ମାଳିକା ବଚନ; କଳିଯୁଗ ଶେଷକୁ ଭାଉଜ ଦିଅର ପରକୀୟ ପ୍ରୀତି ହବ ଏମିତି,ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ ଆଜି ଆମେ ଏଠାରେ ୬୦୦ ବର୍ଷ ତଳର ଆଗତ ଭବିଷ୍ୟତ ଓ ମହାପୁରୁଷଙ୍କ ଠାରଗାରରେ ମାଳ ମାଳ ହୋଇ ଲେଖାହୋଇଥିବା ଏହି ମାଳିକା ଶାସ୍ତ୍ରକୁ ଆମେ ଆପଣ ମାନଙ୍କରେ ଆଗରେ ବର୍ଣ୍ଣନା କରିବାକୁ ଯାଆଉଅଛୁ।ଆଜି ଆମେ ଆପଣଙ୍କ ଆଗରେ କିଛି ଏମିତି କଥା ଉପସ୍ଥାପନ କରିବାକୁ ଯାଉଛୁ ଯାହାକୁ ପଢି ସାରିବା ପରେ ଆପଣ ମାନେ କହିବେ ମାଲିକ ପ୍ରତ୍ୟକ ଥର ଭଳି ଏଥର ମଧ୍ୟ ସତ୍ୟ ହେବାରେ ଲାଗିଛି।ମହାପୁରୁଷ କହିଥିଲେ ୬୦୦ ବର୍ଷ ପରେ ଏମିତି ଏକ ସମୟ ଆସିବ ଯେଉଁ ସମୟରେ ବା ଏହି କଳିଯୁଗରେ ଲଘୁଜନ ମାନେ ଗୁରୁଜନ ମାନଙ୍କୁ ବା ଅନ୍ୟ ବଡ଼ ଲୋକଙ୍କୁ ସନ୍ନମ୍ମାନ ଦେବାକୁ ଭୁଲିଯିବେ।ଆଉ ତାପରେ କହିଛନ୍ତି ଏପରି ଏକ ସମୟ ଆସିବ ସାନ ଓ ବଡ଼ର ମାନ୍ୟବୃତ୍ତି ବଦଳିଯିବ।ତେବେ ଚାଲନ୍ତୁ ଜାଣିବା ମହାପୁରୁଷ ନିଜ ମାଳିକାରେ ଏ ବିଷୟରେ କଣ ଲେଖିଛନ୍ତି।

ମହାପୁରୁଷ ଲେଖିଛନ୍ତି:-
“ଭାଉଜକୁ ନେଇ କରିବେ ଘର,
ଗୁଦଣ୍ଡା ଚସିବେ,ଗାଲୁଆ ଚୋର।

ତାହେଲେ ମାଲିକ ଏଠାରେ କହୁଛିକି କଳିଯୁଗରେ ଲୋକମାନେ ଏପରି କାମାନ୍ଧ ହୋଇଯିବେଯେ,ଅର୍ଥାତ ଭାଉଜ ଯେ କଥାରେ ଅଛି ଭାଉଜ ମା ସମାନ ତାଙ୍କୁ ନେଇ ଘର କରିବେ ବା ତାଙ୍କ ସହିତ ରହି ନିଜର ସଂସାର କରିବାକୁ ଚେଷ୍ଟା କରିବେ।ତାପର ପଦରେ ମାଳିକାରେ କୁହାଯାଇଛିକି ସବୁ ଗାଲୁଆମାନେ ଏଠାରେ ଏକାଠି ହେବେ ଓ ଗୋ ସମ୍ପଦ ନଷ୍ଟ କରିବାରେ ଲାଗିବେ।ଆଉ ଯେଉଁଠାରେ ଗାଈ ଚରୁଥିଲେ ନିଜର ଖାଦ୍ୟ ସଂଗ୍ରହ କରି ପେଟ ପୁରଉ ଥିଲେ।ଆଜିକାଲି ମାନେ କଳିଯୁଗରେ ଲୋକମାନେ ସେଠାରେ ଘର କରି ରହିବାର ଲାଗିବେ ଓ ସେଠାରେ ଜମି ମାଫିଆ ମଧ୍ୟ କବ୍ଜା କରିବାରେ ଲାଗିବ।ଆମେ ଆଗରୁ ମଧ୍ୟ ଆପଣଙ୍କୁ ଖୀ ରଖିଛୁ।ତିନୋଟି ମା କାନ୍ଦିଲେ ଜମି ନଷ୍ଟ ହୋଇଯାଏ।ତାପରେ ଭାରତ ମା ବା ଆପଣ ମାନେ ଯାହା ଉପରେ ଚଲା ବୁଲା ଖେଳ କୁଦ କରୁଛନ୍ତି ସେ ମା।

ଆଉ ଜଣେ ମା ହେଉଛି ଗୋ ମାତା।ଆପଣ ମାନେ କେବେହେଲେ ଗୋ ଚାରଣ ଭୂମିକୁ କେବେ ହେଲେ ନଷ୍ଟ କରନ୍ତୁ ନାହିଁ ଓ ଆପଣଙ୍କୁ ନିଦେଦନ କରି ରଖିବୁକି,ଯଦି ଆପଣ ପ୍ରକୃତ ହିନ୍ଦୁ ତାହେଲେ ଗୋ ମାତାକୁ କେବେହେଲେ କଂସେଇ ହାତରେ ଦିଅନ୍ତୁ ନାହିଁ।କହିବାର କଥା ଏହାଯେ ଏପରି ସମୟ ଆସିବ ଯେଉଁ ସମୟ ଭିତରେ ଭାଉଜଙ୍କୁ ଆଉ ସନ୍ନମାନ ନଦେଇ ତାଙ୍କ ସହିତ ଘର କରିବେ।ତାପରେ ପୁଣି ମହାପୁରୁଷ କହିଛନ୍ତିକି ବୋହୁ ଏମିତି ହୋଇଯିବକି ସେ ସ୍ୱସୁରର ଚୁଟି ଧରିବାକୁ ମଧ୍ୟ ପଛେଇବେ ନାହିଁ।ଆଉ ଆଗକାଳରେ ବୋହୁ ଶାଶୁ ସ୍ୱସୁରଙ୍କର କଥାରେ ଚାଲୁଥିଲେ କିନ୍ତୁ ଆଜି ଏ ଭଳି ଯୁଗରେ ସମ୍ପୂର୍ଣ୍ଣ ଅଲଗା ହୋଇ ସାରିଲାଣି।

ଆଉ ସେହି ଭଳି ନାରୀକୁ ନେଇ,ପୁଅ ରହିବ ଆଉ ପୁଅ ମଧ୍ୟ ଝିଅକୁ ସପୋର୍ଟ କରିବାରେ ଲାଗିବ।ଅର୍ଥାତ ସ୍ତ୍ରୀ ୧୦୦ ପଦ କଥା କହିଲେ ସ୍ୱାମୀ ଶହିବ କିନ୍ତୁ ମା ଯଦି ପଦେ କଥା କହିବ ତାହେଲେ ପୁଅ ଆଉ ମା ଭିତରେ ରାଗ ପସିଜିବ।ଏହାପରେ ପରେ ବ୍ରାହ୍ମଣ ମାନେ ମଦ ପିଇବେ।ଗୁଆ ଆଉ ଘୃତ ଆମ୍ବିଳା ଲାଗିବ ଓ ମହୁ କଷା ଲାଗିବ।ତେଣୁ ଆପଣ ମାନେ ଧର୍ମରେ ଓ ନିଷ୍ଠାରେ ରହିବା ଆଵଶ୍ୟକ ଅଟେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.