ଭାରତର ମହିଲାମାନେ ଚୀନ ର ହାରର କାରଣ ହେବେ।
ଭାରତବର୍ଷ ହେଉଛି ଶକ୍ତିର ଦେଶ ବା ମହାଶକ୍ତିର ଦେଶ।ଆପଣମାନେ ତ୍ରେତୟା ଯୁଗରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ରୂପରେ ଅବତାରିତ ହୋଇଥିଲେ କିନ୍ତୁ ଯେତେବେଳେ ସମଗ୍ର ରାମାୟଣ ଆରମ୍ଭ ହେଲା ବା ରାମରାଵଣ ଯୁଦ୍ଧ ଆରମ୍ଭ ହେଲା ରାମଚନ୍ଦ୍ର ଲୀଳା କରିଗଲେ।ସେହି ରାବଣ ଉପରେ ଯେତେଥର ବ୍ରହ୍ମଅସ୍ତ୍ର ପ୍ରୟୋଗ କଲେ ତାର ମୁଣ୍ଡ କଟିଲା ଓ ଯୋଡି ହୋଇଗଲା ଏକଥା ଆପଣମାନେ ରାମାୟଣରେ ମଧ୍ୟ ଶୁଣିଥିବେ।ରାମଚନ୍ଦ୍ରଙ୍କୁ ଋଷି ଓ ମୁନିମାନେ ମିଶି ପ୍ରେରଣା ଦେଲେକି ମହାଶକ୍ତିର ଆରାଧନା କର ଦୁର୍ଗାଙ୍କର ଆରାଧନା କର,ଶକ୍ତିକୁ ଡାକ ଶକ୍ତିର ପୂଜା କର ନାରୀ ପୂଜା କର ଶକ୍ତିର ଆରାଧନା କର।ତାହେଲେ ଯାଇଁ ଏହି ରାବଣର ମହାଶକ୍ତି ଲୋପ ପାଇବ।

ତାପରେ କଣ ହେଲାନା ପ୍ରଭୁ ରାମଚନ୍ଦ୍ର ମା ଦୁର୍ଗାଙ୍କର ସ୍ମରଣ ଆରମ୍ଭ କରିଥିଲେ।ମହାଭାରତ ସମୟରେ ଭଗବାନ କୃଷ୍ଣ ଥିଲେ ଅଵତାରିତ ପୁରୁଷ ସେ ମଧ୍ୟ ମା ଦୁର୍ଗା ଶକ୍ତିଙ୍କୁ ଆରାଧନା କରିଥିଲେ।ଏବେ ଭାରତ ବର୍ଷରେ ଥିବା ପ୍ରତ୍ୟକ ନାରୀ ଜାତି ସଜାଗ ହୁଅ।ପ୍ରତ୍ୟକ ନାରୀ ଶକ୍ତିମାନ,ମାତୃଶକ୍ତିମାନେ ଭାରତବର୍ଷର କୋଣ ଅନୁକୋଣରେ ଥିବା ନାରୀମାନେ ଗୁରୁବାର,ରବିବାର ନିରାମିଷ ଭୋଜନ କର।ବର୍ତ୍ତମାନ ଯେଉଁ ସଙ୍କଟ ଆସିଛି,ଯେଉଁ ଯୁଦ୍ଧ ଯେଉଁ ମହାମାରୀ ଭୟ,ଆଉ ଆପଣମାନେ ଚାହିଁଲେ ନିଜର ନିଷ୍ଠାରଖିଲେ,ଗୁରୁବାର ଓ ରବିବାର ନିଜର ସଂଯମତା ଆଚରଣ କରି,ଏକାଗ୍ର ଚିତ୍ତରେ ଓଁ କାର ବ୍ରହ୍ମଙ୍କୁ ଚିନ୍ତନ କରି ଓଁ ବ୍ରହ୍ମ,ଓଁ ବ୍ରହ୍ମ ଚିନ୍ତାକରି ଓଁ ଶାନ୍ତି,ଓଁ ଶାନ୍ତି କଲେ ଭାରତ ବର୍ଷର ବିଜୟ ହେବ।

