ଜଗନ୍ନାଥଙ୍କ କଳ୍କୀ ଅବତାର ସମୟରେ କଣ ଘଟିବ,ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆସନ୍ତୁ ଜାଣିବା ଯେତେବେଳେ ଭଗବାନ କକ୍ଳି ଅବତାର ନେବେ ସେତେବେଳେ କଣ ହେବ।

ମହାପ୍ରଭୁଙ୍କ କୃପାରୁହିଁ ଆମେ ଯାହା କରୁଛୁ ଆଉ ମଣିଷ କିଛି କରୁନାହିଁ ସେ ମହାପ୍ରଭୁଙ୍କ ଅନନ୍ତ କୃପା କାରଣରୁ ଏ ସବୁ କରିବାରେ ସକ୍ଷମ ହେଉଛି।ଆମ ଓଡିଶାରେ ମହାପୁରୁଷ ମାନେ ବହୁତ ବିଦ୍ଧି ଓ ବହୁତ ପୁରାଣ ଶାସ୍ତ୍ର ଆଦି ଵର୍ଣ୍ଣନା ମଧ୍ୟ କରିଛନ୍ତି।ଆମ ଓଡିଶାରେ ଥିବା କେବଳ ପଞ୍ଚସଖା ନୁହେଁ ଜୟଦେବ ରଥ ଓ ଦୀନକୃଷ୍ଣ ଦାସ।ଅନ୍ୟ କେତେକ ମହାପୁରୁଷମାନେ ମଧ୍ୟ ଭବିଷ୍ୟତ ବିଷୟରେ କିଛି ଭବିଷ୍ୟତ ବାଣୀ କରିଛନ୍ତି।ଜୟଦେବ ମଧ୍ୟ ନିଜର କକ୍ଳି ଅବତାରରେ ମଧ୍ୟ କିଛି ଭବିଷ୍ୟତ ବାଣୀ କରିଛନ୍ତି।ଆମର ଗୀତାରେ ମଧ୍ୟ ଭବିଷ୍ୟତ ବାଣୀ ରହି ଅଛି।ଆମର ଭକ୍ତ ଦାସିଆ ଓ ସାଲବେଗ ମଧ୍ୟ କିଛି କିଛି ଭବିଷ୍ୟତ ବାଣୀ ଶୁଣେଇଛନ୍ତି।ତାପରେ ଆମର ହାଡ଼ି ଦାସ,ଅରକ୍ଷିତ ଦାସ ଆଉ ଅଭିରାମ ପରମ ହଂସ ମଧ୍ୟ କିଛି ନା କିଛି ଭବିଷ୍ୟତ ବାଣି ଶୁଣେଇଛନ୍ତି।

ଆପଣ ଜାଣିଥିବେ ଠାକୁର ଅଭିରାମ ପ୍ରମହଂସ ମଧ୍ୟ କେତେକ ଭବିଷ୍ୟତ ବାଣୀ ମଧ୍ୟ ଶୁଣେଇଛନ୍ତି।ଆଉ ତାପରେ କଟକ ପୁରୀ,ବାଲେଶ୍ଵର,ଢେଙ୍କାନାଳ, ସମ୍ବଲପୁର,ଆଠଗଡ଼ ସେ ସବୁ ସ୍ଥାନରେ ଆହୁରି ଜଗତସିଂହପୁର, କେନ୍ଦ୍ରାପଡ଼ା,ପଟ୍ଟାମୁଣ୍ଡାଇ,
ଆଳି, କନିକା,ଛତିଆ ଆଉର୍ବପ୍ରାୟ ଓଡ଼ିଶାର ଅଧିକାଂଶ ସ୍ଥାନରେ ଅନେକ ମହାପୁରୁଷ ଜନ୍ମ ଗ୍ରହଣ କରିଛନ୍ତି।ଆଉ ଆମ ଓଡ଼ିଶାର ମହେନ୍ଦ୍ର ଗିରି ପର୍ବତ ପଟ ଯେତେ ସବୁରହିଲା ଭଗବାନ ଯେତେବେଳେ କଳ୍କୀ ଅବତାର ନେବେ ସେ ମହେନ୍ଦ୍ରଗିରି ପର୍ବତ ଉପରେ ଭଗବାନ ପର୍ଶୁରାମ ତାଙ୍କୁ ଯୁଦ୍ଧ ବିଦ୍ୟା ଶିଖେଇବେ।ତାପରେ ସେ ସେଠାରେ ପ୍ରାୟ ସହସ୍ର ବର୍ଷ ତପସ୍ୟା କରିକି ଖଡ୍ଗ ପ୍ରାପ୍ତି କରିବେ।ଆଉ ତାପରେ କକ୍ଳି ଅବତାର ଧାରଣ କରି ସେ ଦୁଷ୍ଟଙ୍କୁ ସଂହାର କରିବେ।ତାପରେ ସେ ସମଗ୍ର ଓଡିଶା ଭ୍ରମଣ କରିବେ।ଆଉ ପ୍ରତ୍ୟକ ଠାରୁ ପୁଣି ଭିନ୍ନ ଭିନ୍ନ ଅବତାରରେ ଜନ୍ମ ହେବେ।ମହାପ୍ରଭୁ ବହୁତ ରୂପରେ ନିଜର ଅବତାର ନେଇଥାନ୍ତି।

