ମାଲକାନଗିରି ରୁ ଆରମ୍ଭ ହେବ ପ୍ରଳୟର ତାଣ୍ଡବ,ମାଳିକା ରେ ରହିଛି ଲେଖା

ଆସନ୍ତୁ ଜାଣିବା ମାଲକାନଗିରି ବିଷୟରେ ମାଳିକାରେ କଣ ଲେଖାହୋଇଛି।

ଆଜି ଆମେ ଆପଣଙ୍କ ଆଗରେ ସେହି ୬୦୦ ବର୍ଷ ତଳର ଶାସ୍ତ୍ର ଯାହା ମହାପୁରୁଷ ମାନଙ୍କ ଦ୍ୱାରା ଲେଖା ହୋଇଛି।ଆଉ ଏଥିରେ ଆଗତ ଭବିଷ୍ୟତ ସବୁ ଵର୍ଣ୍ଣନା କରାଯାଇଛି।ମହାପୁରୁଷ ଯେଉଁ ସ୍ଥାନର କଥା ଲେଖିଛନ୍ତି ସେ ସ୍ଥାନର ନାମ ହେଉଛି ମାଲକାନଗିରି।ଵହିର ନାମ ହେଉଛି ଓଡିଶା ସ୍ଥାନ ତତ୍ୱ ନିରୂପଣ।ତାହେଲେ ଚାଲନ୍ତୁ ଜାଣିବା ମାଲକାନଗିରି ସମ୍ପର୍କରେ ମହାପୁରୁଷ ମାନେ କଣ ଵର୍ଣ୍ଣନା କରିଛନ୍ତି।
ତାହେଲେ ମହାପୁରୁଷ କହିଲେ:-
“ମାଲକାନଗିରି ଯେ ଏମନ୍ତ ସ୍ଥାନ,
ଭୈରବୀ ମାତାଙ୍କ ହେବ ଆସ୍ଥାନ”

ମହାପୁରୁଷ ନିଜ ବାଣୀରେ କହିଛନ୍ତିକି ମାଲକାନଗିରି ଯେ ଏପରି ସ୍ଥାନ ଅଟେ ଯାହା ଯେଉଁଠାରେ ଭବିଷ୍ୟତରେ ମା ଭୈରବି ମାତାଙ୍କର ଆସ୍ଥାନ ହେବ।ସାଧାରଣତ ମାଲକାନଗିରି ଵଣ ଜଙ୍ଗଲରେ ପରିପୂର୍ଣ୍ଣ ଅଟେ।ଆଉ ଏହି ବଣ ଓ ଜଙ୍ଗଲ ଭିତରେ ଘେରରେ ସେଠାରେ ମାତାଙ୍କର ପ୍ରକଟିତ ଦିବ୍ୟଲୀଳା ହେବ।ତାପରେ ପୁଣି ମହାପୁରୁଷ ନିଜ ସ୍ଲୋକରେ ବହୁତ ଭଲ କଥାଟି କହିଛନ୍ତି।
ତାହେଲେ ମହାପୁରୁଷ କହିଲେ:-
“ଗିରି ମଧ୍ୟରେ ରହି ଦେବି ଗୋପ୍ୟାନ,
କଳି ଶେଷେ ବେଳେ ଦେବେ ଦର୍ଶନ”
ଯେଉଁ ସ୍ଥାନ ମାଲକାନଗିରି କଥା କୁହାଯାଉଛି ସେ ସ୍ଥାନରେ ମା ଭୈରବୀ ପାହାଡ଼ ଭିତରେ ରହିବେ ଆଉ ଠିକ କଳିର ଶେଷ ସମୟ ବେଳକୁ ନିଜର ଭକ୍ତମାନଙ୍କୁ ଦର୍ଶନ ଦେବେ।ତାପରେ ମହାପୁରୁଷ କହିଛନ୍ତି ମା ଭୈରବି ସେଠାରେ ବ୍ୟାଘ୍ର ବା ବାଘ ପିଠିରେ ବସି ଭ୍ରମଣ କରିବେ।ଆଉ କଳିର ଶେଷ ସମୟରେ ସେ ନିଜର ଭକ୍ତମାନଙ୍କୁ ଦର୍ଶନ ଦେବେ ଵୋଳି।ଏଠାରେ କୁହାଯାଇଛି।ତାପରେ ଆହୁରି ଏକ ରୋଚକ କଥା ମହାପୁରୁଷ ଲେଖିଲେ।
ତାହେଲେ ମହାପୁରୁଷ କଣ କହିଲେ :-
“ଭୂମିକମ୍ପ ହେବ ଥରକୁ ଥର,
ଭକ୍ତଙ୍କୁ ରଖିବେ ମଲ୍ଲୀକେ ସ୍ୱର”
ମହାପୁରୁଷ ଏଠି ବହୁତ ସୁନ୍ଦର ଭାବରେ ନିଜର ଶ୍ଲୋକରେ କହିଛନ୍ତିକି ସେଠାରେ ଥରକୁ ଥର ଭୂମି କମ୍ପ ହେବାରେ ଲାଗିବ।ଆଉ ଏହି ଭଳି କରାଳ ଓ ବିପତ୍ତିକର ପରିସ୍ଥିତିରୁ ଜଣେ ଦେବତା ରକ୍ଷା କରିବେ ଜାହାଵକ୍ର ନାମ ହେଉଛି ମଲ୍ଲିକେଶ୍ୱର ମାନେ ଶିଵଙ୍କ ଏହା ଏକ ଅବତାର ବା ରୂପ।ତାପରେ ପୁଣି ମହାପୁରୁଷ ନିଜ ଶ୍ଲୋକରେ ଏକ ବଢିଆ କଥା କହିଲେ।
ମହାପୁରୁଷ କହିଲେ:-


