ଆଜିଠାରୁ ପ୍ରାୟ ଶହେ ବର୍ଷ ତଳେ ଜଣା ନଥିଲା ସେଲ୍ଫି କାହାକୁ କୁହାଯାଇଥାଏ।ଜଦି କାହାହାତରେ କ୍ୟାମେରା ଥାଏ ସେଫଟ ଉଠାଇବା ପାଇଁ କାହାରବି ଗୋଡହାତ ମଧ୍ୟ ଧରିଦେଇଥାଏ।କିନ୍ତୁ ଆଜିକାଦିନରେ ଯେତେବେଳେ ସେଲ୍ଫିର ଜମାନା ଆସିଗଲାଣି ସେତେବେଳେକୁ ଦୁନିଆହିଁ ବଦଳିଗଲାଣି।ସମସ୍ତେ ନିଜ ନିଜ ହାତରେ କ୍ୟାମେରା ନେଇକି ମଡେଲ ବନିବାକୁ ଲାଗିପଡିଛନ୍ତି।ଏହାମଧ୍ୟରୁ କିଛିଲୋକତ ସେଲ୍ଫି ରେହିଁ ଖୁସିହୋଇଯାନ୍ତି।ଓ ଅନ୍ୟ କେତେକଙ୍କ ସେଲ୍ଫି ନେବାର ସ୍ତର ବହୁତ ଉଚ୍ଚ ହୋଇଥାଏ।ସେଥିପାଇଁସେ କିଛି ଏଭଳି ସେଲ୍ଫି ନେଇଥାନ୍ତିକି ଯେଉଁ ମାନେ ତାଙ୍କ ଦୁରସାହାସିକ ସେଲ୍ଫି ଦେଖିଥାନ୍ତି ଓ ସେମାନଙ୍କ ପ୍ରଶଂସକ ହୋଇଯାଇଥାନ୍ତି।

ଟିମ ରକେଟ ଯେଏକି ଉଡାଯାହାଜରୁ ମିସାଇଲି ଛାଡିବା ସମୟରେ ଏକ ଭୟଙ୍କର ସେଲ୍ଫି ନେଇଛନ୍ତି।ଅଲଟିମେଟ ଗ୍ରୁପ ସେଲ୍ଫି ।ଏବେ ଯେତେବେଳେ ଦୁନିଆରେ ସବୁଠାରୁ ଭୟଙ୍କର ସେଲ୍ଫିର କଥା ଚାଲିଛି ଆପଣମାନେ ନିଜେ କୁହନ୍ତୁ ଆମ ଭାରତ କେମିତି ପଛରେ ରହିବ।କାହିଁକିନା ଭାରତରେହି ଅଧିକ ଲୋକ ଏକି କାରଣରୁ ମୃତ୍ୟୁ ବରଣ କରିଥାନ୍ତି।ଭାରତରେ ଅନେକ ଲୋମମାନେ ପାର୍ଟି, ଘରେ,ଖାଦ୍ୟ ଖାଇବା ସମୟରେ ସେଲ୍ଫି ନିଅନ୍ତି କିନ୍ତୁ ବିପଦ ଜନକ ଜାଗାରେ ସେଲ୍ଫି ନେବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଯାହାଦ୍ୱାରା ମୃତ୍ୟୁର ଶିକାର ହୋଇଥାନ୍ତି।
ଆପେ ଅପିଲି ଯିଏକି ଡେମୋକ୍ରାଟିକ ରିପବ୍ଲିକ ଅଫ କାଙ୍ଗୋ।ଏଠାରେ କିଛିଲୋକମାନେ ଯେଉଁ ଗୋରିଲା ମରିଯାଇଥାନ୍ତି ତାଙ୍କ ଛୁଆଙ୍କୁ ପାଳିଥାନ୍ତି। ସେଗୋରିଲା ମଧ୍ୟ ମନୁଷ୍ୟ ପରିବ୍ୟବହାର କରିଥାନ୍ତି ଓ ମନୁଷ୍ୟଙ୍କ ପାଖରେ ମଧ୍ୟ ଠିଆ ହୋଇ ମନୁଷ୍ୟଙ୍କ ପରି ସେଲ୍ଫି ଉଠାଇଥାନ୍ତି।
ରୂଫ ଟପର,ଦେନିଆର ଲାଓ ହଙ୍ଗକଂଙ୍ଗର ଦସେଣ୍ଟର ନାମର ଏକ ସ୍କାଏସ ସ୍କାପର ର ସବୁଠାରୁ ଉପରେ ରହି ଏକ ଭୟଙ୍କର ସେଲ୍ଫି ନେଇଛନ୍ତି।ଏହି ସେଲ୍ଫି ଦେଖିଲେ ଅପଣଙ୍କ ହୃଦୟ ହଲଚଲ ହୋଇଯିବ।

ସ୍ନାପିଙ୍ଗ ଉଇଥି ସ୍ନାପର, ଅଣ୍ଡିମର୍ଥ ଯେକି ବିଗିଫିଶ ଏକ୍ସପିଡେସନର ମାଲିକ ସେଏକ ବହୁତ ସୁନ୍ଦର ସେଲ୍ଫି ଉଠେଇଥିଲେ ଯାହାକି ଏକ କୁମ୍ଭୀର ପାଖରେ ପାଣି ଭିତରେ ଏହାକୁ ଉଠାଇ ଥିଲେ ଯାହାକି ବହୁତ ଭୟଙ୍କର ଥିଲା।
ଚାର୍ଗିଙ୍ଗ ଫୋର୍ସ ସେଲ୍ଫି , ଆପଣ କ୍ରିଶ୍ଚିଆନ ଭିଡ଼ିଓ ସେଲ୍ଫି ଦେଖିଥିବେ।ଯେଉଁଥିରେ ସେ ଷଣ୍ଢ ଆଗରେ ଦୌଡୁଛନ୍ତି।ଏହା ଜଣା ନାହିଁ ଏହି ଖେଳ କେଉଁଠାରେ ହୁଏ। କିନ୍ତୁ ଏହା ବହୁତ ଭୟାନକ ହୋଇଥାଏ।କେଜାଣି ଲୋକମାନେ ଏହି ଖେଳକୁ ଖେଳିବା ପାଇଁ କାହିଁକି ଭଲପାଇଥାନ୍ତି।ଏହାପରେ ପୁଣି ଏହି ଲୋକ ଖେଳିବା ସମୟରେ ପୁଣି ସେଲ୍ଫି ନେଉଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।।