ଏହି ନିରୀହ ଗୋପୀ ବୋହୂଙ୍କ ବିଷୟରେ ଜାଣନ୍ତୁ ଏତେ ବଡ଼ ରହସ୍ୟ।
ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୧.୩ ମିଲିୟନ ଲୋକ ତାଙ୍କୁ ଫଲୋ କରିବାରେ ଲାଗିଛନ୍ତି।ଏହି ଅଭିନେତ୍ରୀଙ୍କର ନିଜର ବୋଲ୍ଡ ଫୋଟକୁ ନେଇ ସେ ପ୍ରାୟତଃ ଲୋକମାନଙ୍କର ଚର୍ଚ୍ଚାର ବିଷୟ ହୋଇ ରହିଛନ୍ତି।ଦେବୋଲିନାଙ୍କ ଭବିଷ୍ୟତ କଥା କହିବାତ ତାଙ୍କୁ ପ୍ରଥମେ ଡାନ୍ସ ଇଣ୍ଡିଆ ଡାନ୍ସର ସିଜିନ-୨ ରେ ଦେଖାଯାଇଥିଲା।ତାପରେ ଦେବୋଲିନାଙ୍କୁ ସାବରେ ସବକେ ସପନେ ପ୍ରୀତୋରେ ଦେଖା ଯାଇଥିଲା।ଏହାପରେ ଦେବୋଲୀନାଙ୍କୁ ସାଥ ନିଭାନା ସାଥିୟାର ମୁଖ୍ୟ ଅଭିନେତ୍ରି ଗୋପୀବୋହୂ ଭାବରେ ଦେଖାଯାଇଥିଲା।ତାପରେ ସୋନିରେ ଆସୁଥିବା ଘର ଘରରେ ମଧ୍ୟ ଦେବୋଲିନାଙ୍କୁ ଦେଖାଯାଇଥିଲା ଆଉ ସେ ଏହି ସିରିଏଲରୁ ବହୁତ ଅଧିକ ପପୁଲାରୀଟି ତାଙ୍କୁ ମିଳିଥିଲା।

ଆପଣଙ୍କୁ କହି ରଖିବୁକି ଯେଉଁ ଅଭିନେତ୍ରୀ ଦେବୋଲିନା ଆଗରୁ ସମ୍ପୂର୍ଣ୍ଣ ଭାବରେ ସିଧା ସାଧା ଓ ସାଧାରଣ ଦେଖା ଯାଉଥିଲେ ଏବେ ସେ ବହୁତ ବୋଲ୍ଡ ଏବଂ ସୁନ୍ଦର ଦେଖାଯାଉଛନ୍ତି।ଆଉ ସେ ପ୍ରାୟ ସମୟରେ ନିଜର ବୋଲ୍ଡ ଓ ବିକିନି ଫୋଟୋ ସୁଟକୁ ସୋସିଆଲ ମେଡିଆରେ ଭାଇରାଲ କରିବାରେ ଲାଗିଛନ୍ତି।ଆଉ ପ୍ରାୟ ସମୟରେ ସେ ନିଜର ଅଧିକ ରିଭିଲିଙ୍ଗ ଡ୍ରେସ ପିନ୍ଧିବା ଦ୍ୱାରା ଓ ବିକିନି ପିନ୍ଧି ଫୋଟରେ ନିଜର ସେ-କ୍ସି ଫିଗରକୁ ଦେଖଉ ଥିବାରୁ ସେ ପ୍ରାୟ ସମୟରେ ଚର୍ଚ୍ଚାର ବିଷୟ ସାଜିଛନ୍ତି।ଆଉ ଏହି ଅଭିନେତ୍ରୀ ଦେବୋଲୀନା ନିଜର ରାଗକୁ ନେଇ ବହୁତ ପ୍ରକାରର ବାଦବିବାଦରେ ପଡି ସାରିଲେଣି।ପ୍ରାୟ ଦେଖିବାକୁ ଗଲେ ଅଭିନେତ୍ରୀ ଦେବୋଲୀନା ନିଜର ସାଥ ନିଭାନା ସାଥିୟାର ସୁଟିଙ୍ଗ ସେଟରେ ନିଜର ସିନିୟର ଅଭିନେତାଙ୍କ ସହିତ ଝଗଡା କରିବାର ନଜର ଆସିଛନ୍ତି।

