କାହିଁକି ଲୁଚି ଲୁଚି ହୋଟେଲ ରେ ଦେଖାକଲେ ବର୍ଷା-ଅନୁଭବ, ଜାଣନ୍ତୁ ପ୍ଲାନ ସବୁ ଧରାପଡ଼ିଲା।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ବନ୍ଧୁଗଣ,ଅନୁଭବ ଏବଂ ବର୍ଷା ଙ୍କୁ ନେଇ ଆସୁଛି ବର୍ତ୍ତମାନର ବଡ଼ ଖବର। ଆପଣ ଓଲିଉଡର ବେଷ୍ଟ ଯୋଡ଼ି ଅନୁଭବ ଏବଂ ବର୍ଷା ଙ୍କୁ ତ ନିଶ୍ଚୟ ଜାଣିଥିବେ। ଗତ କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଏବଂ ପାରିବାରିକ କନ୍ଦଳ ଲାଗିଥିଲା। ଯାହା ଫଳରେ ବର୍ଷା ପ୍ରିୟଦର୍ଶିନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବର୍ଷା ଙ୍କ ଅଭିଯୋଗ ଏହା ଥିଲା ଯେ ଅନୁଭବ ତାଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେଇଛନ୍ତି।

ଅନେକ ଥର ମଦ ପିଇ ତାଙ୍କୁ ବାଡ଼ିଆ ବାଡ଼ି କରିଛନ୍ତି। ଅନୁଭବ ଏବଂ ତାଙ୍କ ବାପା ଅଭୟ ମହାନ୍ତି ତାଙ୍କୁ ଅନେକ ଥର ଗୋଇଠା ମାରି ଘରୁ ତଡିଦେଇଥିଲେ। ଏହାପରେ ବର୍ଷା ଙ୍କ ଅନୁରୋଧ କ୍ରମେ ତାଙ୍କ ଘରେ ପୋଲିସ ମଧ୍ୟ ତାଙ୍କୁ ସିକ୍ୟୁରିଟି ଦେଇଥିଲା।ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅନୁଭବ ମହାନ୍ତି ଙ୍କ ନାଁ ରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ମାମଲା କୁ ନେଇ କୋର୍ଟ ରେ ଆବେଦନ କରିଥିଲେ । ଅଭିନେତା ଅନୁଭବ ବି ବର୍ଷା ଙ୍କୁ ଛାଡପତ୍ର ମାମଲା ରୁଜୁ କରିଥିଲେ ।

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୭ ଫେବୃଆରୀ ୨୦୧୪ ମସିହାରେ ବିବାହ କରିଥିଲେ । ବାହାଘର ପରେ ଦୀର୍ଘ ୬ ବର୍ଷ ର ବୈବାହିକ ଜୀବନ ପରେ ସେମାନଙ୍କ ମଧ୍ୟରେ ମନମାଳିନ ସୃଷ୍ଟି ହୋଇଥିଲା ।ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ସୁପ୍ରିମକୋର୍ଟ ରେ ପହଞ୍ଚିବା ପରେ ବର୍ଷା ଙ୍କ ପକ୍ଷରୁ କରାଯାଇଥିବା ଟ୍ରାନ୍ସପୋର୍ଟ ପିଟିସନ ମାମଲା ର ଶୁଣାଣି ହୋଇଛି ।

ଏହି ମାମଲାର ଶୁଣାଣି ଯଷ୍ଟିସ୍ ହୃଷିକେଶ ରାୟ ଙ୍କ ଜାଣକୀୟ ଖଣ୍ଡପୀଠ ରେ ହୋଇଥିଲା । ଦିଲ୍ଲୀ ପଟିଆଲା ହାଉସ୍ ପାରିବାରିକ ଅଦାଲତ ରେ ଅନୁଭବ ଙ୍କ ଦ୍ଵାରା ଛାଡ଼ପତ୍ର ରୁଜୁ ହୋଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା କୁ ସ୍ଥଗିତ ରଖିଛନ୍ତି । ସମାଧାନ ପାଇଁ ଉଭୟ ପକ୍ଷ ଓକିଲ ଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ତେବେ ଓଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ହୋଟେଲ ରେ ସମାଧାନ ପାଇଁ ଦେଖା କରିଥିବା କଥା ଶୁଣିବା କୁ ମିଳିଛି । ଆପଣ ଏହି ଦୁଇଜଣ ଷ୍ଟାର ଙ୍କ ମଧ୍ୟରୁ କାହାକୁ ଅଧିକ ପସନ୍ଦ କରନ୍ତି କମେଣ୍ଟ କରିବାକୁ ଅନୁରୋଧ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.