ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କ କେଉଁ ଜିନିଷ ଶୀଘ୍ର ବୋହିଯାଏ?

IAS ପରୀକ୍ଷାରେ ଏଭଳି ପ୍ରଶ୍ନ ସବୁ ପଚରା ଯାଏ ଯାହାକି ଆପଣଙ୍କ ମୁଣ୍ଡ ଖରାପ କରିଦେବ।IAS ପରୀକ୍ଷା ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ବିବେଚନା କରାଯାଏ।ଯଦି ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଏ। IAS ସାକ୍ଷାତକାରରେ ଯାହା ଆବଶ୍ୟକ ହୁଏ ତାହା ହେଉଛି ଆତ୍ମବିଶ୍ୱାସ।

ପାର୍ଥୀ ଙ୍କ ଦ୍ଵାରା ଯଦି IAS ସାକ୍ଷାତକାର ପ୍ରଶ୍ନ ର ଉତ୍ତର ଗୁଡିକରେ ଯଦି ସାମାନ୍ୟ ତ୍ରୁଟି ମଧ୍ୟ ଥାଏ, ତେବେ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯାଏ। ଆଜି ଆମେ ଆପଣଙ୍କୁ IAS ସାକ୍ଷାତକାରରେ ପଚରାଯାଇଥିବା କିଛି ପ୍ରଶ୍ନ ଏବଂ ସେମାନଙ୍କର ଉତ୍ତର କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ବହୁତ ସହାୟକ ହେବ।ଆସନ୍ତୁ ଆଲୋଚନା କରିବା।

ପ୍ରଶ୍ନ -ଶରୀରର କେଉଁ ଅଙ୍ଗ ରୁ ଝାଳ ବାହାରେ ନାହିଁ?
ଉତ୍ତର: ଓଠ

ପ୍ରଶ୍ନ- ଭାରତର କପର ପ୍ଳାଣ୍ଟ କେଉଁଠାରେ ଅବସ୍ଥିତ ଅଟେ?
ଉତ୍ତର- ଭାରତର କପର ପ୍ଳାଣ୍ଟ ମଳଜଖଣ୍ଡରେ ଅବସ୍ଥିତ ଅଟେ ।

ପ୍ରଶ୍ନ- ମମତାଜ ମହଲର ବାସ୍ତବିକ ନାମ କଣ ଅଟେ?
ଉତ୍ତର- ମମତାଜ ମହଲର ବାସ୍ତବିକ ନାମ ଅର୍ଜୁମନ୍ଦ ବାନୋ ବେଗମ ଅଟେ ।

ପ୍ରଶ୍ନ- କେଉଁ ବାଦଶାହ ନିଜର ଉଦାରତା କାରଣରୁ କଲନ୍ଦର ନାମରେ ପ୍ରସିଦ୍ଧ ଥିଲେ?
ଉତ୍ତର- ବାବର ବାଦଶାହ ନିଜର ଉଦାରତା କାରଣରୁ କଲନ୍ଦର ନାମରେ ପ୍ରସିଦ୍ଧ ଥିଲେ ।

ପ୍ରଶ୍ନ- କେଉଁ ଦେଶର ଲୌହ-ଇସ୍ପାତ ଉଦ୍ୟୋଗ କୋଇଲା ଉପରେ ଆଧାରିତ ଅଟେ?
ଉତ୍ତର- ଫ୍ରାନ୍ସର ଲୌହ-ଇସ୍ପାତ ଉଦ୍ୟୋଗ କୋଇଲା ଉପରେ ଆଧାରିତ ଅଟେ ।

ପ୍ରଶ୍ନ- ଭାରତରେ ସଶସ୍ତ୍ର ବଳର ସର୍ବୋଚ୍ଚ ସେନାପତି କିଏ ହୋଇଥାନ୍ତି ?
ଉତ୍ତର- ଭାରତରେ ସଶସ୍ତ୍ର ବଳର ସର୍ବୋଚ୍ଚ ସେନାପତି ରାଷ୍ଟ୍ରପତି ଅଟନ୍ତି ।

ପ୍ରଶ୍ନ; ଝିଅମାନଙ୍କର ସେ ଜିନିଷ ପୁଅମାନଙ୍କ ଅପେକ୍ଷା ଶୀଘ୍ର ବାହାରି ପଡେ, ତାହା କଣ ?
ଉତ୍ତର : ଲୁହ

