ଗ୍ରାହକ ମାନଙ୍କ ପାଇଁ ଖୁସି ଖବର,ଆଜିଠାରୁ ଖୋଲିଲା ଭୁବନେଶ୍ୱର ମାଳିସାହି,ଜାଣନ୍ତୁ ନୂଆ ଦର ଦାମ୍

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନିଉଜ୍ ପୋର୍ଟାଲ କୁ ସ୍ୱାଗତ। ବର୍ତ୍ତମାନର ବଡ଼ ଖବର, ମାଳିସାହି ଗ୍ରାହକ ମାନଙ୍କ ପାଇଁ ଖୁସି ଖବର। କୋଭିଡ କଟକଣା ଯୋଗୁଁ ବନ୍ଦ ଥିବା ଭୁବନେଶ୍ୱର ମାଳିସାହି ବର୍ତ୍ତମାନ ଖୋଲି ଯାଇଛି। ଆଜି ଠାରୁ ଖୋଲିବାକୁ ଯାଉଛି ମାଳିସାହି। ତେବେ ମାଳିସାହି ମହିଳା ସଂଘ ଏନେଇ କୋଭିଡ କଟକଣା ଜାରି କରିଛନ୍ତି।

ମାସ୍କ ,ସାନିଟାଇଜର, କଣ୍ଡମ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ତେବେ ବ୍ୟବସାୟ ରେ ଗ୍ରାହକ ମାନଙ୍କ ପାଇଁ ଦଶହରା ଏବଂ ଦୀପାବଳି ପାଇଁ ସ୍ୱତନ୍ତ୍ର ରିହାତି ମଧ୍ୟ ଦିଆ ଯାଇଛି। ମାତ୍ର 300 ଟଙ୍କା ରୁ ଆରମ୍ଭ ହୋଇ ଅଧିକ ସୁନ୍ଦରୀ ଝିଅଙ୍କ ଦାମ 3000 ଟଙ୍କା ଯାଏଁ ରହିଛି।

ଏହା ପରେ ଭୁବନେଶ୍ୱର ଗ୍ରାହକ ମାନଙ୍କ ମନ ରେ ଉତ୍ସାହ ଏବଂ ଖୁସି ଦେଖିବାକୁ ମିଳିଛି। ଭୁବନେଶ୍ବର ରେ ଦେହ ବ୍ୟବସାୟୀ ମାନଙ୍କ ଅବସ୍ଥା ଏହି ଲକଡାଉନ ରେ ଶୋଚନୀୟ ହୋଇଯାଇଥିଲା। ଅନେକ ବେଶ୍ୟା ମାନେ ଏହି କୋଭିଡ କଟକଣା ଯୋଗୁଁ ନିଜ ଧନ୍ଦା ରେ କ୍ଷତି ସହୁଥିଲେ। ତଥାପି ଲୋକ ମାନଙ୍କ ମନରେ ଏହି ଆଶଙ୍କା ବସା ବାନ୍ଧିଛି ଯେ ଅନେକ ପୁରୁଷଙ୍କ ସମ୍ପର୍କରେ ଆସୁଥିବା ଏହି ମହିଳା ମାନଙ୍କ ଦ୍ୱାରା କରୋନା ଭାଇରସ ବ୍ୟାପି ପାରେ ତେଣୁ ଏଠାକୁ ଯିବା ଉଚିତ ନୁହେଁ। କେବଳ ଏହି କାରଣରୁ ମାଳିସାହି କୁ ଅନେକ ପୁରୁଣା କଷ୍ଟମର ମାନେ ମଧ୍ୟ ଆସିବା ପାଇଁ ଇଚ୍ଛା କରୁନାହାଁନ୍ତି।

ସରକାର ମଧ୍ୟ ଏହି ଦେହ ବ୍ୟବସାୟ କରୁଥିବା ମହିଳା ମାନଙ୍କୁ କୌଣସି ଆର୍ଥିକ ସହାୟତା ଦେଉ ନାହାଁନ୍ତି। ଆମେ କିପରି ଚଳିବୁ ବୋଲି ମାଳିସାହି ମହିଳା ସଙ୍ଘ ର ପ୍ରେସିଡେଣ୍ଟ ଶ୍ରୀମତୀ ବର୍ଷାରାଣୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଆମେ ପିଢ଼ି ପିଢ଼ି ଧରି ଏଠାରେ ପାରମ୍ପରିକ ବ୍ୟବସାୟ କରି ଆସୁଛୁ। କୋଭିଡ ନିୟମ ସକାଶେ ଏହି ଲକ ଡାଉନ ପରେ ଆମ ଅବସ୍ଥା ବହୁତ ଖରାପ ଅଛି।

ରଞ୍ଜୁ ରାଣୀ ନାମକ ଜଣେ ଦେହ ବ୍ୟବସାୟୀ ନିଜ ଦୁଃଖ ର କାହାଣୀ କହିଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ରଞ୍ଜୁ ରାଣୀ କହିଛନ୍ତି ଯେ ତାଙ୍କର ବୟସ ୨୫ ବର୍ଷ ଅଟେ।ସେ ଆଗରୁ ଧନ୍ଦା କରି ଦିନକୁ ୫୦୦ ଟଙ୍କା ପର୍ଯ୍ୟନ୍ତ କମାଉଥିଲେ। କିନ୍ତୁ କରୋନା ଯୋଗୁଁ ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ହୋଇଯାଇଛି। ତାଙ୍କର ଗୋଟିଏ ଛୋଟ ପୁଅ ଏବଂ ଝିଅ ଅଛନ୍ତି। ସେମାନେ ସ୍କୁଲ ରେ ପଢ଼ନ୍ତି। ପରିବାର ର ସମ୍ପୂର୍ଣ୍ଣ ଦାଇତ୍ୱ ରଞ୍ଜୁ ଙ୍କ ଉପରେ। ତାଙ୍କ ସ୍ୱାମୀ ପୂର୍ବରୁ ଗୁଜୁରାଟରେ ଲୁଗା କଳ ରେ କାମ କରୁଥିଲେ। ଏବେ ସେ ବେରୋଜଗାର ଅଛନ୍ତି। ସେ ସରକାର ଙ୍କୁ ସହାୟତା ମାଗିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.