ଲଏସି ପାର କରି ସାତଟି ଅଞ୍ଚଳକୁ କବ୍ଜା କଲେ ଭାରତୀୟ ସେନା।
ଆଜିକୁ ପ୍ରାୟ ୫-୬ ମାସ ହୋଇଗଲା କିନ୍ତୁ ସୀମାରେ ସଜାଡି ହେଲାନି ପରିସ୍ଥିତି।ଉଭୟ ଦେଶର ସୈନ୍ୟ ନିଜ ନିଜର ସେନା ପାଖରେ ନିୟୋଜିତ ଅଛନ୍ତି।ଆଉ ଭାରତୀୟ ସୈନ୍ୟ ଏପରି ଭବାରେ ଚିନକୁ ବାଧ୍ୟ କରିଛିଯେ ତାକୁ ଧୀରେ ଧୀରେ ଥଣ୍ଡା ପଡ଼ିବାକୁ ବାଧ୍ୟ କରାଯାଉଛି।ଚାଇନା କହିଛିକି ଭାରତ ଲଏସିରୁ ଯଦି ଚିନଙ୍କୁ ପଛକୁ ହଟେଇବାକୁ ଚାହୁଁଛ ତାହେଲେ ସାଉଥ ଚାଇନା ସିରୁ ପଛକୁ ଘୁଞ୍ଚିବାକୁ ପଡିବ।ସାଉଥ ଚାଇନା ସିରୁ ଭାରତ ଆଗକୁ ମାଡି ଯାଇଥିବା ବେଳେ ଏହା ଭାରତକୁ ବରଦାସ୍ତ ହୋଇ ନାହିଁ।ଆଉ ଏହା ଭିତରେ ଏକ ଭଲ କଥା ହେଉଛି ଭାରତୀୟ ସୌନୀମାନେ ସାଉଥ ପେଙ୍ଗମ ଉପରେ ନିଜର ଦବଦବା ଜାହିର କରିଛି।ଆଉ ଏହି ସ୍ଥାନରେ ପ୍ରାୟ -୧୦ ଡିଗ୍ରୀ ଠାରୁ ଆରମ୍ଭ କରି -୪୦ ଡିଗ୍ରୀ ପର୍ଯ୍ୟନ୍ତ ଥଣ୍ଡା ପଡିବାର ସମ୍ଭାବନା ରହିଛି।

ଏମିଟିରେତ ଏଲେସିର ଅଶିକାଂଶ ଅଞ୍ଚଳ ଅନେକ ଉଚ୍ଚତାରେ ରହିଛି ଓ ଆଉ ଅନକେ ଭାରତୀୟ ଯବାନଙ୍କ ଆଉଟ ପୁଟ ଅନେକ ଉଚ୍ଚତାରେ ରହିଛି,ଯେଉଁଠାରେ କ୍ରମାଗତ ଭାବରେ ଥଣ୍ଡା ବଢିବା ସହିତ ଅମ୍ଳଜାନର ଅଭାବ ମଧ୍ୟ ଦେଖାଦେଇଥାଏ।ଏହି ଭଳି ସ୍ତରରେ ପିଏଲ ଆର୍ମି ମାନେ ପଛକୁ ଯାଉ ନାହାଁନ୍ତି।ଏଥିରୁ ସ୍ପଷ୍ଟ ଜଣାପଡୁଛିକି ଏଥର ଥଣ୍ଡାରେ ଉଭୟ ସୌନ୍ୟ ପେଙ୍ଗମ ସୋ ପାଖାପାଖୀ ଅଞ୍ଚଳକୁ ଜାଉନଥିବା ବେଳେ,ଏଥର କିନ୍ତୁ ଉଭୟ ସୈନ୍ୟ ନିଜକୁ ମଜବୁତ କରି ସେଠାରେ ରହିଛନ୍ତି।ଏବେ ଖାଲି ଏତିକି ବାକି ରହିଲା ଏବେ ଦେଖାଯିବକି ଏତେ କଡା ଥଣ୍ଡାରେ ସୀମା ସୁରକ୍ଷା ହେବ କିପରି।ଆଉ ଏ ସବୁ କ୍ଷେତ୍ରରେ ଭାରତ ସରକାର ବେଶ ଆଗୁଆ ରହିଛନ୍ତି ଆଉ ଜବାନ ମାନଙ୍କ ପାଇଁ ଗରମ ପୋଷାକ ଓ ବେଶ ଭଲ ବ୍ୟବସ୍ଥା ମଧ୍ୟ କରିବାରେ ଲାଗିଛନ୍ତି।
