ପୂଜା କରିବା ସମୟରେ କହିଦିଅନ୍ତୁ ଏହି ଗୋଟିଏ ଶବ୍ଦ,ଆପଣଙ୍କର ସବୁ ଇଚ୍ଛା ପୁରଣ ହେବ।

ଜୀବନରେ ସମସ୍ତଙ୍କର କିଛି ନା କିଛି ଇଚ୍ଛା ଥାଏ। ସମସ୍ତେ ନିଜ ଇଚ୍ଛା ପୁରଣ କରିବା ପାଇଁ ଚାହିଁଥାନ୍ତି। ପ୍ରତ୍ୟେକ ମଣିଷର ଭଗବାନଙ୍କ ଉପରେ ଅପାର ବିଶ୍ୱାସ ରହିଥାଏ।ସେହି ଅପାର ଭକ୍ତି ଓ ବିଶ୍ୱାସ ବଳରେ ସମସ୍ତେ ଭଗବାନଙ୍କୁ ଆରାଧନା କରନ୍ତି। ଏହା ପରେ ଭଗବାନ ବି ମନୁଷ୍ୟର ଇଚ୍ଛା ପୁରଣ କରିଥାନ୍ତି କିନ୍ତୁ ଭଗବାନ ବି ସେହି ଲୋକମାନଙ୍କ ଇଚ୍ଛା ପୁରଣ କରିଥାନ୍ତି। ଯେଉଁ ମାନେ ସଫା ମନରୁ ଭଗବାନଙ୍କ ଡାକିଥାନ୍ତି ଓ ତାଙ୍କ ଉପରେ ବିଶ୍ୱାସ ରଖିଥାନ୍ତି।

ସମସ୍ତେ ଜୀବନରେ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି।ସମସ୍ତେ ଏହା ଚାହିଁଥାନ୍ତି ଯଥା ଶୀଘ୍ର ତାଙ୍କ ଇଚ୍ଛା ପୁରଣ ହେବ ଯାହା ଦ୍ୱାରା ସମସ୍ତଙ୍କୁ ଖୁସି ମିଳିଥାଏ କିନ୍ତୁ ସମସ୍ତେ ନିଜ ଇଚ୍ଛା ପୁରଣ କରିପାରିନଥାନ୍ତି। ଏହା ପଛରେ ଅନେକ କାରଣ ଅଛି। ଜୀବନରେ ସମସ୍ତେ ଧନ ଚାହିଁଥାନ୍ତି ସେଥିପାଇଁ ସମସ୍ତେ ଧନ ପଛରେ ଧାଇଁଥାନ୍ତି କିନ୍ତୁ ମଣିଷ ଯଦି ଧନ ପଛରେ ନ ଗୋଡ଼ାଇ ଭଗବାନଙ୍କ ପଛରେ ଧାଇଁବ ତାର କୌଣସି ଅଭାବ ରହିବନି।

ଆଜି କାଲି ଲୋକ କେବଳ ଧନ କମାଇବା ପଛରେ ଲାଗିଛନ୍ତି କେହିବି ଭଗବାନଙ୍କ ସମୟ ଦେଉନାହାନ୍ତି।ଭଗବାନଙ୍କୁ ପୂଜା କରିବା ସମୟରେ ବି ଲୋକ କେବଳ ଧନ ମାଗିଥାନ୍ତି ଏହା ଦ୍ୱାରା ଭଗବାନ କ୍ରୋଧିତ ହୋଇଥାନ୍ତି ଯାହା ଦ୍ୱାରା ସେହି ଲୋକ ଜୀବନରେ କେବେବି ଧନୀ ହୋଇପାରିନଥାଏ। ଏଥିପାଇଁ ଆପଣଙ୍କ ସର୍ବଦା ଭଗବାନ ପାଖରେ ମନ ଲଗାଇବାକୁ ପଡିବ।ତାଙ୍କରି ଆରାଧନା କରିବାକୁ ପଡିବ ଯାହା ଦ୍ୱାରା ଆପଣଙ୍କ କୌଣସି ଅଶୁବିଧା ରହିବ ନାହିଁ। ଏବେ ଆସନ୍ତୁ ସେହି ଗୋଟିଏ ଶବ୍ଦ ବିଷୟରେ ଜାଣିବା ଯାହା ପୂଜା କରିବା ସମୟରେ କହିବା ଦ୍ୱାରା ଆପଣଙ୍କ ସବୁ ଇଚ୍ଛା ଭଗବାନ ନିଶ୍ଚୟ ପୁରଣ କରିବେ।ଆପଣ ମାନେ ଯେବେ ପୂଜା କରିଥାନ୍ତି ଭଗବାନଙ୍କୁ ଧନ, ରତ୍ନ ଆଦି ମାଗିଥାନ୍ତି ଯାହା କି ଭୁଲ ଅଟେ। ଏବେ ଠୁ ଯେବେ ଆପଣ ପୂଜା କରିବେ ସର୍ବଦା ଭଗବାନଙ୍କ ପାଖରେ ମନ ଲଗାଇ ତାଙ୍କ ଉପରେ ବିଶ୍ୱାସ ରଖି କହିବେ ହେ ପ୍ରଭୁ ଆପଣଙ୍କ କୃପା ସର୍ବଦା ମୋ ଉପରେ ଥାଉ। ଆଜ୍ଞା ହଁ ଏହି ଶବ୍ଦ ଭଗବାନଙ୍କୁ ବହୁତ ପ୍ରିୟ ଆପଣ ଦେଖିବେ ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ଇଛା ପୁରା ହେବ ଓ ଆପଣଙ୍କ କୌଣସି ଅଭାବ ରହିବନି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.