୯୦% ଲୋକ ଜାଣି ନଥାନ୍ତି ଏପରି କାହିଁକି ହୋଇଥାଏ,ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ


୯୦% ଲୋକ ଜାଣି ନଥାନ୍ତି ଏପରି କାହିଁକି ହୋଇଥାଏ।

ଆଜି ଆମେ ମନୁଷ୍ୟ ଶରିରର ଏମିତି ପାଞ୍ଚଟି ଘଟଣା ବିଷୟରେ ଜାଣିବା ଯାହା ପ୍ରତ୍ୟକ ଲୋକ ଶରୀରରେ ହୋଇଥାଏ କିନ୍ତୁ ଏହାର କାରଣ କାହାକୁ ମଧ୍ୟ ଜଣା ନଥାଏ।ଯେମିତିକି ଛିଙ୍କିବା ଥଣ୍ଡାରୁ ଥରିବା ଓ ଲୋମ ଟାଙ୍କୁରି ଉଠିବା।ତାହେଲେ ବେସି ଡେରି ନକରି ଏହାର କାରଣ ବିଷୟରେ ଜାଣିବା ଯାହା ଅନ୍ୟ କାହାକୁ ମଧ୍ୟ ଜଣାନଥାଏ।


୧.ଲୋମ ଟାଙ୍କୁରି ଉଠିବା ବା ଗୁସବମ ହେବା:-ଆପଣ ଜାଣିଥିବେଯେ ଆମ ଲୋମ ସେତେବେଳେ ଟାଙ୍କୁରି ଉଠେ ଯେତେବେଳେ ଆମେ ଥଣ୍ଡା ଅନୁଭବ କରୁ ଅଥବା ଆମେ ଚମକି ଉଠୁ।ଶରୀରରେ ଛୋଟ ଛୋଟ ମାଂସପେଶୀ ରହିଥାଏ ଯାହା ଆମ ଲୋମ ସହିତ ଉତ୍ତେଜିତ ହୋଇ ଉଠିଥାଏ।ଆଉ ଏହା ସେତେବେଳେ ମଧ୍ୟ ହୋଇଥାଏ ଯେତେବେଳେ ଆମେ କୌଣସି ପ୍ରକାରର କ୍ଷତର ନାକ କାମ କରିବାକୁ ଯାଇ ଥାନ୍ତି ଅଥବା ବହୁତ ଅଧିକ ଉତ୍ସାହିତ ହୋଇ ଯାଆନ୍ତି।ଆଉ ଏହା ଦ୍ୱାରା ଆମ ଶରୀର ଉପରେ କୌଣସି ପ୍ରକାରର ଖରାପ ପ୍ରଭାଵ ପଡି ନଥାଏ।

୨.ଫିଙ୍ଗର ରିଙ୍କିଲ:-କଣ ଆପଣ କେବେ ଭାବିଛନ୍ତି ଯେ ଆମ ପାପୁଲିରେ ଏହି ଭଳି କଣ ପାଇଁ ହୋଇଥାଏ ? ଆଉ ଏହା ଆମ ଶରୀରର ଲ।ଲ। ଅନୁସାରେ ଯଦି ଆପଣଙ୍କ ନର୍ଭସ ସିଷ୍ଟମ ଠିକ ନାହିଁ ତାହେଲେ ଆପଣଙ୍କ ପାପୁଲିରେ ଏମିତି ଚିନ୍ହ ହେବ ନାହିଁ କିନ୍ତୁ ଯଦି ଆପଣଙ୍କ ପାପୁଲିରେ ଏମିତି ଦାଗ ପଡି ଯାଉଛି ତାହେଲେ ଜାଣନ୍ତୁ ଆପଣଙ୍କ ନର୍ଭସ ସିଷ୍ଟମ ଠିକ ଅଛି।ଆଉ ପାଣି ଯୋଗୁ ଏଭଳି ଦାଗ ପଡିବ ଏକ ସାଧାରଣ କଥା ଅଟେ।

