ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଗୋଟେ ଝିଅ ସୁନଶାନ୍ ରାସ୍ତାରେ ଏକେଲା ଠିଆ ହୋଇଥିଲା , ଅଚାନକ ଏକ ବାଇକ୍ ବାଲା ଆସିଲା ଝିଅ- ମୋତେ ଲିଫ୍ଟଦେବ ? ପୁଅ- ହଁ କଣପାଇଁ ନୁହେଁ ? ଝିଅ- ମୋତେ ଲିଫ୍ଟ ଦେବ ତେବେ ମୁଁ ତୁମକୁ ମୋର ନମ୍ବରଦେବି, ପୁଅ- ନମ୍ବର ଦେବା ଦରକାର ନାହିଁ ୧୦୦ ଟଙ୍କାର ପେଟ୍ରୋଲ୍ ଭରିଦେବ, ଝିଅ- ହଟ୍ ଚାଲ୍ ଏଠୁ ।
୨) ଥରେ ୬ ଜଣ ସର୍ଦାର୍ ଗୋଟେ ମୋଟ ସାଇକେଲ୍ ରେ ଯାଉଥିଲେ, ଟ୍ରାଫିକ୍ ପୋଲିସ୍ ବାଲା ଦେଖିଲା, ସେ ବାଇକ୍ ରୋକିବାକୁ ଇସାରା କହିଲେ , ସନ୍ତା- ରାଗରେ ଚିଲ୍ଲାଇଲା, ଏବେ ହଟ୍ ସାମ୍ନାରୁ ଏବେ ତୁ କେଉଁଠୁ ବସିବୁ ?
୩) ଏକ ମହିଳା କଷ୍ଟମର୍ କେୟାର୍ ରେ ଫୋନ୍ କରି ରାଗିକି କହ୍ଲା, ଗତ ତିନି ଘଣ୍ଟାରୁ ଆପଣଙ୍କ କମ୍ପାନୀ ଇଣ୍ଟରନେଟ୍ ଚାଲୁନି କୁହନ୍ତୁ କଣ କରିବି ? କଷ୍ଟମର୍ କେୟର୍- ଭଉଣୀ ତେବେ ପର୍ଯ୍ୟନ୍ତ କିଛି ଘର କାମ କରିନିଅ
୪) ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଗୋଟେ ଚିଠି ଲେଖିଲା , ବେଗମ୍ ଏହି ମାସର ସ୍ୟାଲେରି ମିଳିନି, ପଇସା ବଦଳରେ ୧୦୦ ଟା କିସ୍ ପଠାଉଛି, ଆଇ ଲଭ୍ ୟୁ, କିଛି ଦିନପରେ ସ୍ତ୍ରୀର ଏକ ଚିଠିଆସିଲା, ସ୍ତ୍ରୀ ଲେଖିଥିଲା କି – ତୁମର ଚିଠି ପାଇଲି, ସ୍ୟାଲେରି ବଦଳରେ ୧୦୦ ଟା କିସ୍ ମିଳିଲା, ୧୬ ଟି କିସ୍ ପରିବାବାଲାକୁ ଦେଲି, ୨୯ ଟି କିସ୍ ସ୍କୁଲର ପ୍ରିନ୍ସିପାଲକୁ ଦେଲି, କ୍ଷୀର ବାଲାକୁ ୭ ଟି କିସ୍ ରେ ସେ ରାଜି ହେଲାନି, ତେବେ ମୁଁ ୧୨ ଟା କିସ୍ ଦେଇଦେଲି, ଘର୍ ମାଲିକ କିସ୍ ପାଈଁ ରାଜି ହେଲାନି ତ ତାକୁ କିସ୍ ସହ ଏକ ଝପି ଦେବାକୁ ପଡିଲା ।

