ଏମିତି କାମ କେଵଳ ଜାପାନରେ ହୋଇଥାଏ।

ଏମିତି କିଛି ଆଶ୍ଚର୍ଯ୍ୟ ଜନକ କାମ ଯାହା କେବଳ ଜାପନରେ ହୋଇପାରେ।ଜାପାନର ଏହି ଜିନିଷ ସବୁ ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଇ ପାରନ୍ତି।ପ୍ରତ୍ୟକ ଲୋକକୁ ନିଜ ଜୀବନରେ ଥରେ ଜାପନ ନିଶ୍ଚିତଭାବରେ ଯିବା ନିହାତି ଆବଶ୍ୟକ ଅଟେ କାରଣ ଆପଣଙ୍କୁ ବିଶ୍ୱାସ ହେବନି ଯେ ଜାପନରେ ମଧ୍ୟ ଏମିତି ଜିନିଷ ମିଳିପାରେ ଯାହା ଅନ୍ୟଦେଶରେ ଅସମ୍ଭବ ଅଟେ।

୧.୧୪ ଲକ୍ଷ୍ୟ ଟଙ୍କାର ଗୋଟେ ତରଭୁଜ:-ଜାପାନର ଏହି ତରଭୁଜର ଦାମ ଗୋଟେ ଚାରି ଚକିଆ ଯାନ ଠାରୁ ଆହୁରି ଅଧିକ ଅଟେ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗେ କିନ୍ତୁ ଏବାରି କିଙ୍ଗ ଏଲନ ନାମକ ଏହି ତରଭୁଜ ଦୁନିଆର ସବୁଠାରୁ ଦାମୀ ଖାଦ୍ୟ ଜିନିଷ ଠାରୁ ଅନ୍ୟତମ।୨୦୦୮ ର ଏକ ଅକ୍ସନରେ ଏହି ତରଭୁଜ ୧୪ ଲକ୍ଷ୍ୟ ଟଙ୍କାରେ ବିକ୍ରି କରାଯାଇଥିଲା।ଏହି ତରଭୁଜର ଦାମ ଏଥିପାଇଁ ଏତେ ଅଧିକ କାରଣ ଏହା କଷ୍ଟରେ ମିଳିଥାଏ।ଆଉ ସବୁ ଜାଗାରେ ଏହାର ଚାଷ କରାଯାଇ ପାରିବ ନାହିଁ ଜାହାଫଳରେ ଏହାର ଉତ୍ପାଦନ ବହୁତ କମ ହୋଇଥାଏ।

୨.ଚକଲେଟ:-ଜାପାନର ଲୋକମାନେ ବହୁତ ପରିମାଣରେ ଚକଲେଟ ଖାଇ ଥାଆନ୍ତି,ଏଠାରେ ଆପଣଙ୍କୁ ସବୁ ପ୍ରକାରର ଚକଲେଟ ମିଳିଯିବ।କୀଟ କାଟତ ଆପଣମାନେ ସମସ୍ତେ ଖାଇ ଥିବେ ଆଉ ଜାପନରେ କିଟକାଟକୁ କୀଟୋକାଟ ବୋଲି କୁହାଯାଏ।ଏହାର କାରଣ ହେଲା ଜାପାନରେ ପରୀକ୍ଷା ପୂର୍ବରୁ ସବୁ ପିଲାଙ୍କୁ ଏହି ଚକଲେଟ ଖାଇବାକୁ ଦିଆଯାଏ।ଜାପାନର ଲୋକ ପ୍ରାୟ ପ୍ରତିଦିନ ପଚାଶ ଲକ୍ଷ୍ୟ କିଟକାଟ ଖାଇ ଯାଆନ୍ତି।ଆଉ ଏଠାରେ କିଟକାଟର ଭିନ୍ନ ଭିନ୍ନ ଫ୍ଲେଭର ମଧ୍ୟ ମିଳିଥାଏ।ଯେମିତି ଚିଲି,ପୁଦିନା,ଅରେଞ୍ଜ ଏବଂ ଆହୁରି ଏମିତି ଅନେକ ପ୍ରକାରର ଫ୍ଲେଭର।କେବଳ ଜାପନ ପାଇଁ ନେସଲେ କମ୍ପାନୀ ୩୦୦ ଟି ଭିନ୍ନ ଫ୍ଲେଭରର କିଟକାଟ ବନେଇଛି।ଆଉ ଏମିତି କେଵଳ ଜାପନରେ ହିଁ ହେଇ ପାରେ।

୩.ଟ୍ରେନ:-ଜାପାନରେ ସବୁଠାରୁ ଅଧିକ ପ୍ରକାରର ଟ୍ରେନ ଦେଖିବାକୁ ମିଳିପାରେ।କଣ କାଟୁନରେ ଦେଖିଥିବା ଟ୍ରେନ ଭଳି ଟ୍ରେନରେ ଆପଣ ବସିବାକୁ ଚାହୁଁଛନ୍ତି ତାହେଲେ ଆପଣ କେବଳ ଜାପନରେ ବସି ପାରିବେ।ଜାପନରେ ଦୁନିଆର ସବୁଠାରୁ ଅଧିକ ଭେରାଇଟର ଟ୍ରେନ ରହିଛି।ସେ ଭିଣ୍ଟେଜ ହେଉ,କାର୍ଟୁନ ହେଉ,ଡବଲ ଟେକର ହେଉ ଅଥବା ସୁପର ଫାଷ୍ଟ ବୁଲେଟ ଟ୍ରେନ ହେଉ।ସବୁ ପ୍ରକାରର ଟ୍ରେନ ଆପଣଙ୍କୁ ଏଠାରେ ଦେଖାଯାଇ ଥାଏ।ଏଠାରେ ଆପଣଙ୍କୁ ସ୍ପେସିଫିକ ମହିଳା ରେଳ ମଧ୍ୟ ମିଳିଯିବ।ମାନେ କେବଳ ଗୋଟେ ଟ୍ରେନ ଯେଉଁଥିରେ ମହିଳା ଯାତ୍ରା କରିବେ।

୪.ଭେଣ୍ଡିଙ୍ଗ ମେସିନ:-ଜାପାନର ରାସ୍ତା କଡରେ ଏକ ଭେଣ୍ଡିଙ୍ଗ ମେସିନ ଥାଏ,ଯେଉଁଥିରେ ଆପଣ ପଇସା ଦେଇ କିଛିବି କିଣି ପାରିବେ।ଆପଣ ଟିକେ ଭାବନ୍ତୁ ଯଦି ଏମିତି ଭେଣ୍ଡିଙ୍ଗ ମେସିନ ଆମ ଦେଶରେ ଲାଗିବ ତାହେଲେ କେମିତି ହେବ।ଏଠାରେ କେବଳ ବାସ ପଇସା ଦିଅ ବଟନ ଟିପ ଆଉ ଜିନିଷ କିଣ।ଜାପନରେ ଲେବରର ବହୁତ ସଟେଜ।ସେଥିପାଇଁ ଏଠାରେ ଭେଣ୍ଡିଙ୍ଗ ମେସିନର ବ୍ୟବହାର କରାଯାଏ ମାନେ ବିନା ଲୋକରେ ବିଜନେସ ଓ ପଇସା ରୋଜଗାର କରାଯାଏ।ଏଥିରେ ଆପଣ ଚିପ୍ସ,ବୀୟର,ଥଣ୍ଡା ପାନୀୟ,ଏମିତିକି ପନିପରିବା ମଧ୍ୟ କିଣି ପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.