୩.ସିଭରିଙ୍ଗ:-କଣ ଆପଣ ମାନେ ଜାଣିଛନ୍ତି ଯେ ମନୁଷ୍ୟକୁ ଯେତେବେଳେ ଥଣ୍ଡା ଲାଗେ ସେ କଣ ପାଇଁ ଥରି ଥାଏ ? ଏହାର କାରଣ ହେଲା ଯେତେବେଳେ ଆପଣଙ୍କ ଶରୀରର ତାପମାତ୍ରା ସମାନ୍ୟରୁ କମ ହୋଇଯାଏ ତାହେଲେ ଆପଣଙ୍କ ଶରୀରର ସିଭରିଙ୍ଗ ମେକାନିଯିମ ଅନ ହେଇଯାଏ ଏହି ମେକାନିଯିମ ଅଭାବରୁ ଆମ ଶରୀର ତାର ସୁରକ୍ଷା ପାଇଁ ହିଟ ତିଆରି କରିଥାଏ ଯାହାଫଳରେ ଆମେ ଥରିବାକୁ ଲଆଗୁ।

୪.ଛିଙ୍କିବା:-ଆପଣ ମାନଙ୍କ ଭିତରୁ ଏକଥା କେହି ଜାଣି ନଥିବେ ଯେ ଆମେ କଣ ପାଇଁ ଛିଙ୍କି ଥାଉ ଆଉ ଆମ ଶରୀର ଏମିତି କଣ ପାଇଁ କରିଥାଏ।ଆମର ଛିଙ୍କିବାର ବେଗ ବହୁତ ଅଧିକ ହୋଇଥାଏ।ଏହା ପ୍ରାୟ ୬୦-୧୦୦ ମିଟର ସ୍ପୀଡ଼ରେ ହୋଇଥାଏ।ଏହା ସେତେବେଳେ ହୋଇଥାଏ ଯେତେବେଳେ ଆମ ଶରୀରରୁ କୌଣସି କାରଣରୁ ଅସୁବିଧା ଭୋଗିବାକୁ ପଡିଥାଏ।ଯେମିତି ଧୂଆଁ,ଧୂଳି ଅଥବା ନାକରୁ ବାହାରୁ ଥିବା ପାଣି ପାଇଁ।ଏହି ସବୁ ଜିନିଷକୁ ଆମ ଶରୀରରୁ ବାହାର କରିବା ପାଇଁ ଆମେ ଛିଙ୍କି ଥାଉ।

୫.ହାଇ ମାରିବା:-କୁହାଯାଏ ଗୋଟେ ମଣିଷ ପ୍ରାୟ ଦିନକୁ ୫-୧୦ ଥର ହାଇ ମାରିଥାଏ।ହାଇ ମାରିବା ଏକ ସାଧାରଣ ପ୍ରକ୍ରିୟା ଅଟେ,ଆଉ ପିଲା ମା ପେଟରୁ ହାଇ ମାରିବା ଆରମ୍ଭ କରି ଦେଇ ଥାଏ।ଯେତେବେଳେ ଆମେ ଅଧିକ ଆଳସ୍ୟ ଅନୁଭବ କରୁ ହାଇ ଆମର ଶରୀରକୁ ଫୁର୍ତ୍ତି ରଖିବାରେ ସହାୟତା କରିଥାଏ।ବୈଜ୍ଞାନିକ ରିସର୍ଚ୍ଚରୁ ଜଣାପଡିଛିଯେ ଯେତେବେଳେ ଆମ ଶରୀରରୁ ଅମ୍ଳଜାନ ପରିମାଣ କମିଯାଏ ଆମେ ଅମ୍ଳଜାନ ନେବାପାଇଁ ହାଇ ମାରି ଥାଉ।ଯେତେବେଳେ ଆମେ ଗୋଟେ ରୁମରେ ଅଧିକ ସମୟ ବସି ରହୁ ବା ଆମକୁ କାମ କରିବାକୁ ଇଛା ନଥାଏ ଆମେ ସେତେବେଳ ସମୟରେ ହାଇ ମାରି ଥାଉ।ଏହି ସମୟରେ ଶରୀରରେ ଅମ୍ଳଜାନର ପରିମାଣକୁ ବଢ଼େଇବା ପାଇଁ ଆମେ ହାଇ ମରିଥାଉ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.