“ବହୁ ହିଂସା ହେବ ପୁଣି ସେଠାରେ,
ଦୁଷ୍ଟମାନେ ଯିବେ ଦେବୀ ଖଡ୍ଗରେ”।
ମହାପୁରୁଷ ଲେଖିଲେ ସେ ସ୍ଥାନରେ ଏମିତି ଏକ ସମୟ ଆସିବ ଯେଉଁଠାରେ କେବଳ ,ହିଂସା ହିଁ ହିଂସା ହେବ।ଆଉ ଯେମିତି ମାଓ କଳି ହେଉ ଘରୋଇ କଳି ହେଉ କିମ୍ବା ଆଉ କଣ କିନ୍ତୁ ଗୁଣି ଗାରେଡିର ପ୍ରବଳ ଭୟ ରହିବ ଆଉ ଏହାର ପ୍ରଭାବରେ ହତ୍ୟା ମଧ୍ୟ ହେବ।ଆପଣ ମାନେ ଜାଣିଥିବେ ମହାପୁରୁଷଙ୍କ ବାଣୀ କେବେ ଭୁଲ ହୋଇନାହିଁ।ଆଉ ଏହା କେବଳ ସ୍ବାକ୍ଷରତା ଅଭାବରେ ଏହା ଘଟିଥାଏ।ଆମେ ଆପଣଙ୍କୁ ଅନୁରୋଧ କରିବୁ ଆପଣ ଗୁଣି ଗାରେଡି କଥାକୁ ଭାବି ଅନ୍ୟକୁ ହତ୍ୟା କରୁଛନ୍ତି।ଆଉ ବଳି ଦେଉଛନ୍ତି ସେଥିରୁ ନିବୃତ ରୁହନ୍ତୁ।ତେଣୁ ମହାପ୍ରଭୁଙ୍କ ଠାରୁ ସୃଷ୍ଟିରେ ଗଢିଲା ଵାଲା କେହି ନାହାନ୍ତି ଓ ଭାଙ୍ଗିଲା ବାଲା ମଧ୍ୟ କେହି ନାହାନ୍ତି।ତେଣୁ ଆପଣ ଏ ସବୁ ବୃଥା ଜିନିଷ ଚିନ୍ତା ନକରି ଈଶ୍ୱର ଚିନ୍ତାରେ ବୁଡି ରୁହନ୍ତୁ।ଆଉ ଯେଉଁ ଦୃଷ୍ଟମାନେ ଏଭଳି କାର୍ଯ୍ୟ କରିବେ ସେମାନେ ଦେବୀଙ୍କ କ୍ରୋଧର ଶିକାର ହେବେ ବୋଲି ମହାପୁରୁଷ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.