ଟିଭି ସିରିଏଲର ଜୟ ଶ୍ରୀ କୃଷ୍ଣର ଏହି କଳାକାର ୧୦ ବର୍ଷ ପରେ ବହୁତ ସୁନ୍ଦର ହୋଇ ଯାଇଛନ୍ତି।
ନମସ୍କାର, ଆଜିକାଲି ଯୁଗରେ ଟିଭି କିଏ ନଦେଖେ ଆଉ ସାଧାରଣତଃ ଲୋକ ମାନେ ସେମାନଙ୍କ ମନୋରଞ୍ଜନ ପାଇଁ ହେଉ କିମ୍ବା ସମୟ ବିତେଇବା ପାଇଁ ହେଉ ସେମାନେ ଟିଭି ଦେଖିଥାନ୍ତି।ଆଉ କାହାର ପସନ୍ଦ କେଉଁ ଭଳି ହୋଇଥାଏ ତାହା ମଧ୍ୟ ଠିକ ହୋଇନଥାଏ।ଆମ ମାନଙ୍କ ଭିତରୁ କାହାକୁ ସିରିଏଲ ଦେଖିବାକୁ ଭଲ ଲାଗେତ ଆଉ କାହାକୁ ଖେଳ,ନ୍ୟୁକ,ଚଳଚ୍ଚିତ୍ର ଓ ଆହୁରି ଅନେକ ଜିନିଷ ଦେଖି ନିଜ ସମୟ ବ୍ୟତୀତ କରିବାକୁ ତାଙ୍କୁ ଭଲ ଲାଗେ।ସିରିଏଲ ମାନଙ୍କ ଭିତରେ ଆହୁତି କେତେକ ପ୍ରକାର ସିରିଏଲ କାହାକୁ ଭଲ ଲାଗେନି ଆହୁରି କେତେ ପ୍ରକାରର ତାଙ୍କୁ ଭଲ ଲାଗେ।ଏମିତି ସେମିତି କେତେକେ ଲୋକଙ୍କୁ ହିନ୍ଦୀରେ ଆସୁଥିବା ସିରିଏଲ ଗୁଡିକ ଭଲ ଲାଗେତ ଆଉ କେତେଜଣଙ୍କୁ ଓଡ଼ିଆ ସିରିଏଲ ଭଲ ଲାଗେ।

ଆପଣମାନେ ଜାଣିଥିବେ ବହୁତ ଶିଶୁ କଳାକାର ଟିଭି ପରଦାରେ କାମ କରି ସାରିଛନ୍ତି।ଆପଣ ମାନେ ଜାଣିଥିବେ ସେ ଶିଶୁ କଳାକାର ମାନଙ୍କ ଭିତରୁ ଏମିତି କେତେକ ଅଛନ୍ତି ଯିଏ ଦର୍ଶକ ମାନଙ୍କ ହୃଦୟ ଜିତିବା ବହୁତ ଭଲ ଭାବରେ ଜାଣିଛନ୍ତି।ଏହି ଶିଶୁ କଳାକାର ମାନଙ୍କର ନାକେବଳ ଅଭିନୟ ତାଙ୍କର ମାସୁମୀୟତ ଆମକୁ ପାଗଳ କରିଦେଇଛି।ମାନେ ଦେଖିବାକୁ ଗଲେ ଏତେ କମ ବୟସରୁ ଏତେ ବଢିଆ ରୋଲ ଏବଂ ଆକ୍ଟିଙ୍ଗ କରୁଛନ୍ତି।ଏମାନଙ୍କ ଭବିଷ୍ୟତ ବହୁତ ଉଜ୍ଜ୍ଵଳ ଅଟେ।ଆଉ ଏମାନଙ୍କୁ ବହୁତ ପ୍ରଶଂସା ଆଉ ତାରିଫ ଦର୍ଶକ ମାନଙ୍କ ପାଖରୁ ମିଳୁଛି।ଆଉ ଏମାନେ ନିଜର କାର୍ଯ୍ୟକଳାପ ଓ ଅଭିନୟ କରିଛନ୍ତି ଓ ନିଜର ମାସୁମ ଚେହେରା ଦେଖେଇ ଲୋକମାନଙ୍କୁ ବହୁତ ମନୋରଞ୍ଜନ କରେଇଛନ୍ତି।
