ନମସ୍କାର, ଆଜି ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ ଆମେ ଯାହା ଆପଣଙ୍କୁ କହୁଛୁ ଆପଣ ଶୁଣିଲେ ନିହାତି ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ତାହେଲେ ଚାଲନ୍ତୁ ଜାଣିବା ଘଟଣାଟି କଣ ଆଉ କେଉଁଠି ଘଟିଛି ଆଉ ଘଟିବାର ମୁଖ୍ୟକାରଣ କଣ ? ତାହଲେ ଘଟଣାଟି ହେଉଛି ଘରୋଇ କଥାକୁ କେନ୍ଦ୍ର କରି ସ୍ତ୍ରୀ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି।ଏହି ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲାର ପର୍ଯନ ଥାନା ଆମ୍ବ ପଳାସ ଗ୍ରାମରେ।ଆମ ମାନଙ୍କୁ ମିଳିଥିବା ସୂଚନା ଅନୁଯାଇ ପ୍ରାୟ ବୁଧବାର ଦିନ ରାତିରେ ସେହି ଗ୍ରାମର ଦୁଷ୍ମନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ପତ୍ନୀ ଖୁଲନା ସାହୁ ନର୍ମମ ଭାବରେ ହତ୍ୟା କରିଛି।ମାଂସ ରୋଷେଇ କଥାକୁ କେନ୍ଦ୍ର କରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଭିତରେ ଝଗଡା ହୋଇଥିଲା।

ତାର କିଛି ସମୟ ପରେ ଏହି ଝଗଡା ଏତେ ଜୋରରେ ହୋଇଥିଲା ଯେ ସ୍ତ୍ରୀ ଖୁଲନା ସ୍ୱାମୀ ଦୁଷ୍ମନ୍ତ ସାହୁଙ୍କ ପେଟକୁ ଲଣ୍ଠଣ କାଚରେ ଭୂସୀ ଦେବା ସହିତ,ସ୍ୱାମୀଙ୍କର ଯୌନାଙ୍ଗକୁ ଧରି ଘୋଷାରି ଆଣିଥିଲା।ଏହାର ଠିକ କିଛି ସମୟ ପରେ ପୁଅର ଚିତ୍କାର ଶୁଣି ଦୁଷ୍ମନ୍ତଙ୍କ ମା ସେ ଘରକୁ ଚାଲି ଆସି ଆଖ ପାଖ ପଡ଼ୋଶୀଙ୍କୁ ଡାକ ପକେଇ ଥିଲେ।ତାପରେ ତାଙ୍କର ମା ତାଙ୍କ ପଡିଶା ମାନଙ୍କ ସହିତ ମିଶି ପର୍ଯ୍ୟନ ପୁଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ତାଙ୍କୁଭର୍ତ୍ତୀ କରିଥିଲେ ମାତ୍ର ଚିକିତ୍ସାର କିଛି ସମୟ ପୂର୍ବରୁ ତାଙ୍କ ପୁଅଙ୍କର ମୃତ୍ୟ ଘଟି ଥିଲା।ତେଣୁ ଘଟଣା ସମ୍ପର୍କରେ ମୃତଙ୍କର ମା ପ୍ରମୋଦା ସାହୁଙ୍କ ଅଭିଯୋଗ କ୍ରମେ ପୋଲିସ ଖୁଲନାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛନ୍ତି।ଆଉ ତାପରେ ସେଠାରେ ଜିଲ୍ଲାର ସାଇଣ୍ଟିଫିକ ଟିମ ପହଁଞ୍ଚି ନିଜର ପର୍ଯ୍ୟନା ବେକ୍ଷଣା ଜାରି ରଖିଛନ୍ତି।
