କଳିଯୁଗ,କଳିକାଳ,କଳ୍କୀଅବତାର,କଳିଲୀଳା ଆପଣ ଦେଖନ୍ତୁ କଳିଯୁଗର ମହାତ୍ମ୍ୟ ସହିତ ଆଉ ଏ ଯୁଗର କେବେ ଅଵସାନ ଘଟିବ ବୋଲି ଅନେକ ପସନ୍ଦ କରୁଛନ୍ତି।ଆପଣ ମାନଙ୍କର ଏକଥାକୁ ନେଇ ଅନେକ ପ୍ରଶ୍ନ ଉଠେ କି ଏପରି କାହିଁକି ହେଉଛି ଏପରି କେମିତି ହେଉଛି ଏପରି ହେବାର ମୁଖ୍ୟ କାରଣ କଣ ?ଏ ସବୁ ଜିନିଷ ପ୍ରକୃତରେ ଆପଣ ମାନଙ୍କ ପାଇଁ ଚେତନା ଦେବାପାଇଁ ଅଟେ।ଆମେ ଆପଣ ମାନଙ୍କୁ ମାଳିକା ରୂପର ଚେତନା ବା କଳିଯୁଗର ଚେତନା ଆପଣ ମାନଙ୍କୁ ଦେଉଛୁ।ଭବିଷ୍ୟତ ବିଚାର କରିବାକୁ ହେଲେ ଏ ସବୁ ଆପଣଙ୍କୁ ଅନୁଭବ କରିବିବାକୁ ପଡିବ।କଳିଯୁଗ କେତେ ଦିନ ଅଛି ଆଉ କେତେ ଦିନରେ ସରିବ ଆଉ କେବେ ଏହାର ସମାପ୍ତି ଘଟିବ ଏହାକୁ କହିବା ଏକ ଅସାଧାରଣ ବେପାର ଅଟେ।ଆପଣ ମାନେ ଜାଣିଥିବେ ବିଷ୍ଣୁଙ୍କର ମହିମାକୁ ବ୍ରହ୍ମା ଓ ଶଙ୍କର ଵର୍ଣ୍ଣନା କରି ପାରି ନାହାନ୍ତି।

ଆମେ ଦେଖିବାକୁ ଗଲେ କଳିଯୁଗର ଆୟୁ ଚାରି ଲକ୍ଷ୍ୟ ସହସ୍ର ବର୍ଷ ଅଟେ।ଆଉ ଯେତେଇକି କଳିଯୁଗର ଆୟୁ ନୁହେଁ ସେତିକି ଲୋକ ନିଜର ପ୍ରାଣ ତ୍ୟାଗ କରିବେ ମାନେ ୫ ଲକ୍ଷରୁ ଅଧିକ ଲୋକ ନିଜର ଜୀବନ ତ୍ୟାଗ କରିବେ।ଯେତେବେଳେ ମିନ ଶନି ପଡିବ ଆଉ ମହାଗ୍ରହ କୂଟ, ହେବ ବୈଶାଖ,ଶୁଳ୍କ ଅଷ୍ଟମୀ ଗୁରୁବାର ଦିନ ସେହି ସେହିଦିନ କଳିଯୁଗ ହୋଇବ ସମ୍ପର୍ଣ୍ଣ।ତାପରେ ଅଚ୍ୟୁତାନନ୍ଦ କହିଲେ ବର ଡାଳ ସିରେ ଲାଗିବ ଲୀଳା ଚହଟି ଯିବ ଆଉ କଳି ଶେଷ ଗୁରୁବାରରେ ମୋ ଵଚନ ସଠିକ ହେବ।କଥାରେ ଅଛି ରାତିରେ ଆପଣ ସୋଇଥିବେ ଆଉ କଳି ଆସିଯିବ।ତାପରେ ସତ୍ୟ ଯୁଗ ଆସିଗଲେ ଆପଣ ମାନେ ସୁଖରେ ଓ ସାନ୍ତୀରେ ବାସ କରିବେ।