୫) ସ୍ତ୍ରୀ ନିଜ ସ୍ୱାମୀକୁ କହିଲା- ରାତିକୁ ତୁମେ ସ୍ୱପ୍ନରେ ମୋତେ ଗାଳି ଦେଉଥିଲ, ଓ ମୋର ମା ବାପାଙ୍କୁ ରାଗୁଥିଲ କଣ ପାଇଁ ? ସ୍ୱାମୀ କହିଲା- ମିଛ କହୁଛ ତୁମେ, ସେହି ସମୟରେ ମୁଁ ଶୋଇନଥିଲି ।
୬) ଲଣ୍ତନ ୟୁନିଭରସିଟିରେ କ୍ଲାସ୍ ଚାଲୁଥିଲା, ପ୍ରୋଫେସର୍ ପଚାରିଲେ- ଆଚ୍ଛା କୁହ, ଦୁନିଆଁରେ ସବୁଠାରୁ ନିଚ୍ଚ, ହାରାମୀ, ବେଲଜିଆ ଦେଶ୍ କେଉଁଟା, ଏକ ପାକିସ୍ଥାନୀ ଧୀରେ ଠିଆ ହେଲା ଓ କହିଲା-ଶଳା ଗୁଳି କରିଦେବି, ଯଦି କିଏ ପାକିସ୍ଥାନର ନାଁ ନେଲା ତ ।
୭) ଆଜି ପୁଣୀ ପୋକରା ବାଇଗଣ ଆଣିଲ, କେତେ ଥର କହିଛି, ପରିବା ଉପରେ ଧ୍ୟାନ ଦିଅ, ପରିବା ବାଲି ଉପରେ ନୁହେଁ ।
୮) ନେହା- ମୁଁ ଯେବେ ବି ଗୀତ ଗାଏ , ତୁମେ ବାଲକନିରୁ କଣପାଈଁ ଚାଲିଯାଉଛ, ସ୍ୱାମୀ- ଏଥିପାଇଁ କି ଯଦି ପଡୋଶୀ ଙ୍କୁ ନ ଲାଗିବ ନାହିଁ କି ମୁଁ ତୁମକୁ ମାରୁଛି ।
୯) ମ୍ୟାଡାମ୍ – ଏହି ବହି କାହାର ଅଟେ, ଚିଣ୍ଟୁ- ମ୍ୟାଡାମ୍ ଏହି ବହି କାଗଜର୍ ଅଟେ, ମ୍ୟାଡାମ୍- ଆରେ ମୋତେ ବି ଜଣାଅଛି ଏହି ବହି କାଗଜର ଅଟେ, ଚିଣ୍ଟୁ- ଜଣାଥିଲା ତ ପଚାରୁଥିଲ କଣ ପାଇଁ ?
୧୦) ଭାରତୀୟ ଲୋକଙ୍କର ଉପହାର ପାଇଁ ଥ୍ୟାଙ୍କସ୍ କହନ୍ତି ନାହିଁ , ସେ କହନ୍ତି କି,,, ଏହାର କଣ ଦରକାର ଥିଲା !
୧୧) ମୁଁ ମୋର ସୋନା ବାବୁକୁ ୫ ଫୁଟର ଏକ ଟେଡିଦେଲି, ଓ ତାର ମା ଟେଡିର ସୁତା ବାହାର କରି ୫ ଟି ତକିଆ କରିଦେଲା ।
୧୨) ଆପଣ କେବେ ଭାବିଛନ୍ତି ଏକ ଫ୍ରେଣ୍ତ ଓ ଏକ ଗାର୍ଲଫ୍ରେଣ୍ତ ମଧ୍ୟରେ କଣ ଫରକ ହୋଇଥାଏ , ଫ୍ରେଣ୍ତ ସିଏ ହୋଇଥାଏ ଯାହା ଠାରୁ ଆମେ ଉଧାର ନେଇଥାଉ, ଓ ଗାର୍ଲଫ୍ରେଣ୍ତ ସିଏ ହୋଇଥାଏ ଯାହାପାଇଁ ଆମେ ଉଧାରି ନେଇଥାଉ ।

୧୩) ସ୍ୱାମୀ- ସଂସାରର ସବୁ ମହିଳା ରାକ୍ଷାସୀ ହୋଇଥାନ୍ତି , ସ୍ତ୍ରୀ ରାଗିକି- ତୁମ କହିବାର ମାନେ ମୁଁ ରାକ୍ଷସୀ ଅଟେ । ଆରେ ନାହିଁ ତୁମେ ତ ରାଣୀ ଅଟେ, ସ୍ତ୍ରୀ –କୁଣ୍ତାଇକି କହିଲା- ସତରେ ମୁଁ ରାଣୀ ଅଟେ, ସ୍ୱାମୀ-ହଁ ସେମାନଙ୍କର ରାଣି ତୁମେ ।
୧୪) ଚିଣ୍ଟୁ – ଇରେ ମୁଁ ଶୁଣିଛି ଯେବେ ଯେବେ ପାପର ଭାର ବଢ଼ିଯାଏ ,ବିଷ୍ଣୁ ଅବତାର ନିଅନ୍ତି, କଳିଯୁଗରେ ଏତେ ଚୋରି,ଡକାୟତି ହଉଚି ଭଗବାନ କଣ ଆସିବେନି?
ପିଣ୍ଟୁ – ନାଇଁ ଏଥର ଟୋଟାଲ ଆସିବେନି
ଚିଣ୍ଟୁ – କାହିଁକି?
ପିଣ୍ଟୁ – ଆରେ ବିଷ୍ଣୁ ସବୁବେଳେ ଅସ୍ତ୍ର ଶସ୍ତ୍ର ଧରି ଆସନ୍ତି କିନ୍ତୁ କଳିଯୁଗରେ ତାଙ୍କ ଅସ୍ତ୍ର ନାହିଁ, ଶଙ୍ଖ ନେଇଗଲା ବିଜେଡ଼ି, ପଦ୍ମ ନେଇଗଲା ବିଜେପି,ହାତ ନେଇଗଲା କଂଗ୍ରେସ,ଧନୁ ନେଇ ଗଲା ଶିବସେନା,ଚକ୍ର ନେଇଗଲା ଜନତା ଦଳ ଆଉ ରହିଲା କଣ ଟା ଧରିକି ଆସିବେ।
୧୫) ସ୍ତ୍ରୀ – ଆମ ପୁଅ ଗଣିତରେ ୧୦୦ ରୁ ୧୦୦ ରଖିଛି। ମୋ ସାଙ୍ଗ କହୁଥିଲା ଯେ ତାର ଆମ ଭଳି ବୁଦ୍ଧିମାନ ପିଲା ଦରକାର
ସ୍ୱାମୀ – ତ କଣ ହେଲା ସେଇଠୁ ରାତିରେ ଆମ ଘରକୁ ପଠେଇ ଦିଅ ତାକୁ
ସ୍ତ୍ରୀ – କିନ୍ତୁ ମୁଁ ତାକୁ ମିଶ୍ର ବାବୁ ଙ୍କ ଘରକୁ ପଠେଇ ଦେଇଛି। ମୁଁ ବି ସେଠିକି ଯାଇଥିଲି ନା.. (ସ୍ୱାମୀ ବେହୋସ)

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।