ନିଜ ଜନ୍ମ ବର୍ଷରୁ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ।

ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ।ଆପଣଙ୍କ ଜନ୍ମ ମାସ ନା କେବଳ ଆପଣଙ୍କ ବର୍ତ୍ତମାନ କହିଥାଏ ତାସହିତ ଅପଣଙ୍କ ଭବିଷ୍ୟତ ମଧ୍ୟ କହିଥାଏ।ଯଦି ଆପଣଙ୍କ ଜନ୍ମ ୧୯୮୦ ରୁ ୨୦୦୦ ଭିତରେ ହୋଇଛି ତାହେଲେ ଏଠାରେ ଆପଣ ନିଜ ବିଷୟରେ ବହୁତ କିଛି କଥା ଜାଣିପାରିବେ।ତାହେଲେ ଚାଲନ୍ତୁ ଆରମ୍ଭ କରିବା।

୧.୧୯୮୦:-ଏହି ବର୍ଷରେ ଜନ୍ମିତ ହୋଇଥିବା ଲୋକ ନିଜ ସ୍ୱଭାବରେ ଚୁମ୍ବକୀୟ ସ୍ୱଭାବର ହୋଇଥାନ୍ତି।ଏମାନଙ୍କ ସାଙ୍ଗ ଅଧିକ ଥାନ୍ତି।ଆଉ ଏମାନଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କୁ ପସନ୍ଦ ଆସିଥାଏ।ଏମାନଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପସନ୍ଦ ଆସିଥାଏ।ଆପଣଙ୍କୁ ନିଜ ଭିତରେ ଥିବା ଗର୍ବକୁ ନିଜ ନିୟନ୍ତ୍ରଣରେ ରଖିବା ଉଚିତ।୨.୧୯୮୧:-ଏହି ବର୍ଷରେ ଜନ୍ମ ହୋଇଥିବା ଲୋକ ବହୁତ ମହତ୍ୱକାଂକ୍ଷୀ ଓ ଚତୁର ହୋଇଥାନ୍ତି।ଏମାନେ ନିଜର ପରିଶ୍ରମ ଦ୍ୱାରା ଜୀବନରେ କିଛିବି ହାସଲ କରନ୍ତି।ଆପଣ ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତି ଅନ୍ୟ ଉପରେ ଶିଘ୍ର ବିଶ୍ୱାସ କରି ପାରନ୍ତି ନାହିଁ।

୩.୧୯୮୨:-ଏହି ବର୍ଷ ଜନ୍ମ ହୋଇଥିବା ଲୋକ ବିଶ୍ୱାସନୀୟ ଓ ସ୍ନେହୀ ବୋଲି ଧରାଯାଇଥାଏ।ଏମାନଙ୍କ ସ୍ଵଭାଵ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ।୪.୧୯୮୩:-ଏମାନେ ସ୍ୱଭାବରେ ବହୁତ ଦୟାଳୁ ଓ ଭଲ ହୋଇଥାନ୍ତି।ଆପଣ ସହଜରେ ସମସ୍ତଙ୍କ ସହିତ ମିଶି ଯାଆନ୍ତି ଆଉ ସେଥିପାଇଁ ସମସ୍ତଙ୍କ ଉପରେ ସହଜରେ ବିଶ୍ୱାସ କରିଦିଅନ୍ତି।ଆଉ ଏହି କାରଣରୁ ଆପଣ ଧୋକା ଖାଆନ୍ତି।୫.୧୯୮୪:-ଏମାନେ ନିଜ ସ୍ୱଭାବରୁ ଯୁକ୍ତାତ୍ମକ ହୋଇଥାନ୍ତି।ଏମାନେ ନିଜର ହସମୁଖ ସ୍ଵଭାଵ ପାଇଁ ନିଜ ସାଙ୍ଗ ସାଥି ପାଖରେ ପ୍ରିୟ ରହିଥାନ୍ତି।