ମଣିଷ କେତେଥର ଦିନକୁ ପ୍ରାୟ ପ୍ରଶ୍ୱାସ ବାୟୁ ନିଏ?
ଉତ୍ତର:- ୨୨ ହଜାର ଥର।

ପ୍ରଶ୍ନ-ଶ୍ରେଷ୍ଟ ଖେଳାଳି ଏସିଆର ଓ ଶ୍ରେଷ୍ଟ ଫୁଟବଲ ଖେଳାଳି ବିଶ୍ୱର , ହେଲମ୍ସ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ କେଉଁ ଖେଳାଳି?
ଉତ୍ତର-କେ ଡ଼ି ସିଂହ ବାବୁ (ଅଧିନାୟକ୧୯୫୨) (ପୁରସ୍କାର ୧୯୫୩)

ପ୍ରଶ୍ନ-ଭିକ୍ଟୋରିଆ ଫ୍ରାନ୍ସ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ?
ଉତ୍ତର-ଖୁଦା ଦାଦ ଖାନ।

ପ୍ରଶ୍ନ-ସ୍ବାଧୀନତା ପରେ ଭାରତୀୟ ସୈନିକ ପ୍ରଥମ କମାଣ୍ଡର-ଇନ -ଚିଫ କିଏ ଥିଲେ ?
ଉତ୍ତର-ରାୟ ବୁସର ।

ପ୍ରଶ୍ନ-କେଉଁ ଅଲମ୍ପିକ ଖେଳରେ ପ୍ରଥମ ସ୍ଥାନ ପାଇଥିବା ବିଜେତାଙ୍କୁ ସୁନା ପଦକ ଦିଆଯାଇନଥିଲା ?
ଉତ୍ତର-୧୯୮୬ ଅଲମ୍ପିକ, ଏହା ପ୍ରଥମ ଅଲମ୍ପିକ ଥିବାରୁ ଏଥିରେ କେବଳ ରୁପା ଓ ବ୍ରୋଞ୍ଜ ପଦକ ଦିଆଯାଇଥିଲା।

ପ୍ରଶ୍ନ-ଶରୀରର କେଉଁ ଅଙ୍ଗ ରାତିରେ ବଡ଼ ହୋଇଯାଇଥାଏ।?
ଉତ୍ତର-ଆଖି ପରଦା ରାତିରେ ବଡ଼ ହୋଇଯାଇଥାଏ।

ପ୍ରଶ୍ନ-ବିଶ୍ୱରେ ସମୁଦାୟ କେତେ ଦେଶ ଅଛି ?
ଉତ୍ତର-୧୯୫ ଦେଶ ଅଧିକାର ପ୍ରାପ୍ତ ଅଛି ଓ ଅଧିକାର ପ୍ରାପ୍ତ ପାଇନଥିବା ମିଶି ମୋଟ ୨୪୫ ଦେଶ ଅଛି।

ପ୍ରଶ୍ନ-ପ୍ରଶ୍ନ:ଭାରତୀୟ ନୋଟ ଉପରେ କେତେ ପ୍ରକାର ଭାଷା ଲେଖାହୋଇଥାଏ ?
ଉତ୍ତର-୧୭ ଭାଷା

ପ୍ରଶ୍ନ-ଦାଦା ସାହେବ ଫଲକେ ପୁରସ୍କାର କେବେ ପ୍ରଥମେ ଆରମ୍ଭ ହୋଇଥିଲା ଓ କାହାକୁ ଦିଆଯାଇଥିଲା।?
ଉତ୍ତର-୧୯୬୯ ରେ ଆରମ୍ଭ ହୋଇଥିଲା ଓ ପ୍ରଥମେ ପ୍ରସିଦ୍ଧ ଅଭିନେତ୍ରୀ ଦେବିକା ରାଣୀ ଙ୍କୁ ଦିଆଯାଇଥିଲା।

ପ୍ରଶ୍ନ-ଗାୟତ୍ରୀ ମନ୍ତ୍ର କେଉଁ ଗ୍ରନ୍ଥ ରୁ ଆସିଛି?
ଉତ୍ତର-ଋକବେଦରୁ।

ପ୍ରଶ୍ନ-ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେଉଁ ଦିନ ପାଳନ କରାଯାଏ?
ଉତ୍ତର-୨୮ ଫେବୁଆରୀ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ।

Leave a Reply

Your email address will not be published.