ତାପରେ ବହୁତ ସୁନ୍ଦର ଭାବରେ ମାଳିକାରେ ଲେଖା ହୋଇଛି ଯେତେବେଳେ ମହାପ୍ରଭୁ ଜଗନ୍ନାଥ କକ୍ଲି ଅବତାର ନେବେ ବା ତାଙ୍କର ଅବତାର ନେବାର ସମୟ ଖୁବ ନିକଟ ହୋଇଗଲାଣି ବା ସେ ବହୁତ ଶିଘ୍ର କଳ୍କୀ ଅବତାର ନେବାକୁ ଯାଉଛନ୍ତି।ଆପଣ ମାନେ ବହୁତ ଶିଘ୍ର ଅନନ୍ତ ବ୍ରହ୍ମାଣ୍ଡ କଲ୍କି ଭଗବାନଙ୍କ ଦର୍ଶନ ପାଇବେ।କକ୍ଳି ଅବତାର ଏବେ ସ୍ୱତନ୍ତ୍ର ଅବତାର ଆଉ ସ୍ୱୟଂ ବ୍ରହ୍ମା ହେଲେ କକ୍ଳି ସ୍ୱୟଂ ଵିଷ୍ଣୁ ହେଲେ କଲ୍କି ତେଣୁ ତାଙ୍କ ଉପରେ ବିବାଦ ନକରି ଆପଣ ମାନେ ଭକ୍ତି କରିବାରେ ଲୀନ ରୁହନ୍ତୁ।

ଆଉ କେବଳ ଭକ୍ତି କଲେହିଁ ଭଗବାନ ଦେଖାଯିବେ ତେଣୁ ଚିନ୍ତା ନକରି କେବଳ ଭଗବାନଙ୍କ ପାଖରେ ଲୟ ରଖି ନିଜର ଭଗବାନଙ୍କୁ ସ୍ମରଣ କରନ୍ତୁ।ଆପଣ ଦେଖିବେ ନିଶ୍ଚୟ ଭାବରେ ଏ ଖରାପ ସମୟରେ ତ୍ରାହି ପାଇବେ।ଏହି କକ୍ଳି ଅଵତାରରେ ସେ ଯାଜପୁର ନିକଟରେ ଜନ୍ମ ହେବେ ବୋଲି ମାଳିକାରେ କୁହାଯାଇଛି।ଗୋଟେ ଦୃଷ୍ଟିରୁ କଳିଯୁଗର ଅନ୍ତିମ ସମୟ ପ୍ରାୟ ନିକଟତ୍ତର ହୋଇ ଆସିଲାଣି।ଏଇ କଳିଯୁଗ ଥିବ ସତ୍ୟଯୁଗ ଆରମ୍ଭ ହେବ ଆଉ ଏହି ସତ୍ୟଯୁଗ ଥିବ ଅନନ୍ତ ଯୁଗ ଆରମ୍ଭ ହେବ।କକ୍ଳି ତାପରେ ଅନନ୍ତ ଯୁଗରେ ଅନନ୍ତ ଲୀଳା କରିବେ।କଳିଯୁଗର ଅନ୍ତିମ ସମୟ ସୁନିଶ୍ଚିତ ନକଲେ ମଧ୍ୟ ଯୁଗ ଅନୁଯାଇ ଆଉ ଏହାର ଅନ୍ତିମ ସୂଚନା ଅନୁଯାୟୀ କଳିଯୁଗ ଶେଷ ହୋଇ ସତ୍ୟଯୁଗ ଆସିବାକୁ ଯାଉଛି।ଯେଉଁମାନେ ତାଙ୍କର ପରମ ଭକ୍ତ ଥିବେ ସେମାନେହିଁ ଅନନ୍ତ କଳିଙ୍କୁ ଦେଖିପାରିବେ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।