୬.୧୯୮୫:-ଏହି ଲୋକମାନେ ସବୁବେଳେ ନିଜର ମନ କଥା ଶୁଣି ଥାଆନ୍ତି।ଆଉ ଏହାର ଆଧାରରେ ହିଁ କାମ କରିଥାଆନ୍ତି ଆପଣ ଅନ୍ୟ କାହାର ଉପଦେଶ ମାନନ୍ତି ନାହିଁ।୭.୧୯୮୬:-ଏମାନେ ସ୍ୱତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି।ଆଉ ଆପଣ ଯାହା ମଧ୍ୟ କରୁଛନ୍ତି ତାଉପରେ ଥରେ ବିଚାର କରିବା ନିହାତି ଆବଶ୍ୟକ ଅଟେ।୮.୧୯୮୭:-ଏମାନେ ଯାହାକୁ ପ୍ରେମ କରିଥାଆନ୍ତି ତାଙ୍କୁ ପ୍ରେମ ବିନା କିଛି ଦେଖା ଯାଇ ନଥାଏ।ଆପଣ ଯାହାକୁ ପସନ୍ଦ କରୁଥିବେ ତାବିନା ଗୋଟେ ମୁହୂର୍ତ୍ତ ମଧ୍ୟ ଦୂରରେ ରହି ପାରନ୍ତି ନାହିଁ।୯.୧୯୮୮:-ଏହି ଲୋକମାନେ ସବୁବେଳେ ମଜା ମସ୍ତି କରିଥାନ୍ତି।ଆଉ ଏମାନେ ସବୁବେଳେ ଯୁକ୍ତଆତ୍ମକ କଥା ଭାବିବା ନିହାତି ଆବଶ୍ୟକ ଅଟେ।୧୦.୧୯୮୯:-ଏମାନେ ବହୁତ ମହତ୍ୱ କାଂକ୍ଷୀ ଓ ଧ୍ୟାନ ରଖିବା ଵାଲା ହୋଇଥାନ୍ତି।ଏମାନେ ନିଜ ପରିଶ୍ରମ ବଳରେ ଯାହା ଇଚ୍ଛା କରନ୍ତି ତାହା ହାସଲ କରନ୍ତି।

୧୧.୧୯୯୦:-ଏମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଦରକାର।ଏମିତି କରିବା ଦ୍ୱାରା ଆପଣ ନିଜ ଜୀବନରେ ସଫଳତା ଆଡ଼କୁ ବଢି ଚାଲିବେ।୧୨.୧୯୯୧:-ଏମାନେ ବହୁତ ରଚନାତ୍ମକ ହୋଇଥାନ୍ତି।ଏମାନେ ଏତେ ସହଜରେ କାହା ଉପରେ ବିଶ୍ୱାସ କରି ନଥାନ୍ତି।୧୩.୧୯୯୨:-ଏହି ଲୋକମାନଙ୍କ ଭିତରେ ଏମିତି ଦକ୍ଷତା ଥାଏ ଯାହା ସେମାନଙ୍କ ସଫଳତାର କାରଣ ହୋଇଥାଏ।ଆପଣ ସମସ୍ତଙ୍କ ଉପରେ ବିଶ୍ୱାସ କରିଥାନ୍ତି।୧୪.୧୯୯୩:-ଏମାନଙ୍କ ମସ୍ତିଷ୍କ ବହୁତ ପ୍ରଖର ହୋଇଥାଏ।ଏମାନେ ନିଜର ଭୁଲକୁ ଶିଘ୍ର ମାନି ଯାଆନ୍ତି।୧୫.୧୯୯୪:-ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ଭଲ ହୋଇଥାନ୍ତି।ଆପଣ ସମସ୍ତଙ୍କୁ ପସନ୍ଦ ଆସିଥାନ୍ତି ଓ ଆପଣଙ୍କୁ ସମସ୍ତେ ନିଜ ପାଖରେ ରଖିବାକୁ ଚାହିଁଥାନ୍ତି।୧୬.୧୯୯୫:-ଏମାନେ ନିଜ ଜୀବନରେ ଯୁକ୍ତାତ୍ମକ ଭାବନା ରଖିଥାନ୍ତି।ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।

୧୭.୧୯୯୬:-ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ଭିତରେ ପ୍ରେମ ଭରି ହୋଇଥାଏ।ଆପଣ ସବୁ ଜିନିଷକୁ ପାଇବାର ଲାଳସା ରଖିଥାନ୍ତି।୧୮.୧୯୯୭:-ଏହି ଲୋକମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଥାନ୍ତି।ଆଉ ଆପଣ ଭାବିଚିନ୍ତି ନିର୍ଣ୍ଣୟ ନିଅନ୍ତି।୧୯.୧୯୯୮:-ଏମାନେ ବହୁତ ରଚନାତ୍ମକ ଓ ବୁଦ୍ଧିମାନ ଅଟନ୍ତି।ଆପଙ୍କର ଏହି ଖୁବି ଆପଣଙ୍କୁ ଆଗକୁ ବଢ଼େଇ ଥାଏ।୨୦.୧୯୯୯:-ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି।ଆଉ ଏହି କାରଣରୁ ଲୋକ ମାନେ ମଧ୍ୟ ପସନ୍ଦ କରନ୍ତି।୨୧.୨୦୦୦:-ଏମାନେ ମିଛ କହୁଥିବା ଲୋକଙ୍କୁ ଘୃଣା କରିଥାନ୍ତି।ଏମାନେ ବହୁତ ଆତ୍ମବିଶ୍ୱାସୀ ହୋଇଥାନ୍ତି।ଆପଣ ପରିଶ୍ରମ କରି ଏହାର ଆଧାରରେ ଆଗକୁ ବଢ଼ନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.