ଏହି ହିରୋଇନ ପ୍ଲାଷ୍ଟିକ ସର୍ଜରୀ କରି ନିଜ ଅଙ୍ଗ ବଡ଼ କରିଥିଲେ କିନ୍ତୁ ତାପରେ

ଏହି ହିରୋଇନ ମାନେ ସର୍ଜରି କରି ନିଜର ଚେହେରାକୁ ବଦଳାଇ ଦେଇଛନ୍ତି।

ଏହି ବଲିଉଡରେ ଥିବା ହିରୋଇନ ମାନେ ନିଜକୁ ଅନ୍ୟ ମାନଙ୍କ ତୁଳନାରେ ସୁନ୍ଦରୀ ଏବଂ ହଟ ଦେଖାଯିବା ପାଇଁ ଅନେକ ସର୍ଜରି ମଧ୍ୟ କରିଛନ୍ତି।ଏହି ସର୍ଜରି ତାଙ୍କର ଲାଇଫକୁ ବହୁତ ମାତ୍ରାରେ ବଦଳାଇ ମଧ୍ୟ ଦେଇଛି।କିଛି ହିରୋଇନ ମାନେ ମଧ୍ୟ ସର୍ଜରି କରିବା ସହିତ କେତେକ ମେଡିକାଲ ଟ୍ରିଟମେଣ୍ଟ ମଧ୍ୟ କରିଛନ୍ତି।ନିଜକୁ ସୁନ୍ଦର ଆଉ ଭିନ୍ନ ଦେଖାଯିବା ପାଇଁ ସେମାନେ ଏହିସବୁ କାର୍ଯ୍ୟ କରିଛନ୍ତି।ଆହୁରି ମଧ୍ୟ ଏହି ଅଭିନେତ୍ରୀ ମାନେ ନିଜକୁ ସୁନ୍ଦର କରିବା ପାଇଁ ନିଜର ନାକକୁ ମଧ୍ୟ ସର୍ଜରି କରିଥିବା ବେଳେ ଆହୁରି କେତେକ ନିଜର ଓଠକୁ ସର୍ଜରି କରିଛନ୍ତି।

ଆହୁରି ମଧ୍ୟ କେତେକ ହେରୋଇନ ନିଜର ବ୍ରେଷ୍ଟର ମଧ୍ୟ ସର୍ଜରି କରିଛନ୍ତି।ଯାହାଦ୍ୱାରା ସେମାନେ ଅନ୍ୟ ମାନଙ୍କୁ ଆକର୍ଷିତ କରାଇ ପାରିବେ।ଆସନ୍ତୁ ଜାଣିବା ବଲିଉଡରେ ଥିବା କେତେକ ହିରୋଇନ ଯେଉଁ ମାନେ ନିଜର ସର୍ଜରି କରାଇଛନ୍ତି।ଏହି ଲିଷ୍ଟରେ ପ୍ରଥମେ ଅଛନ୍ତି ଅଭିନେତ୍ରୀ ଆଇସା।ଏହି ହିରୋଇନ ନିଜର ପ୍ରଥମ ଫିଲ୍ମ ଟାର୍ଜନ ଦ ଓଆଣ୍ଡର କାରରେ ଆରମ୍ଭ କରିଥିଲେ ନିଜର ବଲିଉଡ କ୍ୟାରିଅର।

