ଏହି ତିନିଟି ନାମର ମହିଳାମାନେ ଜୀବନରେ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି। ନମସ୍କାର, ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ ଆଜି ଆମେ ଜାଣିବା ଏପରି ତିନିଟି ନାମର ମହିଳା ମାନଙ୍କ ବିଷୟରେ ଯେଉଁମାନେ ଜୀବନରେ କେବେ ହେଲେ ସନ୍ତୁଷ୍ଟ ରହି ପାରନ୍ତି ନାହିଁ।ତାହେଲେ ଚାଲନ୍ତୁ ଆଗକୁ ବଢିବା ଆଉ ଜାଣିବା କଣ ସେ ତିନିଟି ନାମ ?ଆପଣମାନେ ଜାଣିଥିବେ ଏହି ଦୁନିଆରେ ସବୁ ମନୁଷ୍ୟର ଅଲଗା ଅଲଗା ବା ଭିନ୍ନ ଭିନ୍ନ ସ୍ଵଭାଵ ରହିଥାଏ।ଆଉ ଏହି ସବୁ ଜିନିଷ ସେମାନଙ୍କ ଜୀବନରେ ବହୁତ ପ୍ରଭାବ ପକେଇ ଥାଏ।ଆଉ ସେହିପରି ମଣିଷର ଏମିତି କିଛି ଖରାପ ଅଭ୍ୟାସ ରହିଥାଏ ଯାହା ତାପାଇଁ ବହୁତ ଖରାପ ସାବ୍ୟସ୍ତ ହୋଇଥାଏ।ତାହେଲେ ଏହି ସବୁ କଥାକୁ ଆମେ ନିଜ ଧ୍ୟାନରେ ରଖି ଆପଣ ମାନଙ୍କୁ ଏପରି ତିନିଟି ନାମର ମହିଳା ମାନଙ୍କ ବିଷୟରେ କହିବୁ ଯେଉଁମାନେ ତାଙ୍କ ଜୀବନ କାଳ ଭିତରେ କେବେ ହେଲେ ସନ୍ତୁଷ୍ଟ ରୁହନ୍ତି ନାହିଁ।ତାହେଲେ ଚାଲନ୍ତୁ ଜାଣିବା ସେହି ଭଳି ଝିଅ ମାନଙ୍କ ବିଷୟରେ।

୧.ତାହେଲେ ଆମ ତାଲିକାରେ ଏକ ନମ୍ବରରେ ଆସୁଥିବା ଝିଅର ନାମଟି ହେଉଛି କେ।ଏହି କେ ନାମର ମହିଳା ମାନେ ଅତ୍ୟନ୍ତ ଗର୍ବୀ ସ୍ୱଭାବର ହୋଇଥାନ୍ତି।ଆଉ ଏମାନେ ରୂପରେ ଦେଖିବାକୁ ଅତୁଳନୀୟ ଓ ବେଶ ସୁନ୍ଦର ମଧ୍ୟ ହୋଇଥାନ୍ତି।ଆଉ ଏହି ସୁନ୍ଦରତା ହିଁ ହେଉଛି ଏମାନଙ୍କର ମୁଖ୍ୟ ଗର୍ବର କାରଣ ଅଟେ।ଏହି ସ୍ତ୍ରୀ ମାନେ ସବୁବେଳେ ଇଛା କରିଥାନ୍ତିକି ଏମାନଙ୍କ ସ୍ୱାମୀ ଯାହାବି କରୁଛନ୍ତି ଏମାନଙ୍କୁ ପଚାରିକି କରନ୍ତୁ।ଆଉ ଯାହାବି କାମ ହେଉଛି ଏମାନଙ୍କ କଥା ଅନୁସାରେ ହେଉ।ଆଉ ଯଦି ଏପରି କିଛି ନହେଉଛି ତାହେଲେ ଏମାନେ ରାଗି ଯାଆନ୍ତି ଆଉ ଅର୍ଥକୁ ଅନର୍ଥ କରିଦିଅନ୍ତି।ଏହି କାରଣ ପାଇଁ ଏମାନେ ଜୀବନ ସାରା କେବେ ସନ୍ତୁଷ୍ଟ ରହି ପାରନ୍ତି ନାହିଁ।
