ମାଳିକା ବଚନ: ଏମିତି ଶେଷ ହେବ କଳିଯୁଗ,ଯୋଡ଼ା ବର୍ଷ ୨୦୨୦

ଖେଳ ସରି ନାହିଁ।ଆହୁରି ବାକି ଅଛି ଏହି ୨୦୨୦ ରେ।

ମହାପୁରୁଷ ମାନଙ୍କ କହିବା କଥା ଏମିତି ସମୟ ଆସିଯିବ ଯେପରି ଲୋକ ମାନେ ଅଯଥାରେ ଭୟ କରିବାକୁ ଲାଗିବେ।ସେମାନେ ପ୍ରତିଟି କ୍ଷେତ୍ରରେ ଭୟ କରିବାକୁ ଲାଗିବେ।ଏହି ସମୟ ସେତେବେଳେ ଆସିବ ଯେତେବେଳେ ଲୋକ ମାନେ ନିଜ ଉପରୁ ଭରସା ତୁଟାଇ ଦେବେ।ପରିବାର ପରିବାର ମଧ୍ୟରେ ଭରସା ଆଉ ରହିବ ନାହିଁ।ସମସ୍ତେ ନିଜର ଭଳି ଆଉ ବ୍ୟବହାର କରିବେ ନାହିଁ।ବାପା ଆଉ ପୁଅ ମାନଙ୍କ ଭିତରେ ଆଉ ପଡିବ ନାହିଁ।

ଏହି କଳିଯୁଗରେ ଆହୁରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।ତାହା ହେଉଛି ଯେତେବେଳେ ପୁଅଟି ଛୋଟ ଥିବ ସେତେବେଳେ ବାପା ତାର ହାତକୁ ଧରି ଚାଲି ଶିଖାଉଥିବ।କିନ୍ତୁ ବାପାଟି ଯେତେବେଳେ ବୃଦ୍ଧ ଅବସ୍ଥାରେ ଆସି ପହଞ୍ଚିବ ସେତେବେଳେ ସେ ଯତେବେଳେ ନିଜର ପୁଅ ଉପରେ ଭରସା ରଖିଥିବ ତାର ପୁଅ ତାର ବାପାଙ୍କର ଭରସାକୁ ନିଜର ଗୋଡ଼ରେ ଏଡାଇ ଦେଇ ଚାଲିଯିବ।ଏଭଳି ବିଭିନ୍ନ ପ୍ରକାରର ବିରଳ ଦୃଶ୍ୟ ଦେଖିବାକୁ ମିଳିବ ଏହି କଳି ଯୁଗରେ।

ଏଠାରେ କେବଳ ଖାଲି ଈର୍ଷା ଦେଖିବାକୁ ମିଳିବ।ଭାଇ ଭାଇ ମଧ୍ୟରେ ପଡିବ ନାହିଁ।ସେମାନେ ଗୋଟିଏ ମାଆ ପେଟରୁ ଜନ୍ମ ହେଲେବି ସେମାନଙ୍କର ହରକତ ସବୁ ଶତ୍ରୁ ମାନଙ୍କ ଠାରୁ ବଳି ଯିବ।ସେମାନେ ପରସ୍ପର ବିରୁଦ୍ଧରେ ଛିଡା ହେବେ।ପରସ୍ପର ପରସ୍ପର ପାଇଁ ଘାତକ ସାଝିବେ।ଜଣେ ଅନ୍ୟ ଜଣଙ୍କର ଅମଙ୍ଗଳ ପାଇଁ ସର୍ବଦା ଚିନ୍ତା କରୁଥିବେ।ଏହି କଳିଯୁଗରେ ଲୋକ ମାନେ କଙ୍କଡା ଭଳି ହେବେ।ମାନେ କଙ୍କଡା ପ୍ରକୃତିର ହେବେ।

ମାନେ ଜଣେ ଯେତେବେଳେ ଆଗକୁ ଯାଉଛି ତାର ଗୋଡ଼କୁ ତାର ନିଜର ଲୋକ ଟାଣୁଛନ୍ତି।ଏହି ଘୋର କଳିଯୁଗରେ ଲୋକ ମାନେ କାହାରି ଭଲ ଦେଖିପାରିବେ ନାହିଁ।ଯଦି କୌଣସି ବ୍ୟକ୍ତି ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ କରୁଛି ତେବେ ଏଠାରେ ଲୋକ ମାନେ ତାର ଶତ୍ରୁ ସାଝିବେ।ଏଠାରେ କେହି କାହାର ଉନ୍ନତି କରିବାର କଥା ଚିନ୍ତା କରିବେ ନାହିଁ।ଏହି କଳିଯୁଗରେ ଲୋକ ମାନେ ମାଂସାସୀ ହେବେ।ମାଂସକୁ ଭକ୍ଷଣ କରିବେ।ଏମାନେ କୌଣସିରେ ବି ଭୟ କରିବେ ନାହିଁ।ନିଜକୁ ଯାହା ଠିକ ଲାଗିବ ଏମାନେ ତାହା କରିବେ।

କଳିଯୁଗରେ ଲୋକ ମାନେ ପଶୁ ଆଉ ପକ୍ଷୀ ମାନଙ୍କୁ ମାରି ଖାଇବେ।ଏଥିପାଇଁ ଆମର ବର୍ତମାନର ଅବସ୍ଥା ଶୋଚନୀୟ ହୋଇଯାଇଛି।ମାନେ ବର୍ତମାନ ଆମେ ମାନେ ଭାଇରସ କବଳରେ କବଳିତ।ଆମ ମାନଙ୍କର ଭୁଲ ପାଇଁ ଆଜି ଆମର ଏହି ଅବସ୍ଥା ।ଯାହାର ଅନୁମାନ ଆମକୁ ନାହିଁ।ଆଗକୁ ମଧ୍ୟ ଆମେ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବୁ।ଏହି କଥାକୁ ମାଳିକାରେ ବର୍ଣିତ ମହାପୁରୁଷ ମାନେ କହିଛନ୍ତି।ସେମାନେ ଏହା ମଧ୍ୟ କହିଛନ୍ତି ଆଗକୁ ବହୁତ ପରିମାଣରେ ଆମେ ମାନେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବୁ।ଏଥି ସହିତ ଏହି ବିପର୍ଯ୍ୟୟରେ ଅନେକ ଧନ ସମ୍ପତ୍ତି କ୍ଷୟ ହେବା ସହିତ ଅନେକ ଜୀବନ ମଧ୍ୟ ଚାଲିଯିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.