ପରିବା ବାଲା ର ଚଉଠି ରାତି ଘଟଣାର ମଜା କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଚିଣ୍ଟୁ ଗୋଟିଏ ଝିଅ କୁ ପାର୍କ ବୁଦା ମୂଳ ରେ କୋଳରେ ବସେଇ ଗେଲ କରୁଥିଲା। ଏହା ଦେଖି ଜଣେ ବୁଢ଼ା ଲୋକ ଆସି ପଚାରିଲା ; ପୁଅ କଣ ଇଏ ଆମ ସଂକୃତି?
ଚିଣ୍ଟୁ ; ନାଁ ଜେଜ, ଇଏ ହଉଛି ପୂଜା, ଅଲଗା ଗଛ ମୂଳେ ଦେଖ

୨) ଗୋଟିଏ ଝିଅର ବାହାଘର ପରିବା ବାଲା ସହିତ ହେଇଥିଲା, ଚଉଠି ରାତିରେ ସେ ଗୋଟିଏ ବାଇଗଣ,ଗାଜର ଏବଂ ଖମ୍ବ ଆଳୁ ଧରି ଆସିଲା ଏବଂ କହିଲା..

ଆଜି ଏଥିରେ କାମ ଚଲାଅ ମତେ ୪ ବସ୍ତା ଆଳୁ ର ହିସାବ କରିବାର ଅଛି।

୩) ଗୋଟେ ସମୟ ଥିଲା ଯେଏବେ ମୋବାଇଲ୍ ପଡିଯାଉଥିଲା ତେବେ ବ୍ୟାଟେରି ବାହାରି ଆସୁଥିଲା  ଏବେ ମୋବାଇଲ୍ ତଳେ ପଡିଗଲେ କଲିଜା ବାହାରକୁ ଆସିଯାଉଛି ।

୪) ଚିଣ୍ଟୁ ଡାକ୍ତର୍ ଙ୍କୁ- ଡାକ୍ତର୍ ସାର୍ ମୋତେ ଦୁଇ ବର୍ଷ ପୁର୍ବରୁ ଜ୍ୱର ହୋଇଥିଲା , ଡାକ୍ତର୍- ତେବେ ଏବେ କଣ ପାଇଁ ଆସିଛ ? ଚିଣ୍ଟୁ- ମେଡିସିନ୍ ଦେବା ସମୟରେ ଗାଧୋଇବାକୁ ମନା କରିଥିଲ ନା, ମୁଁ ଏପଟେ ଯାଉଥିଲି ତେବେ ଭାବିଲି କି ପଚାରିଦେବି କି ଗାଧୋଇବି କି ନାହିଁ ।

୫)ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ – ସାଙ୍ଗ ଆଜି ପୁଣି ମୋର ହୃଦୟ ଆଲିଆ ଭଟ୍ଟରେ କିସ୍ କରିବାକୁ ମନ ହେଉଛି, ଦ୍ୱିତୀୟ ସାଙ୍ଗ- କଣପାଇଁ ତୁ କଣ ଆଗରୁ ଆଲିଆ ଭଟ୍ଟକୁ କିସ୍ କରିସାରିଛୁ କି ? ପ୍ରଥମ ସାଙ୍ଗ- ନା ସାଙ୍ଗ ଏହାପୁର୍ବରୁ ମୋର ଥରେ ମନ କରିଥିଲା,

୬) ସ୍ତ୍ରୀ ସ୍ୱାମୀକୁ- ଶୁଣ ହୋ ଯେବେ ଆମର ନୁଆ ନୁଆ ବାହାଘର ହୋଇଥିଲା ତେବେ ଖାଇବା ତିଆରି କରି ଆଣୁଥିଲି, ତେବେ ଆପଣ ନିଜେ କମ୍ ଖାଉଥିଲେ ,ଓ ମୋତେ ଅଧିକା ଦେଉଥିଲେ , ଏବେ କଣ ହୋଇଯାଇଛି କେଜାଣୀ ?

ସ୍ୱାମୀ- କାରଣ ଏବେ ତୁମେ ଭଲ ଖାଇବା ବନାଇବା ଶିଖିଯାଇଛ ।

୭) ଝିଅ- ତୁ ଯୁଆଡେ ଯୁଆଡେ ଯିବୁ ମୋର ଛାଇ ତୋ ସହ ରହିବ , ପୁଅ- ମୋତେ ତ ପୁର୍ବରୁ ଜଣାଥିଲା କି ତୁ ଭୁତୁଣୀ ବୋଲି ।

୮) ଚିଣ୍ଟୁ- ରୁଟିର ଏକ ଭାଗ ନିଜେ ଖାଉଥିଲା , ଦ୍ୱିତୀୟ ଭାଗ କୁକୁଡାକୁ ଖୁଆଉଥିଲା,  ତେବେ ପାଖରେ ବସିଥିବା ଏକ ବ୍ୟକ୍ତି କହିଲା, ଏହା କଣ କରୁଛୁ ଚିଣ୍ଟୁ? ଚିଣ୍ଟୁ- ଦେଖାଯାଉନି କି ଚିକେନ୍ ସହ ରୁଟି ଖାଉଛି ।

୯) ପୁଅ- ବାପା ମୋତେ ବାହା ହେବାର ନାହିଁ , ମୋତେ ସ୍ତ୍ରୀ ଲୋକଙ୍କୁ ଡର ଲାଗୁଛି, ବାପା- କରିନେ ପୁଅ ତାପରେ ଗୋଟେ ହିଁ ସ୍ତ୍ରୀ ଲୋକକୁ ଡରିବୁ ତୁ ।

୧୦) ମାଲିକ ନିଜ ଚାକରକୁ- ଟିକିଏ ଦେଖିଲୁ ବାହାରେ ସୁର୍ଯ୍ୟ ବାହାରିଲେଣି କି ନାହିଁ ? ଚାକର- ବାହାର ତ ଅନ୍ଧାର ହୋଇଛି ସାହେବ୍ କିଛି ଦିସୁନି , ମାଲିକ- ତେବେ ଟର୍ଚ୍ଚଲଗାଇକରି ଦେଖିନେ କାମଚୋର ।

୧୧) ପ୍ରଥମ ସାଙ୍ଗ ତାର ସାଙ୍ଗକୁ- ସାଙ୍ଗ, ମୋତେ ମୋର୍ ସ୍ତ୍ରୀକୁ ତାମିଲ୍ ଶିଖାଇବାର ଅଛି, ଦ୍ୱିତୀୟ ସାଙ୍ଗ- କିନ୍ତୁ ତୁମେ ଦୁହେଁ କାହିଁକି ଶିଖିବ ? ପ୍ରଥମ ସାଙ୍ଗ- ସାଙ୍ଗ ଆମେ ଦୁହେଁ ଗୋଟେ ତାମିଲ୍ ଛୁଆକୁ କୋଳେଇନେଇଛୁ, ତେବେ ଆମେ ଭାବୁଛୁ କି ତାକୁ କହିବା ଶିଖେଇବାପୁର୍ବରୁ ଆମେ ନିଜେ ଆଗ ତାମିଲ୍ ଶିଖିନେବୁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.