ଦିନ ଥିଲା ସାବିତ୍ରୀ ଭଳି ସ୍ତ୍ରୀ ସ୍ୱାମୀଙ୍କୁ ଜମ ପାଖରୁ ବଞ୍ଚେଇ ଆଣିଥିଲେ କିନ୍ତୁ ଆଜିକାଲିର ସ୍ତ୍ରୀ ନିଜ ସ୍ୱାମୀର ଜୀବନ ବଞ୍ଚେଇବା ପରିବର୍ତେ ତାଙ୍କର ହତ୍ୟା କରୁଛନ୍ତି।ଏହି କଳିଯୁଗରେ ସବୁ ଓଲଟା ହୋଇଯାଇଛି,ଯେକି ନିଜ ସ୍ୱାମୀଙ୍କୁ ବିଭର୍ସ ଭାବରେ ହତ୍ୟା କରିଛନ୍ତି ପିଶାଚି ସ୍ତ୍ରୀ।ତାଙ୍କ ମା ନିଜ ବୟାନ ରେ କହିଛନ୍ତିକି ତାଙ୍କ ପୁଅ ଘରକୁ ଆସିଲା ସମୟରେ ଚିକେନ୍ ଆଣିଥିଲେ।
ଆଉ ତାକୁ କଲେ ତାଙ୍କ ସ୍ତ୍ରୀ ପ୍ରତିବାଦ କରିଥିଲେ ରାନ୍ଧିବାକୁ,ଆଉ ତାପରେ ଦୁଇଜଣ ବହୁତ ଗାଳି ଗୁଲଜ କରିଥିଲେ।ଆଉ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଆଣି ସେ ଚିକେନକୁ ଢାଳି ଦେଇଥଲେ।ଆଉ ତାପରେ କଳି କଜିଆ କରିବା ସମୟରେ ତାଙ୍କ ପତ୍ନୀ ତାଙ୍କୁ ଘର ଭିତରକୁ ଟାଣି ନେଇ ଥଲେ।ତାପରେ ସେ ନିଜ ବୟାନରେ କହିଛନ୍ତିକି ତାଙ୍କ ପୁଅଙ୍କର ଗୋଡ଼ ଖସି ଗଲେକି ତାଙ୍କ ବୋହୂ ତାଙ୍କୁ ପେଲିଦେଲେ ସେ ଜାଣି ନାହାନ୍ତି ତାଙ୍କ ପୁଅ ତାପରେ ତାଙ୍କ ବୋହୂର ସୁନା ହାର ଝିଅଙ୍କି ଦେଇ କହିଲେ ବୋଉଲୋ ମୁଁ ମରିଗଲି।
ତାଙ୍କ ମା ନିଜ ବୟାନରେ କହିଛନ୍ତିକି ତାଙ୍କ ପୁଅର ଛାତି ପାଖରେ ସେ କାଚ ପସିଯାଇଛି ଆଉ ସେ ରକ୍ତ ଦେଖି ଆଖ ପାଖ ଲୋକଙ୍କୁ ଚିତ୍କାର କରି ଡାକିବାକୁ ଲାଗିଲେ।ତାଙ୍କ ମା କହିଛନ୍ତି ରକ୍ତର ଧାରା ଏତେ ଥିଲାକି ଗୋଟେ ଶାଢ଼ୀ ଓ ଲୁଙ୍ଘି ବୁଡି ଗଲା।ଆଉ ତାପରେ ଡାକ୍ତର ଖାନା ଗଲେ ଆଉ ସେ ଡାକ୍ତର ରକ୍ତ ଅଟକେଇବା ପାଇଁ ଇଁଞ୍ଜେନ ଦେଇ ସାରିବା ପରେ ସେ ନିଜ ମାଙ୍କୁ ପାଣି ମାଗିଥିଲେ ଆଉ ତାପରେ ନିଜ ପେଟ କଣ ହଉଛି କହି ତଳେ ଗଡ଼ିବାକୁ ଲାଗିଥିଲେ।ଆଉ ତାପରେ ସେ ନିଜର ପ୍ରାଣ ତ୍ୟାଗ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।