ସେମିତି କଲର୍ସ ଚ୍ୟାନେଲରେ ଆସୁଥିବା ଏକ ଧାରାବାହିକ ଯାହାର ନାମ ହେଉଛି ବାଳ କୃଷ୍ଣ।ଗୋଟେ ଛୋଟ ଝିଅଟେ ଶ୍ରୀ କୃଷ୍ଣଙ୍କ ପିଲା ବେଳର ବହୁତ ଅଦ୍ଭୁତ ଅଭିନୟ କରି ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ।ଆଉ ସେ ଛୋଟିଆ ଝିଅର ଅଭିନୟ ଏତେ ରିଏଲ ଥିଲା ଯେ ଆମକୁ ଲାଗୁଥିଲା ଆମେ ଯେମିତି ଆମେ ସତରେ ଶ୍ରୀ କୃଷ୍ଣଙ୍କ ପିଲାବେଳକୁ ଦେଖୁଛେ।ଆଉ ଏହି ଧାରାବାହିକକୁ ଦର୍ଶକଙ୍କର ବହୁତ ସ୍ନେହ ଓ ଶ୍ରଦ୍ଧା ମିଳିବାରେ ଲାଗିଲା।ଆଜି ଆମେ ସେହି ଝିଅ ବିଷୟରେ କଥା ହେବାକୁ ଯାଉଛେ ଯିଏ ନିଜର ଅଭିନୟ ବଳରେ ସବୁ ଦର୍ଶକ ମାନଙ୍କୁ ପାଗଳ କରି ରଖିଥିଲା।ଆଉ ତାଙ୍କୁ ଏହି ରୋଲରେ ଅନେକ ପ୍ରଶଂସକ ମାନଙ୍କ ପାଖରୁ ଅନେକ ପ୍ରଶଂସା ଶୁଣିବାକୁ ମିଳିଥାଏ।

ତାପରେ ଏହି ସିରିଏଲରେ କାମ କରିଥିବା ଝିଅଟିର ନାମ ହେଲା ଧୃଟି ଭାଟିଆ ଅଟେ।୨୦୦୮ ରେ ଭଗବାନ ଶ୍ରୀ କୃଷ୍ଣଙ୍କ ଅଭିନୟ କରି ସାରିଥିବା ଏହି ଧୃଟି ଭାଟିଆ ଆଜିକି ପ୍ରାୟ ୧୪ ବର୍ଷର ହୋଇ ଗଲେଣି।ଯେତେବେଳେ ସେ ଭଗବାନ ଶ୍ରୀ କୃଷ୍ଣଙ୍କ ଅଭିନୟ କରିଥିଲେ ସେ ସେତେବେଏଲ ଅଢେ଼ଇ ବର୍ଷର ଥିଲେ।ଏହି ଧାରାବାହିକ କରି ସାରିବା ପରେ ଧୃଟି ବହୁତ କମ ସିନେ ପରଦାରେ ଦେଖାଯାଆନ୍ତି।ଏହି ଜୟ ଶ୍ରୀ କୃଷ୍ଣ ବ୍ୟତୀତ ଧୃଟି ଅନେକ କେତେକ ସିରିଏଲରେ ନିଜେ ଅଭିନୟ କରିଛନ୍ତି।ଦେଖିବାକୁ ଗଲେ ତାଙ୍କୁ ଏହି ଶ୍ରୀ କୃଷ୍ଣରେ ଯେତିକି ଭଲପାଇବା ଓ ବିଶ୍ୱାସ ମିଳିଛି ସେମିତି ବିଶ୍ୱାସ ତାଙ୍କୁ ଆଉକୋଉଠୁ ମିଳିବ ନାହିଁ।ଆଉ ସେ ଈଶ ପ୍ୟାର କୋ କ୍ୟାନାମ ଦୁଁ ଆଇ ମାଟାକି ଚୋକିରେ ଦେଖାଦେଇଥିଲେ।ଏହା ବ୍ୟତୀତ ସେ ଅନେକ ଵିଜ୍ଞାପନରେ କାମ କରିଛନ୍ତି।ଧୃଟି ଭାଟିଆ ପ୍ରାୟ ଏହି କେତେକ ଦିନରେ ବହୁତ ସୁନ୍ଦର ଓ ଆକର୍ଷକ ହୋଇଗଲେଣି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।