ସବୁ ଶକ୍ତି ଏକାଠି ଓ ଏକଜୁଟ ହୋଇଯିବ ଓ ମହାଶକ୍ତି ହୋଇଯିବ ଆଉ ଭାରତକୁ କେହି କ୍ଷମତାରେ ପାରିବେ ନାହିଁ।ତେଣୁ ଭାରତରତ ନିଶ୍ଚିତଭାବରେ ବିଜୟ ହେବ କିନ୍ତୁ ସବୁ ଶକ୍ତି ଜାଗ୍ରତ ହେବା ଦରକାର ତେଣୁ ହେ ସବୁଶକ୍ତିମୟୀ ଯେତେ ଦେବାଦେବୀଗଣ ଅଛ।ଆଉ ଯେତେ ଶକ୍ତି ମୟ ପୀଠ ଅଛି ସବୁ ଶକ୍ତିଙ୍କୁ ଆରାଧନା କରନ୍ତୁ।ଆଉ ଆମେ ନିବେଦନ କରୁଛୁ ଯେଉଁଠି ମାତୃଶକ୍ତିର ପୂଜା କରିବା ପାଇଁ ପୀଠ ଅଛି ସେଠାରେ ନାରୀମାନେ ଯାଇଁ ମାତୃଶକ୍ତିଙ୍କୁ ପୂଜା କରନ୍ତୁ ଆଉ ନାରୀମାନେ ଚାହିଁଲେ କୋଟି କୋଟି ମଁହିଂସାସୁରର ବଦ୍ଧ ହେବ।ଆମେରିକା,ରୁଷିଆ,ଜର୍ମାନ,ଜାପାନ ଏବଂ ଆପଣଙ୍କର ଯେତେକ ଅନ୍ୟନ୍ୟ ଦେଶ ଗୁଡିକ ଅଛି ଯେଉଁ ପୃଥିବୀରେ ଭାରତର ନିକତତ୍ତର ହେବେ।ଯେତେବେଳେ ମା ଦୁର୍ଗା ବାହାରିଥିଲେ ଲଢ଼ିବାକୁ ତାଙ୍କୁ ସବୁ ଦେବା ଦେବୀ ଶସ୍ତ୍ର ପ୍ରୟୋଗ କରିଥିଲେ।

ତାପରେ ସେମିତି ଭାରତ ମାତା ଯେମିତି ଚିନ ସହିତ ଲଢ଼ିବାକୁ ଜୀଵ ଠିକ ସେହି ଭଳି ଅନ୍ୟଦେଶ ମାନେ ଭାରତ ବର୍ଷକୁ ନିଜର ଅସ୍ତ୍ର ଦେବାକୁ ଲାଗିବେ।ତେଣୁ ଦେଶର ମହିଳା ମାନେ ସଜାଗ ହୁଅ ଯେମିତି ଆମେ ଏକ ମହାଶକ୍ତି ହୋଇପାରିବା।ଯେଉଁପ୍ରକାରର ଅନ୍ୟଦେଶମାନେ ଆମ ସହିତ ହାତ ମିଶେଇଛନ୍ତି ଅସ୍ତ୍ର ଶସ୍ତ୍ର ସୈନ୍ୟ ସାମନ୍ତ ଓ ସାହାଯ୍ୟ ଯୋଗାଇଛନ୍ତି ଏ ହେଉଛି ଶକ୍ତି ତେଣୁ ଭାରତ ମହାଶକ୍ତିର ରୂପ ନେଇଯିବ ଓ ଏଠାରେ ମା ଆଦିଶକ୍ତିହୀନ ବିରାଜିଛନ୍ତି।ପୃଥିବୀ ତାଙ୍କର ପାଦ,ଶୂନ୍ୟ ଆକାଶ ତାଙ୍କର ମସ୍ତକ,ସର୍ଵମୟ ସେ ଦେବୀ ଆଦି ଶକ୍ତି ଅଟନ୍ତି।ଭାରତର ଶକ୍ତି ପାଖରେ ସବୁ ନତ ମସ୍ତକ ହେବେ ଓ ଭାରତର ବିଶ୍ୱ ବିଜୟୀ ହେବ।ଯେଉଁମାନେ ଦାନବ ପ୍ରକୃତିରେ ଭାରତର ସହିତ ଦ୍ଵନ୍ଦ କରୁଛନ୍ତି ଓ ଈର୍ଷା କରିବାରେ ଲାଗିଛନ୍ତି ସେ କେହି କିଛି କରିପାରିବେ ନାହିଁ।ମା ଅନ୍ତିମ ସମୟରେ ନିଜ ହାତଟେକି ଦେବେ ଓ କେଡେ କେଡେ ଅସୁରଙ୍କର ବିନାଶ ମଧ୍ୟ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।