ପ୍ରାୟ ୧୫ ହଜାର ଫୁଟ ଉପରେ ସେନା କିପରି ରହିବ ଓ ସୀମା ସୁରକ୍ଷା କିପରି କରାଯିବ ସେ ନେଇ ନିର୍ଣ୍ଣୟ ନେଇ ସାରିଛନ୍ତି ଭାରତ ସରକାର।ଆଉ ଏଥରକ ଭାରତ ସରକାର ଆମେରିକା ଓ ୟୁରୋପରୁ ଆଣିଥିବା ଗରମ ପୋଷାକ ସୈନ୍ୟ ମାନଙ୍କ ପାଖକୁ ପଠାଇଛନ୍ତି।ପ୍ରତିବର୍ଷ ଆମେରିକା ଓ ୟୁରୋପ ଠାରୁ ଅଣାଯାଏ କିନ୍ତୁ ତଥାପି ଏଥର ଚିନଠାରୁ ବହୁତ ଶିଘ୍ର ଏସବୁ ଜିନିଷ କିଣା ସରିଛି।ତେଣୁ ଏଥର ଏଠାରେ ସମ୍ପୂର୍ଣ୍ଣ ଭାବରେ -୧୦ ଡିଗ୍ରୀ ସେଲ୍ସିଅସରେ ମୁତୟନ ହୋଇ ସୁରକ୍ଷା ପ୍ରଦାନ କରି ପାରିବେ।ଆଉ ଆଗକୁ ଏହି ଭଳି ଭାବରେ ନିଜ ନିଜର ଘାଟି ସୁରକ୍ଷା କରିବା ଦିଗରେ ମଜବୁତ ଆକାରରେ ଏହିଠାରେ ରହିବେ ବୋଲି ଜଣାପଡିଛି।ଏହାକୁ ନେଇ ଚାଇନା ପ୍ରସାସନ ଏହି ଲଏସିର କଥାକୁ ନେଇ ସୀମା ଶାନ୍ତି କଥାବାର୍ତ୍ତାକୁ ଯୋଡିକି ଚାଇନା ଭାରତ ଆଗକୁ ବଢିଥିବା କଥାକୁ ନିଜରରେ ନେଇ ଚାଇନା ପ୍ରସାସନ ଭାରତ ଉପରେ ଚାପ ସୃଷ୍ଟି କରିବାରେ ଲାଗିଛି।

ସବୁଠାରୁ ବଡ଼ କଥା ହେଲା ଏଥି ମଧ୍ୟରେ ଭାରତୀୟ ସୈନ୍ୟମାନେ ଏଲଏସିର ଅପସାଇଟ ଚିନକୁ ସାତଟି ଅଞ୍ଚଳ ଉପରେ ନିଜର ପ୍ରଭବ ବିସ୍ଥାର କରିବାରେ ଲାଗିଛନ୍ତି।ଆଉ ଏ ସାତଟି ଅଞ୍ଚଳ କଥା ଏଠାରେ ଗୋପନୀୟ ରଖାଯାଇଛି।ଆଉ ଏହା କାହିଁକି କରାଯାଇଛି କିପରି କରାଯାଇଛି ଏହା ଏକ ପଛ ବିସ୍ଲେଶଣ ରହିବ କିନ୍ତୁ ଏ ସ୍ଥାନରେ ଭାରତର ଏହା ଏକ ବଡ଼ ସଫଳତା ଅଟେ।ଅନ୍ୟପଟରେ ତାଇୱାନ ସମ୍ପର୍କକୁ ନେଇ ଚିଡି ଯାଇଛି ଚାଇନା।ଚାଇନା ତାଇୱାନକୁ କହିଛିକି ଘାଟି ସୁରକ୍ଷାରେ ଯଦି କୌଣସି ବ୍ୟାଘାତ ହେଉଛି ତାହେଲେ ସେ ଟାଇୱାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ଚାଇନା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।