ଆଉ ମହାପୁରୁଷ ପ୍ରାୟ ସମୟରେ ଅବତାର ନେଲା ବେଳେ କେତେବେଳେ ରୁଷି ଅବତାର,କେତେବେଳେ ମୁନି ଅବତାର,ଆପଣ ଦେଖିଥିବେ ଭାଗବତରେ ୨୪ ଅବତାର ବିଷୟରେ ଵର୍ଣ୍ଣନା କରାଯାଇଛି,ଆଉ ତାପରେ ପୁଣି ଭଗବାନଙ୍କ ୬୪ ଅବତାର ରହିଅଛି।ତାପରେ ଆପଣ ବିଶ୍ୱାସ କରିବେନି ସହସ୍ର ଅବତାର ମଧ୍ୟ ଅଛି।ବେଦ ଅବତାର ବ୍ୟାସ ଅଷ୍ଟାଦଶ ପୁରାଣ ଲେଖିଲେ ଗୋଟେ ଅବତାର।ସେମିତି ମହାପ୍ରଭୁଙ୍କର ଅନେକ ଅବତାରରେ ଏହି ଧରାପୃଷ୍ଠରେ ଅଵତାରିତ ହୋଇଛନ୍ତି।ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ଗୋଟେ ଅବତାର ଆଉ ସେ ପ୍ରାୟ ଲକ୍ଷେ ଗ୍ରନ୍ଥ ରଚନା କଲେ।ତାପରେ ଠାକୁର ଅଭିରାମ ପରମ ହଂସ ମଧ୍ୟ ଗୋଟେ ଅବତାର ଏ ସବୁ ଗୋଟେ ଗୋଟେ ଅବତାର ଯୁଗାନୁ ଘଡ଼ି ସନ୍ଧିରେ।ଏକାକ୍ଷର ମନ୍ତ୍ର ହେଉଛି ସାରସ୍ଵତ ମନ୍ତ୍ର ଏକଥା ଠାକୁର ଅଭିରାମ ପରମ ହଂସ କହିଛନ୍ତି ଆଉ ପଞ୍ଚସଖା ମଧ୍ୟ କହିଛନ୍ତି।

ଏହା ଭିତରେ ଆଉ ଏକ ରହସ୍ୟ ମଧ୍ୟ ରହିଛି ଯେମିତି ସପ୍ତ ପଞ୍ଚାତ୍ମିକ,ଅଣାକ୍ଷର,ଏକାକ୍ଷର,ବ୍ରହ୍ମ ଗାୟତ୍ରୀ ମନ୍ତ୍ର,ଗୋପାଳ ମହାମନ୍ତ୍ର।ଓଡ଼ିଶାର ବିଭିନ୍ନ ସ୍ଥାନରେ ଭକ୍ତମାନେ ରହିଛନ୍ତି ଆଉ କଟକର ମଧ୍ୟ କେତେକ ସ୍ଥାନରେ ଭକ୍ତ ମଧ୍ୟ ରହିଛନ୍ତି।ସରଳା ମଣ୍ଡଳରେ,ଭଗବତୀ ମଣ୍ଡଳରେ କେତେ କେତେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ରହିବେ।ତାପରେ ଓଡ଼ିଶାର ସବୁ ପ୍ରାନ୍ତରୁ ଭକ୍ତ ଆସି ଖଣ୍ଡଗିରି ଠାରେ ମିଳନ ହେବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.