ଆସନ୍ତୁ ଆଜି ଜାଣିବା ମା ପାର୍ବତୀଙ୍କ ଚଉଷଠି ଯୋଗିନୀଙ୍କର ରୂପ ବିଷୟରେ।
ମାଙ୍କୁ ସନ୍ତୁଷ୍ଟ କରିବାର ଦୁଇଟି ଉପାୟ ଅଛି ଗୋଟେ ହେଉଛି ବଳି ଆଉ ଗୋଟେ ହେଉଛି ଉପାସନା।ରାମକୃଷ୍ଣ ପରମହଂସ ଯେ ଏକାଗ୍ରତାରେ ଜପୁଥିଲେ କାଳୀଙ୍କୁ ଆଉ ତାଙ୍କୁ ଖୁଆଇ ଦେଉଥିଲେ।ତାହା ଥିଲା ତାଙ୍କର କଠିନ ତପସ୍ୟା।ସରହିଭଳି ଦେବୀଙ୍କୁ ଯଦି ଆପଣ ପୂଜାକରିବେ ଭକ୍ତିରେ ଯାହାବି ଶକ୍ତି ଆପଣଙ୍କର ଅଛି ବଢିଯିବି ଓ ଭକ୍ତି ଭାବରେ ପୂଜା କଲେ ଦେବି ମଧ୍ୟ ଡ଼ନ୍ତୁଷ୍ଟ ହୋଇଯାଆନ୍ତି।ଆଉ ଆପଣ ମାନେ ଜାଣିଥିବେ ଯେଉଁ ୬୪ ଯୋଗିନୀ ଅଛନ୍ତି ସେ ହେଉଛନ୍ତି ମା ପାବର୍ବତୀଙ୍କର ୬୪ ଟା ରୂପ।ଆଉ ଏହି ୬୪ ରୂପକୁ ଭିନ୍ନ ଭିନ୍ନ ପର୍ବପର୍ବାଣୀରେ ପୂଜା କରାଯାଇଥାଏ।ଆଉ ଏହି ୬୪ ଯୋଗିନିଙ୍କୁ ମନ ଧ୍ୟାନ ଦେଇ ପୂଜା କଲେ ଆମକୁ ଭିନ୍ନ ଭିନ୍ନ ପ୍ରକାରର ଲାଭ,ସୁଖ,ସଂବୃଦ୍ଧି,ଐଶ୍ୱରୀୟ ପ୍ରାପ୍ତ ହୋଇଥାଏ।ତେବେ ଚାଲନ୍ତୁ ଜାନିବା ୬୪ ଯୋଗିନୀଙ୍କର ନାମ।

ଏକରେ ମା ଚଣ୍ଡିକା,ଦୁଇରେ ମା ତାରା ସବମାନ,ତିନିରେ ମା ନର୍ମଦା ହାତୀ ଉପରେ,ଚତୁର୍ଥରେ ମା ଯମୁନା କଇଁଛ ଉପରେ,ପାଞ୍ଚରେ ମା ନନ୍ଦା ପଦ୍ମଫୁଲ ଉପରେ,ଛଅରେ ମା ବିରୂପା ତରଙ୍ଗ ଉପରେ,ସାତରେ ମା ଗୌରୀ ଗୋଧି ଉପରେ।ଆଠରେ ମା ଇନ୍ଦ୍ରାଣୀ ହାତୀ ଉପରେ।ନଅରେ ମା ବରାହୀ ମଇଁଷି ଉପରେ,ଦଶରେ ମା ପଦ୍ମାବତୀ ସାପ ଉପରେ, ଏଗାରରେ ମା ଓଷ୍ଟ ଗ୍ରିବା ଓଟ ଉପରେ,ବାରରେ ମା ବୈଷ୍ଣବି ପେଚା ଉପରେ।ତେରରେ ମା ପଞ୍ଚବରାହି ଘୁସୁରି ଉପରେ।ଚଉଦରେ ମା ବାଦ୍ୟରୂପୀ ବାଜା ଉପରେ।ପନ୍ଦରରେ ମା ବାଙ୍କି ଚର୍ଚ୍ଚିକା ଅସୁର ଉପରେ।ଷୋହଳରେ ମା ବେତାଳି ମାଛ ଉପରେ।ସତରରେ ମା ଇନ୍ଦ୍ରବାଶ୍ରୀ ପର୍ବତ ଉପରେ।