ଏହି ଅଭିନେତ୍ରୀ ଜଣକ ମଧ୍ୟ ସଲମନଙ୍କ ସହିତ ଫିଲ କରିଛନ୍ତି।ଏହାପରେ ଆଇସା ନିଜର ପ୍ଲାଷ୍ଟିକ ସର୍ଜରି କରି ନିଜର ବଲିଉଡ କ୍ୟାରିଅରକୁ ଖତମ କରି ଦେଇଛନ୍ତି।ଏହାପରେ ସେ ନିଜର ବାହାଘର ସାରି ବଲିଉଡ ଇଣ୍ଡଷ୍ଟ୍ରିରୁ ସବୁଦିନ ପାଇଁ ଛାଡି ଚାଲିଯାଇ ଥିଲେ।ଏହାପରେ ସେ ନିଜର ବୈବାହିକ ଜୀବନ ଆରମ୍ଭ କରିଥିଲେ।ଯେତେବେଳେ ଆଇସା ଥରେ ନିଜର ପତିଙ୍କ ସହିତ ଗୋଟିଏ ଇଭେଣ୍ଟକୁ ଆସିଥିଲେ ତାଙ୍କର ଚେହେରାକୁ ଦେଖି ସମସ୍ତେ ମଜାଗ କରିଥିଲେ।କାରଣ ଆଇସା ନିଜର ଓଠର ସର୍ଜରି କରିଥିଲେ।ଯାହା ଦ୍ୱାରା ସେ ଆଉ ପୂର୍ବ ଭଳି ସୁନ୍ଦର ଦେଖାଯାଉ ନଥିଲେ।ତେଣୁ ଦର୍ଶକ ମାନେ ତାଙ୍କର ମଜାଗ ମଧ୍ୟ ଉଡାଇ ଥିଲେ।

ଏହାପରେ ଦିତୀୟ ନମ୍ବରରେ ଆସୁଛନ୍ତି କମଲ ହାସନଙ୍କର ଅଲିଆଳି ଝିଅ ସୃତି ହାସନ।କହିବାକୁ ଗଲେ ଏହି ସୃତି ହାସନ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।ଏହି ସୃତି ବଲିଉଡ ଇଣ୍ଡଷ୍ଟ୍ରିରେ ନୁହେଁ ଇଏ ମଧ୍ୟ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ବହୁତ ନାମି ଦାମି ନାଁ।ଏଠାରେ ସୃତି ମଧ୍ୟ ନିଜର ସୋସିଆଲ ମିଡିଆ ମାଧ୍ୟମରେ ନିଜର ନାକର ସର୍ଜରି କରିଛନ୍ତି ବୋଲି ଅନ୍ୟ ମାନଙ୍କୁ ଜଣାଇ ଥିଲେ।

ଏହି କଥାରେ ସେ ଜମାବି ଲାଜ କରୁ ନାହାନ୍ତି।ଲୋକ ମାନେ ମଧ୍ୟ ତାଙ୍କର ଏହି ନାକର ସର୍ଜରି ଦେଖି ବହୁତ ମଜାଗ କରିଥିଲେ।ଏହାପରେ ଏହି ଲିଷ୍ଟରେ ତୃତୀୟ ନମ୍ବରର ଆସୁଛନ୍ତି ଯିଏକି ବଲିଉଡରେ ସବୁଠାରୁ ଅଧିକ ଟଙ୍କା ନେଉଥିବା ଆକ୍ଟର ଅନୁଷ୍କା ଶର୍ମା।ରବ ନେ ବନାଦି ଯୋଡ଼ି ନାମକ ଫିଲ୍ମରୁ ନିଜର ବଲିଉଡର କ୍ୟାରିଅର ଆରମ୍ଭ କରିଥିବା ଏହି ଅନୁଷ୍କା ନିଜର ସର୍ଜରି କରିଛନ୍ତି।ଏହି ଅଭିନେତ୍ରୀ ଜଣକ ନିଜର କିଛି ଫିଲ୍ମ କରିସାରିବା ପରେ ନିଜର ଓଠର ସର୍ଜରି କରାଇଥିଲେ।ତାଙ୍କର କହିବା କଥା ସେ ଏହି ସର୍ଜରି କୁ ଫିଲ୍ମ ବମ୍ବେଟ ପାଇଁ କରିଥିଲେ।ଏହି ସର୍ଜରି ପରେ ତାଙ୍କର ଓଠ ମଧ୍ୟ ଆଉ ଭଲ ଦେଖାଯାଉ ନଥିଲା।ଯେଉଁଥି ପାଇଁ ଅନୁଷ୍କାଙ୍କ ଉପରେ ଅନ୍ୟ ମାନେ ହସିଥିଲେ। ଏଭଳି ଅଧିକ ଖବର ପାଇଁ ଆମକୁ ଫଲୋ କରନ୍ତୁ ତଳେ ଲାଇକ କରନ୍ତୁ ସେୟାର୍ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published.