ଆସନ୍ତୁ ଜାଣିବା ଓଡ଼ିଆ ଅଭିନେତା ଯିଏ ମୃତ୍ୟୁବରଣ କରି ସାରିଛନ୍ତି।
ନମସ୍କାର,ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ ଏଠାରେ କିଛି ଓଲିଉଡ ଚଳଚ୍ଚିତ୍ର ଜଗତ ବିଷୟରେ କିଛି ଦୁଖଦ ଘଟଣା ବିଷୟରେ ଜାଣିବା।ଆଜି ଆମେ ଜାଣିବା ଓଡ଼ିଆ ଚଳଚ୍ଚିତ୍ର ଜଗତର କେଉଁ କେଉଁ ନାମିଦାମୀ ଅଭିନେତା ଓ ଅଭିନେତ୍ରୀ ନିଜର ଇହଧାମ ତ୍ୟାଗ କରି ଆରପରିକୁ ଚାଲି ଯାଇଛନ୍ତି।ଆପଣ ଯଦି ଏ ବିଷୟରେ ଆଗକୁ ଆହୁରି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହାକୁ ଆଗକୁ ନିଶ୍ଚିତଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାନିବା ସେହି ସବୁ ଅଭିନେତା ଓ ଅଭିନେତ୍ରି ମାନଙ୍କ ବିଷୟରେ।ଆଉ ଆମେ ଏହାର ଏକ ତାଲିକା ପ୍ରସ୍ତୁତ କରିଛୁ ଆଉ ଆପଣମାନେ ଏହି ତାଲିକା ଦ୍ୱାରା ଜାଣି ପରିବେ ସେହି ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ।
୧.ଆମ ତଳିକାର ପ୍ରଥମରେ ବା ଏକ ନମ୍ବରରେ ଆସିବାକୁ ଯାଉଛନ୍ତି ଅଜିତ ଦାସ।ଏହି ଅଭିନେତା ମାତ୍ର ଏହି କିଛି ଦିନ ତଳେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

୨.ତାପରେ ଆମ ତାଲିକାରେ ଦ୍ଵିତୀୟରେ ଆସିବାକୁ ଯାଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର ବିଜୟ ମହାନ୍ତି।ଆଉ କିଛି ମାସ ପୂର୍ବରୁ ବିଜୟ ମହାନ୍ତି ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି।
୩.ତାପରେ ଆମର ଏହି ପ୍ରସ୍ତୁତ କରିଥିବା ତାଲିକାର ତିନି ନମ୍ବରରେ ଆସିବାକୁ ଯାଉଛନ୍ତି ହର ପଟ୍ଟନାୟକ।ଆଉ ଏହି ଅଭିନେତାଙ୍କୁ ସମସ୍ତେ ବହୁତ ଭଲ ଭାବରେ ଖଳନାୟକ ଭାବରେ ଜାଣିଛନ୍ତି।ଆଉ ଏହି ଅଭିନେତା ରକ୍ତ କର୍କଟରେ ମୃତ୍ୟୁ ବରଣ କରିଥିଲେ।

୪.ତାପରେ ଆମ ତାଲିକାର ଚାରି ନମ୍ବରରେ ଆସିବାକୁ ଯାଉଛନ୍ତି ମିନ କେତନ।ବିଗତ କିଛି ବର୍ଷ ତଳେ ଏହି ଅଭିନେତା ମିନ କେତେନ ବିଭିନ୍ନ ପ୍ରକାରର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି।
୫.ତାପରେ ଆମ ତାଲିକାର ପାଞ୍ଚ ନମ୍ବରରେ ଆସିବାକୁ ଯାଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନ କଳାକାର ଦେବୁ ବୋସ।ସେ ମଧ୍ୟ ବିଭିନ୍ନ ରୋଗରେ ପୀଡିତ ହୋଇ ଶେଷରେ ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି।

୬.ତାପରେ ଆମର ଏହି ତାଲିକାର ଛଅ ନମ୍ବରରେ ଆସିବାକୁ ଯାଉଛନ୍ତି ଓଡିଆ ସିନେଜଗତର ବହୁତ ଲୋକପ୍ରିୟ ଅଭିନେତ୍ରୀ ରୁନୁ ଅପା।ଆଉ ଏହି ଅଭିନେତ୍ରୀ ମଧ୍ୟ କିଛି ବର୍ଷ ପୂର୍ବରୁ ହୃଦ୍ଘାତରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି।
୭.ତାପରେ ଆମର ଏହି ତାଲିକାରେ ସାତ ନମ୍ଭରରେ ଆସିବାକୁ ଯାଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ନିକିତା।ଏହି ଅଭିନେତ୍ରୀ କୌଣସି କାରଣରୁ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ।
୮.ତାପରେ ଆମ ତାଲିକାରେ ଆଠ ନମ୍ବରରେ ଆସିବାକୁ ଯାଉଛନ୍ତି ଓଡ଼ିଆ ଅଲବମ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ।ସେ ଏହି କିଛି ମାସ ତଳେ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି।

୯.ଆମ ତାଲିକାରେ ନବମରେ ଆସିବାକୁ ଯାଉଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କମେଡିଆନ ଚଞ୍ଚ।ଆଉ ସେ ମଧ୍ୟ କ୍ୟାନ୍ସରରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି।
୧୦.ତାପରେ ଦଶ ନମ୍ବରରେ ଆସିବାକୁ ଯାଉଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର କମେଡିଆନ ସଲିଲ ମିତ୍ର।ଆଉ ଏହି ଅଭିନେତା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।
୧୧.ଏବେ ଆସିବେ ଅଭିନେତ୍ରୀ ଅନିତା ଦାସ।କିଛି ବର୍ଷ ପୂର୍ବରୁ ଏହି ଅଭିନେତ୍ରୀ ସଡ଼କ ଦୁର୍ଘଟଣାରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି।

୧୨.ତାପରେ ଆସିବେ ଅଭିନେତା ରାଜା ପଟ୍ଟନାୟକ।ଆଉ ସେ ନିଜେ ଆତ୍ମହତ୍ୟା କରିଛନ୍ତି।
୧୩.ତାପରେ ଆସିବେ ଓଡିଶାର ରାଜନେତା ପ୍ରଦୀପ ମହାରଥୀ।ଏହି କିଛିଦିନ ହେବ ସେ ହୃଦ୍ଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।