ଏହି ଯୁବତୀ କାହିଁକି ବିବାହ କଲେ ୭୦ ବର୍ଷର ବୟସ୍କ ବୃଦ୍ଧଙ୍କୁ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆଜି ଯେଉଁ ବିଷୟ ବସ୍ତୁ ଉପରେ ଆମେ ଆପଣ ମାନଙ୍କୁ ଖିବାକୁ ଯାଉଛି ତାବିଷୟରେ ଆପଣ ମାନେ ଜାଣିଲେ ନିହାତି ଭବାରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବିଷୟ ବସ୍ତୁଟି ହେଲା ଜଣେ ଯୁବତୀ ୭୦ ବର୍ଷର ବୟସ୍କ ମହିଳାଙ୍କୁ କାହିଁକି କଲେ ବିବାହ।ସେମିତି ଦେଖିବାକୁ ଗଲେ ବାସ୍ତବରେ ବିବାହ ଯୋଡି ଉପରୁ ନିର୍ଣ୍ଣୟ ହୋଇ ରହିଥାଏ।ଆପଣ ମାନେ ଜାଣିଥିବେ ବିବାହ ଏପରି ଏକ ବନ୍ଧନ ଯାହା ଉଭୟ ପୁରୁଷ ଓ ମହିଳାର ଜୀଵ ସାରା ତାର ସାଥିରେ ରହିଥିବ।ଆପଣ ମାନେ ନିଜ ଜୀବନରେ ଅନେକ ପ୍ରକାରର ବିବାହ ଦେଖି ଥିବେ।ଆଉ ପ୍ରାୟ କେତେକ ବିବାହ ସମୟରେ ବର କନ୍ୟା ଠାରୁ ବଡ଼ ହୋଇଥାଏ।ଆଉ ଏହା ପୁଣି ସାମାଜିକ ସ୍ୱୀକୃତି ଅନୁସାରେ ଘଟି ଥାଏ।

ଆଜିକାଲିର ଯୁବତୀମାନେ ତାଙ୍କ ବୟସର ଅଧିକ ସୁନ୍ଦର ଓ ଆକର୍ଷକ ପୁଅ ମାନଙ୍କୁ ବିବାହ କରିବାକୁ ପସନ୍ଦ କରିଥାଆନ୍ତି ଆଉ ତାଙ୍କ ସହିତ ନିଜର ଅନ୍ୟ ଜୀବନକୁ ଅତିବାହିତ କରିବାକୁ ଚେଷ୍ଟା କରିଥାନ୍ତି।ଆଜି ଆମେ ଏଠାରେ ଆପଣ ମାନଙ୍କୁ ଏମିତି ଏକ ବିବାହ ଯୋଡି ବିଷୟରେ କହିବାକୁ ଯାଉଛୁ।

ଯାହାକୁ ଜାଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କି ଦୁନିଆରେ ଏମିତି ଯୋଡି ରହିଛନ୍ତି ବୋଲି।ବର୍ତ୍ତମାନ ସୋସିଆଲ ମେଡିଆ ଜରିଆରେ ଏମିତି ଏକ ବିବାହ ଯୋଡି ବିଷୟରେ ପ୍ରଚାର ଓ ପ୍ରସାର ହେଉଛି ଯାହାକି ଦୁନିଆକୁ ଅଜବ ଲାଗିବ।ଏହାର କାରଣ ହେଲା ଜଣେ ଯୁବତୀ ୭୦ ବର୍ଷର ଜଣେ ପୁରୁଷଙ୍କୁ ବିବାହ କରିଥିଲେ।

ଆଉ ଏହି କଥା ଲୋକମାଙ୍କ ଭିତରେ ବହୁତ ଭାଇରାଲ ହେବାରେ ଲାଗିଛି।ଏହି ବିବାହର ପ୍ରତିଛବି ଦେଖି ସୋସିଆଲ ମେଡିଆରେ ନିଜର ଭିନ୍ନ ଭିନ୍ନ ମନ୍ତବ୍ୟ ପ୍ରକାଶ କରିଛନ୍ତି ସୋସିଲା ମେଡିଆର ୟୁଜର୍ସ ମାନେ।ବର୍ତ୍ତମାନ ଆପଣ ମାନଙ୍କର ନିଶ୍ଚିତଭାବରେ ଜାଣିବାକୁ ଆଗ୍ରହ ବଢିଜୀବନୀ ଏ ବ୍ୟକ୍ତିଜଣଙ୍କ କିଏ ବୋଲି।ଆଉ ଯେଉଁ ପୁରୁଷ ଜଣଙ୍କ ନିଜ ଠାରୁ ୪୦-୪୫ ବର୍ଷର କମ ବୟସର ମହିଲାଙ୍କୁ ବିବାହ କରି ଚାଞ୍ଚଲ୍ୟ ଖେଳେଇ ଦେଇଛନ୍ତି।

ସେହି ବ୍ୟକ୍ତି ଜଣଙ୍କ ହେଲେ ଆପୋଲୋ ହସ୍ପିଟାଲର ଜଣେ ନିର୍ଦ୍ଧେଶକ ଅଟନ୍ତି।ରାଜେଶ କୁମାର ହିମାଟ ସଂଘା ଙ୍କର ବ୍ୟତୀତ ଅନ୍ୟକେହି ନୁହଁନ୍ତି କିନ୍ତୁ ଆମେ ମାନେ ଆପଣଙ୍କୁ କହି ରଖୁଛୁ ସତ୍ୟ କିଛି ଅଲଗା ଅଟେ।ଯେତେବେଳେ ଏହି କଥା ଉପରେ ଆଲୋଚନା କରାଯାଇଥିଲା।

ଜଣା ପଡିଥିଲାକି ଏ ବୃଦ୍ଧ ଜଣଙ୍କ ଆସାମର ବଡ଼ ବ୍ୟବସାୟୀ ଅଟନ୍ତି।ତାପରେ ଜଣା ପଡ଼ିଲାକି ସେ ଆପୋଲୋ ହସ୍ପିଟାଲର ଜଣେ ନିର୍ଦ୍ଧେଶ ନୁହଁନ୍ତି।ତାଙ୍କୁ ଯେତେବେଳେ ତାଙ୍କ ବିବାହ ବିଷୟରେ କୁହାଯାଇଥିଲା ସୋସିଆଲ ମେଡିଆରେ ତାଙ୍କ ବିବାହକୁ ବିରୋଧ କରିବା ସତ୍ୱେ ଏହା ତାଙ୍କ ଜୀବନର ଜଣେ ଭକ୍ତିଗତ ନିସ୍ପତି ଅଟେ ଵୋଲି କୁହାଯାଏ।

ପତ୍ନୀର ମୃତ୍ୟପରେ ସେ ନିଜ ବୟସ ଠାରୁ ଅଧା ବୟସର ଝିଅଙ୍କୁ ବିବାହ କରି ରହିବେ ବୋଲି ନିସ୍ପତି ନେଇଥିଲେ।ଦେଖିବାକୁ ଗଲେ ସମାଜର ଅନେକ ଲୋକ ତାଙ୍କ ବିବାହକୁ ବିରୋଧ କରିଥିଲେ ମଧ୍ୟ ସେ ବିବାହ କରିଥିଲେ।ଆଉ ବିନା ସମାଜ ଭୟରେ ସେ ନିଜ ବିବାହ କରି ସାରି ନିଜ ସ୍ତ୍ରୀ ଙ୍କସହିତ ଖୁସିରେ ଅଛନ୍ତି।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published.