ଅଠରରେ ମା ମାଦଙ୍ଗୀ ବେଙ୍ଗ ଉପରେ,ଉଣେଇସି ମା ଘଟିବାରି ସିଂହ ହାତୀ ଉପରେ,କୋଡିଏରେ ମା କାକରାଳି କୁକୁର ଉପରେ।ଏକୋଇଶିରେ ମା ସରସ୍ୱତୀ ଫୁଲ ଓ ସାପ ଉପରେ,ବାଇଶି ମା ଜଳକାମିନି ତରଙ୍ଗ ଉପରେ,ତେଇସି ମା କୁବେରୀ ସପ୍ତ ଭଣ୍ଡାର ଉପରେ,ଚବିସି ମା ଭଲ୍ଲୁକି ଭାଲୁ ଭଳି ମୁହଁ,ପିଚିସି ମା ନରସିଂହି, ଛବିଶି ମା ବିରଜା ପଦ୍ମଫୁଲ ଉପରେ,ସତେଇଶି ମା ବିକଟ ନୟନା,ଅଠେଇଶି ମା ମହାଲକ୍ଷ୍ମୀ,ଅଣତିରିସୀ କୁମାରୀ,ତିରିଶି ମା ମହାମାୟୀ,ଏକତିରିଶି ମା ରକି କାମଦେବଙ୍କ ଉପରେ,ବତିଶୀ ମା କର୍କଟି କଙ୍କଡା ଉପରେ।ତେତିଶି ମା ସର୍ପା,ଚଉତିରିଶି ମା ଯୋଶା ଚୌକୀ ଉପରେ।ପିଇଁତିରିଶି ମା ଅଘୋରା ମେଣ୍ଡା ଉପରେ,ଛତିଶୀ ମା ରୁଦ୍ରକାଳୀ କାଉ ଉପରେ।ସଇଁତିରିଶି ମା ଗଣେସାନି,ଅଠତିରିଶି ମା ବିନ୍ଧବାୟୁ ମୁଷା ଉପରେ,ଅଣଚାଳିସି ମା ବିରକୁମାରି କଙ୍କଡା ବିଛା ଉପରେ,ଚାଳିଶି ମା ଅମ୍ବିକା ବୃଷଭ ଉପରେ,ଏଲଚାଲିସି ମା ଶିବାଣୀ ନେଉଳ ଉପରେ।

ବୟାଳିଶି ମା କାମାକ୍ଷା କୁକୁଡା ଉପରେ,ତେୟାଲିସି ମା ଚନ୍ଦ୍ରକାନ୍ତି ସିଂହ ଉପରେ,ଚଉରାଳିସି ମା ସ୍ତୁତି ଚନ୍ଦନ ଵୋଡା ଉପରେ।ପଞ୍ଚଚାଳିସି ମା କାଳି ଶିଵଙ୍କ ଉପରେ,ଛୟଲୀସି ମା ନାରାୟଣୀ ଫୁଲ ଉପରେ, ସତଚାଳିଶି ମା ଉମା କଳସ ଉପରେ,ଅଠଚାଳିଶି ମା ସମୁଦ୍ରି ଶଂଙ୍ଖ ଉପରେ,ଅଣଚାଷ ମା ବ୍ରାହ୍ମଉଣି ପୁସ୍ତକ ଉପରେ, ପଚାଶ ମା ଜ୍ଵଳାମୁଖୀ ଖଟ ଉପରେ,ଏକାଵନ ମା ଆଗ୍ନେଉଦି ମେଣ୍ଡା ଉପରେ,ବାଉନ ମା ଆଦିତି ଶୁଆ ଉପରେ,ତେପନ ମା ସ୍ୱାହା ଚମେଲି ଉପରେ।ଚଉବନ ମା ଚାମୁଣ୍ଡା କସ୍ତୁରୀମୃଗ ଉପରେ,ପଞ୍ଚାବନ ମା ମାରୁଦି ହରିଣ ଉପରେ, ଛପନ ମା ଗଙ୍ଗା ମକର ଉପରେ,ସତାବନ ମା ଉମାଵତି ବତକ ଉପରେ,ଅଠାଵନ ଗାନ୍ଧାରୀ ଵତକ ଉପରେ,ଅଣଷଠି ମା କାଳ ଭୈରବୀ,ଷାଠିଏ ମା ଏକ ପାଦ ଭୈରବୀ,ଏକଷଠି ମା ସର୍ବ ମଙ୍ଗଳା।ବାଷଠି ମା ଅର୍ଜିତା ହରିଣ ଉପରେ,ତେଷଠି ହେଲେ ସୁର୍ଯ୍ୟ ପୁତ୍ରୀ,ଚଉଷଠି ରେ ବାୟୁପୁତ୍ରୀ।
ଆଉ ଏହି ଚଉଷଠି ଯୋଗିନୀ ମନ୍ଦିରରେ ଏକ ଅଖଣ୍ଡ ଦୀପ ଲାଗିଥାଏ ଯେଉଁଠି ଆପଣ ଯାହା ମନସ୍କାମନା କଲେ ତାହା ନିଶ୍ଚିତଭାବରେ ପୁର୍ଣ୍ଣ ହେବ।ଏହି ଦୀପ ସେଠାରେ ପ୍ରାୟ ୧୬ ଦିନ ପର୍ଯ୍ୟନ୍ତ ଜଳି ଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।