୨.ତାପରେ ଆମ ତାଳିକାରେ ଦ୍ଵିତୀୟ ନମ୍ବରରେ ଆସୁଥିବା ମହିଳା ହେଉଛନ୍ତି ଇ ନାମର ମହିଳା।ଏହି ଇ ନାମର ମହିଳା ମାନଙ୍କ ମନରେ ବହୁତ ଇଛା ଆଉ ଆଶା ଅଭିଳାସା ଭରି ରହିଥାଏ।ଏମାନେ ସମସ୍ତେଙ୍କୁ ବେଶ ଆଦର ଓ ଯତ୍ନ କରିଥାନ୍ତି।ଏମାନେ ନିଜର ପରିବାରକୁ ବହୁତ ଭଲ ଭବାରେ ସମ୍ଭାଳି ଥାଆନ୍ତି।ଏମାନଙ୍କ ମନରେ ଗୋଟେ ଇଛା ଥାଏ ସେ ଇଛାଟି ହେଉଛି ଏମାନଙ୍କ ସ୍ୱାମୀ ଏମାନଙ୍କ ଠାରୁ ଗୋଟେ କ୍ଷଣ ଦୂରକୁ ନଯାଆନ୍ତୁ।ଏମାନଙ୍କ ମନରେ ବହୁତ ଆତ୍ମବିଶ୍ୱାସ ଭରି ରହିଥାଏ କିନ୍ତୁ ଏମାନେ କେବେ ହେଲେ ସନ୍ତୁଷ୍ଟ ରୁହନ୍ତି ନାହିଁ।ଏହାର କାରଣ ହେଲା ଏମାନଙ୍କ ଇଛା ଶକ୍ତି ଆଵଶ୍ୟକତା ଠାରୁ ଅଧିକ ରହିଥାଏ।ଯାହା ପୁର୍ଣ୍ଣ ନହେବା ଦ୍ୱାରା ଏମାନେ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି।

୩.ତାପରେ ତିନି ନମ୍ବରରେ ଆସିବ ଏସ ନାମର ମହିଳା ମାନେ,ଏହି ଏସ ନାମର ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଆଉ ଏହା ସହିତ ଏମାନେ ନିଜ ପରିବାର ପାଇଁ ମଧ୍ୟ ବହୁତ ନିଷ୍ଠା ବାନ ମଧ୍ୟ ହୋଇଥାନ୍ତି।ଏମାନେ ନିଜେ ନିଜର ତାରିଫ ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି।ଆଉ ଏମାନେ ଖାସ କରି ନିଜ ସ୍ୱାମୀଙ୍କ ମୁହଁରୁ ନିଜ ତାରିଫ ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି।ଯଦି ଭୁଲରେବି ଏମାନଙ୍କ ସ୍ୱାମୀ ଏମାନଙ୍କ ସାମ୍ନାରେ ଅନ୍ୟ କାହାର ତାରିଫ କରିଦେଲେ ତାହେଲେ ଏମାନେ ବହୁତ ରାଗି ଯାଆନ୍ତି।ଏମାନେ ଛୋଟ ଛୋଟ କଥାକୁ ନେଇ ନିଜ ସ୍ୱାମୀଙ୍କ ସହିତ ସବୁବେଳେ ବହୁତ ଝଗଡା କରିଥାନ୍ତି।ଏହି କାରଣରୁ ଘରେ ସବୁବେଳେ ଅଶାନ୍ତି ଦେଖାଦିଏ ଓ ଏମାନେ ସବୁବେକେ ଅସନ୍ତୁଷ୍ଟ ଦେଖାଦିଅନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।