ଘରକୁ କାଉ ଆସିଲେ ଘଟିଥାଏ ଏହି ଭୟଙ୍କର କଥା, ସତ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ସାଙ୍ଗମାନେ ଆପଣ ମାନେ ସର୍ବଦା ବାସ୍ତୁ ଶାସ୍ତ୍ର କୁ ବିଶ୍ୱାସ କରୁଥିବେ ନିଶ୍ଚୟ। ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ କାର୍ଯ୍ୟକୁ ଖରାପ ବା ଭଲ ତାହା ଦର୍ଶାଯାଉଛି ଓ ପ୍ରତ୍ୟେକ ଭୁଲ କାମକୁ କିପରି ଭଲ କରାଯାଇପାରିବ ଏହାର ଉପାୟ ମଧ୍ୟ କୁହାଯାଇଛି। ଅନେକ ସମୟରେ ଆମ ଆଗାମୀ ସମୟ ଭଲ କି ଖରାପ ଏଠି ପାଇଁ ଭଗବାନ ଅନେକ ସଂକେତ ଦେଇଥାନ୍ତି । ଯଦି ଆମେ ସେହି ସବୁ ସଂକେତ କୁ ବୁଝିବା ତେବେ ଆମେ ଆଗକୁ ଆମ ସହ କଣ ଘଟିବାକୁ ଯାଉଛି ତାହା ବିଷୟରେ ଜାଣିପାରିବା ଆଜି ଆମେ ଜାଣିବା ଏପରି କିଛି ସଙ୍କେତ ବିଷୟରେ ଓ ଏହାର ଅର୍ଥ କଣ ହୋଇଥାଏ।ତେବେ ଆସନ୍ତୁ ଜାଣିବା ଯଦି ଘରକୁ କାଉ ଆସୁଥାନ୍ତି ଏହା ଶୁଭ ନା ଅଶୁଭ।

ଆମେ ଆଗରୁ ଜାଣିଥିଲେ ଯଦି କୁଆ ଘର ଆଗରେ ରାବିଥାଏ କୁଣୀଆ ଆସିବାର ସମ୍ଭାବନା ଥାଏ। ଯଦି ଆପଣ ସନ୍ଧ୍ୟା ସମୟରେ କାଉକୁ ଦକ୍ଷିଣ -ପଶ୍ଚିମ ଦିଗରେ ଦେଖିଥାନ୍ତି ତେବେ ଏହା ଆଗାମୀ ବିପଦର ସୂଚନା ଦେଇଥାଏ କିନ୍ତୁ ଦକ୍ଷିଣ-ପୂର୍ଵ ଦିଗକୁ ଦିଗକୁ ଯାଉଥିବା କାଉକୁ ଦେଖିବେ ଏହା ଶୁଭ ମାନାଯାଏ। ଯଦି ଉଡିଯାଉଥିବା କାଉର ପାଟିକୁ କୌଣସି ପଦାର୍ଥ ଆପଣଙ୍କ କୌଣସି ବସ୍ତୁ ଉପରେ ପଡେ ଏହା ବହୁତ ଖରାପ ମାନାଯାଏ।

ଯଦି କାଉ ଆପଣଙ୍କ ବାମ ଭାଗରୁ ଦକ୍ଷିଣ ଭାଗକୁ କାଉ ଯାଉଥିବାର ଆପଣ ଦେଖନ୍ତି ଏହାକୁ ଶୁଭ ବୋଲି କୁହାଯାଇଛି। ଘରର କୋଣରେ ଯଦି ଅନେକ କାଉ ଏକା ସାଙ୍ଗେ ବସି ରାବିଥାନ୍ତି ଏହା ଆଗାମୀ ବିପଦର ସୂଚନା ଦେଇଥାଏ। ସକାଳେ କାଉ ଉତ୍ତର-ପୂର୍ଵ ଦିଗକୁ ଉଡିଯାଉଥିବାର ଦେଖିଲେ ଶୁଭ ଖବର ମିଳିଥାଏ। ଯଦି କାଉ ଆପଣଙ୍କ ଛାତରେ ବସି ବାରମ୍ବାର ରାଵ କରିଥାଏ ଏହା ଅଶୁଭ ଲକ୍ଷଣ ହୋଇଥାଏ। ଏହା ଛଡା ଯଦି ଆଉ ଉଡ଼ିଆସି କୌଣସି ଲୋକ ମୁଣ୍ଡରେ ବସିଥାଏ ଏହା ବିପଦର ସଂକେତ ହୋଇଥାଏ। କାଉ ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁ କରି ରାବୁ ଥିବାର ଯେଉଁ ବ୍ୟକ୍ତି ଦେଖିଥାଏ ତାର ଧନ ପ୍ରାପ୍ତି ର ଯୋଗ ରହିଥାଏ। କାଉ ଘରକୁ ଆସି ରାବି ଦେଇଗଲେ ଘରକୁ ଅତିଥି ଆସିବାର ସମ୍ଭାବନା ଥାଏ। କାଉ ଯଦି ଗାଈର ଲାଙ୍ଗୁଡରେ ବସିଥିବାର ଆପଣ ଦେଖିଥାନ୍ତି ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦର ସଂକେତ ଦେଇଥାଏ। ଯେଉଁ ବ୍ୟକ୍ତି ଦୁଇଟି କାଉକୁ ଏକାସାଙ୍ଗେ ବସିଥିବାର ଦେଖିଥାନ୍ତି ସେହି ବ୍ୟକ୍ତିକୁ କୌଣସି ଦୁଖଃ ଖବର ମିଳିବାର ଆଶଙ୍କା ଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.