ ସେ ଗାଉଛନ୍ତି ତାହା ସବୁ ବେଳେ ହିଟ୍ ଏବଂ ଦର୍ଶକ ମାନଙ୍କୁ ପସନ୍ଦ ବି ଆସୁଛି ଏବଂ ସେ ଏହି ଦିନ ରେ ଗରିବ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳୁଛନ୍ତି ।
ଏହା ପରେ ରାନୀ ପଣ୍ଡା ଓଡ଼ିଆ ଚଳଚ୍ଚିତ୍ର ରେ ଆଇଟମ ଗାର୍ଲ ଭାବରେ ବି କାର୍ଯ୍ୟ କରିଛନ୍ତି। ଅନେକ ଲୋକ ଫେମୋସ ହେବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀର ପଥ ବାଛି ନେଇଥାନ୍ତି । ଆଜି ଆମେ ରାନୀ ପଣ୍ଡାଙ୍କ ବିଷୟରେ ଚର୍ଚ୍ଚା କରିବା । ରାନୀ ପଣ୍ଡାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରୁଛନ୍ତି , ଏବେ କିଛି ଦିନ ହେବ ସେ ଗୀତ ବି ଗାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଯେଉଁ ଗୀତ କୁ ସେ ଗାଉଛନ୍ତି ତାହା ସବୁ ବେଳେ ହିଟ୍ ଏବଂ ଦର୍ଶକ ମାନଙ୍କୁ ପସନ୍ଦ ବି ଆସୁଛି ଏବଂ ସେ ଏହି ଦିନ ରେ ଗରିବ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବାକୁ ମିଳିଛି ।
ରାନୀ ବହୁତ ଦୟାଳୁ ସ୍ୱଭାବର ଅଟନ୍ତି।କରୋନା ମହାମାରୀ ରେ ରାନୀ ପଣ୍ଡା ଗରିବ ଲୋକ ମାନଙ୍କୁ ଖାଦ୍ୟ ଦେବା ସହିତ ଯାତ୍ରା ଜଗତର ଛୋଟ କଳାକାର ମାନଙ୍କୁ ସାହାର୍ଯ୍ୟ ମଧ୍ୟ କରିଥିଲେ । ରାନୀ ପଣ୍ଡା ଏବେ ଭୁବନେଶ୍ୱରରେ ତାଙ୍କ ନିଜ ବାସ ଭବନରେ ରହୁଛନ୍ତି ଏବଂ ସେ ପାଖା ପାଖି 30 ଲକ୍ଷ ଟଙ୍କାର ମାଲିକାଣୀ ଅଟନ୍ତି ।ଏହି ନିକଟ ରେ ହୋଇ ଥିବା ବାତ୍ୟା ରେ ରାନୀ ପଣ୍ଡା ଗରିବ ଲୋକ ମାନଙ୍କୁ ଖାଦ୍ୟ ଦେବା ସହିତ ସେମାନଙ୍କ ଦୁଖଃ ବିଷୟ ରେ ବୁଝା ବୁଝି କରି ଥିଲେ । ଏବଂ ବର୍ତମାନ ସମୟ ରେ ବି ରାନୀ ପଣ୍ଡା ଓଡ଼ିଆ ଯାତ୍ରା ଜଗତ ରେ ଅଭିନୟ କରୁଛନ୍ତି , ଯାତ୍ରା ରେ ତାଙ୍କର ଡେନ୍ସ ଦେଖିବା ପାଇଁ ଲୋକ ମାନେ ପାଗଳ ପରି ହୋଇ ଥାନ୍ତି। ମଞ୍ଜରୀ ଟିଭି ରେ ବଜରଙ୍ଗୀ କଲୋନୀ ରେ ପପୁ ପମ ପମ୍ ଙ୍କ ସହ ତାଙ୍କୁ ଅଭିନୟ କରୁଥିବାର ଦେଖାଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।