ଟଙ୍କା ପାଇଁ ଏମିତି କାମ କରନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ,ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଏମିତି ସବୁ କରି ସାଉଥର ସବୁଠାରୁ ମହଙ୍ଗା ହିରୋଇନ ହେଲେ କାଜଲ ଅଗ୍ରୱାଲ।

ଆଜିକାଲି ନିଜର ସୋସିଆଲ ମେଡିଆରେ ସାଉଥ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ କାଜଲ ଅଗ୍ରୱାଲ ଅଧିକରୁ ଅଧିକ ଲୋକଙ୍କ ନଜରରେ ଆସିବାକୁ ଲାଗିଛନ୍ତି।ଏହା ପୂର୍ବରୁ ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜର ଏକ ଫୋଟୋ ସୁଟକୁ ନେଇ ବହୁତ ଅଧିକ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି।କାଜଲ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ବହୁତ ଭଲ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି।ଆଉ ଏହି ଅଭିନେତ୍ରି ଏବେ ଗୋଟେ ମାଗାଜିନର ଏକ ଫଟୋ ସୁଟ ବିବାଦରେ ଫସି ସାରିଛନ୍ତି।ବର୍ଷ ୨୦୧୧ ରେ ଜଣାଶୁଣା ମାଗାଯିନ ଏଫ.ଏଚ.ଏମ ରେ ଛପିଥିବା କାଜଲ ଅଗ୍ରୱାଲଙ୍କର ଟପ ଲେସ ଫୋଟୋ ସୋସିଆଲ ମେଡିଆରେ ବହୁତ ଭାଇରାଲ ହୋଇଥିଲା।ଆଉ ତାଙ୍କର ଫ୍ୟାନ ତାଙ୍କର ଏହି ଭଳି ଫୋଟୋକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଆଉ ତାଙ୍କର ବାହାଘର ପୁର୍ବରୁ ରହି ଟପ ଲେସ ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି।ତାପରେ କାଜଲ ନିଜେ କହିଥିଲେକି ସେ ଫୋଟୋ ସୁଟ ପାଇଁ ସମ୍ପୂର୍ଣ୍ଣ ଭାବରେ ପୋଷାକ ଓଲ୍ହେଇ ନଥିଲେ ମାଗାଯିନର ଲୋକ ସେ ଫୋଟୋ ସହିତ ଏପଟ ସେପଟ କରିଛନ୍ତି।ସେ ନିଜ କଥା ରଖି କହିଛନ୍ତିକି ସେ ଏହିଭଳି ନ୍ୟୁଡ଼ ଫୋଟୋ ସୁଟ କରି ନଥିଲେ।ଆଉ ଆପଣଙ୍କୁ କହି ରଖିବୁକି କାଜଲ ଅଗ୍ରୱାଲଙ୍କର ଏହି ସେମି ନ୍ୟୁଡ଼ ଫୋଟୋ ସୁଟ ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ।କାଜଲ ଅଗ୍ରୱାଲ ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେକି ସେ ମାଗାଜିନ ପାଇଁ ଏନିତି କୌଣସି ଫୋଟୋ ଉଠେଇ ନାହାନ୍ତି।

ସେ କହିଥିଲେକି ସେ ନିଜର ସୁଟିଂ ସମୟରେ ଏକ କଳା ରଙ୍ଗର ଟ୍ୟୁବ ପିନ୍ଧିଥିଲେ ଆଉ ସେ କେବେବି ଟପ ଲେସ ସୁଟିଙ୍ଗ କରେଇ ନଥିଲେ।ଆଉ ଏହାକୁ ଶୁଣି ମାଗାଯିନ ବାଲା କହିଲେକି ଆମେ ଫୋଟୋ ସହିତ କୌଣସି ପ୍ରକାରର ଚେଞ୍ଜ ଚାଞ୍ଜ କରି ନାହୁଁ।ଆଉ କିଛି ସମୟ ପରେ ଏ ପରିସ୍ଥିତି ମଧ୍ୟ ଥଣ୍ଡା ପଡିଗଲା ଆଉ କାଜଲ ଅଗ୍ରୱାଲଙ୍କୁ ବହୁତ ଭଲ ଓ ଖରାପ ମଧ୍ୟ ଶୁଣିବାକୁ ପଡିଥିଲା।ଆଉ ଏ ନିକଟ ଅତୀତରେ କାଜଲ ଅଗ୍ରୱାଲ ନିଜର ବାହାଘରର ଘୋଷଣା କରି ସାରିଥିଲେ।ଆଉ କେଉଁ କେଉଁ ସ୍ଥାନରେ ବାହାଘର ହେବ ସେ ବିଷୟରେ ଭଲ ଭାବରେ ପ୍ରକାଶ କରିଛନ୍ତି।ସେ ପୂର୍ବରୁ ଗୋପନିୟରେ ଭାବରେ ନିର୍ବନ୍ଧ କରିଦେଇ ଥିଲେ।

ଆପଣଙ୍କୁ କହି ରଖିବୁକି କାଜଲ ଅଗ୍ରୱାଲଙ୍କର ସ୍ୱାମୀ ଗୌତମ ଏକ ଇଣ୍ଟିନିୟର ଡିଯାଇନର ଅଟନ୍ତି।ସେ ୨୦୦୪ରେ ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।ଏହାପରେ ସେ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଆଡ଼କୁ ଚାଲିଗଲେ।ତାପରେ ସେ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବହୁତ ହିଟ ଚଳଚ୍ଚିତ୍ର କରିଛନ୍ତି।ତାପରେ ପୁଣି କାଜଲ ୨୦୧୧ ରେ ଚଳଚ୍ଚିତ୍ର ସିଂଘମରେ ବଲିଉଡ଼ରେ ଅଭିନୟ କରିଥିଲେ।ତାପରେ ପୁଣି କାଜଲ ୨୦୧୩ ରେ ଚଳଚ୍ଚିତ୍ର ସ୍ପେଶାଲ ୨୬ ରେ ଅକ୍ଷୟ କୁମାରଙ୍କ ସହିତ ଅଭିନୟ କରିଥିଲେ।ଆଉ ତାଙ୍କର ବଲିଉଡର ଏକ ଚଳଚ୍ଚିତ୍ର ଥିଲା ଯାହାର ନାମ ହେଉଛି ଦୋ ଲବଯୋ କି କାହାଣୀ ଅଟେ।ତାପରେ ସେ ମୁମ୍ବାଇ ସାଗାରେ ଲିଡ଼ ରୋଲରେ ଅଭିନୟ କରିଥିଲେ।ଆଉ ଆଗକୁ କଜଳଙ୍କର ବ୍ୟାକଟୁ ବ୍ୟାକ ୫ ଟି ଚଳଚ୍ଚିତ୍ର ଆସିବାକୁ ଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.