ଯାହା ପରେ କଥା ପୋଲିସ ପର୍ଯ୍ୟନ୍ତ ମଧ୍ୟ ପହଁଞ୍ଚି ଯାଇଥିଲା।ଏହା ପରେ ସାଥ ନିଭାନା ସାଥିୟା ସିଜନ-୧ ରେ ଦେବୋଲିନା ଆଉ ତାଙ୍କର କୋଅଭିନେତା ବିଶାଳ ସିଂ ଯିଏକି ସିରିଏଲ ରେ ତାଙ୍କର ଦିଅର ଭାବରେ ଅଭିନୟ କରିଛନ୍ତି ତାଙ୍କ ସହିତ ତାଙ୍କର ଲଭ ଆଫେୟାରର ଖବର ମଧ୍ୟ ଆସିବାରେ ଲାଗିଛି।ଆଉ ତାଙ୍କର ଏହି ଲଭ ଆଫେୟାରରୁ ଦେବୋଲୀନା ଭଟ୍ଟାଚାର୍ଯ୍ୟ ଲୋକ ମାନଙ୍କର ବହୁତ ଚର୍ଚ୍ଚାରେ ଆସିଥିଲେ।ଆଉ ଏହାପରେ ଦୁଇ ଜଣଙ୍କୁ ସୁଟିଂ ସେଟରେ ମସ୍ତି କରିବାର ଆଉ ସୁଟିଂ ସରିଲା ପରେ ପାର୍ଟି କରିବାର ଦେଖାଯାଇଛି କିନ୍ତୁ ଦୁଇଜଣ କେବେ ହେଲେ ନିଜର ଏହି ସମ୍ପର୍କକୁ ଲୋକମାନଙ୍କ ଆଗରେ ପ୍ରକାଶ କରିନଥିଲେ।
ଦେଵୋଲିନାଙ୍କ ଶେଷ କାଣ୍ଡ ହେଉଛି ସେ କାଳେ ଡାଇମଣ୍ଡ ବେପାରୀଙ୍କ ମର୍ଡର କେଶରେ ଜଡିତ ଥିଲେ।ଗୋହାଟି ଠାରୁ ଆସାମ ପୋଲିସ ଦେବୋଲିନାଙ୍କୁ ଗିରଫ କଲା ଏମିତି କୁହାଯାଉଥିଲା ଡାଇମଣ୍ଡ ମର୍ଚ୍ଚାଣ୍ଟ ରାଜେଶ୍ୱର କିଶୋରିଲାଲଙ୍କର ମର୍ଡର କେଶରେ ଦେଵୋଲିନାଙ୍କର ହାତ ଅଛି।ତାପରେ ଦେଵଲୀନା ବୀଗବସ ସିଜିନ-୧୩ର ପୂର୍ବ ଅଭିନେତ୍ରୀ ଥିଲେ ଆଉ ତାପରେ ସେ ବିଗବସ ସିଜିନ-୧୪ ର ପ୍ରତିଦ୍ୱନ୍ଦୀ ନିକିତା ମୌଳିଙ୍କୁ ନେଇ ବହୁତ ଟ୍ୱିଟ କରିଛନ୍ତି ଯାହା ପରେ ତାଙ୍କୁ ଟ୍ରୋଲ ହେବାକୁ ପଡିଥିଲା।ଏହା ପରେ ସେ ପୁଣି ସାଥ ନିଭାନା ସାଥିୟାର ସିଜିନ-୨ ରେ ଗୋପୀ ବୋହୂ ଅଭିନୟରେ ଦେଖିବାକୁ ମିଳି ପାରନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।