IAS ପରୀକ୍ଷାରେ ଏଭଳି ପ୍ରଶ୍ନ ସବୁ ପଚରା ଯାଏ ଯାହାକି ଆପଣଙ୍କ ମୁଣ୍ଡ ଖରାପ କରିଦେବ। IAS ପରୀକ୍ଷା ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ବିବେଚନା କରାଯାଏ।ଯଦି ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଏ। IAS ସାକ୍ଷାତକାରରେ ଯାହା ଆବଶ୍ୟକ ହୁଏ ତାହା ହେଉଛି ଆତ୍ମବିଶ୍ୱାସ।
ପ୍ରଶ୍ନ : ବିଶ୍ୱରେ ସମୁଦାୟ କେତୋଟି ଦେଶ ଅଛି ?
ଉତ୍ତର : ବିଶ୍ୱରେ ସମୁଦାୟ ୩୫୩ ଟି ଦେଶ ଅଛି ।
ପ୍ରଶ୍ନ : ଭାରତର ପ୍ରଥମ ରକ୍ଷାମନ୍ତ୍ରୀ କିଏ ଥିଲେ ?
ଉତ୍ତର : ପ୍ରଥମ ରକ୍ଷାମନ୍ତ୍ରୀ ଭାବେ ସର୍ଦ୍ଧାର ବଲ୍ଲଭଭାଇ ପଟେଲ୍ ଥିଲେ ।

ପ୍ରଶ୍ନ : ଗୋଟିଏ ସ୍ତ୍ରୀ ସମସ୍ତଙ୍କ ଆଗରେ ଖୋଲି ପାରିବ କିନ୍ତୁ ତାର ସ୍ଵାମୀ ଆଗରେ ଖୋଲି ପାରିବ ନାହିଁ ତାହା କଣ ?
ଉତ୍ତର – ମଙ୍ଗଳ ସୂତ୍ର
ପ୍ରଶ୍ନ : ଭାରତରେ ସ୍ପିଡ୍ ପୋଷ୍ଟ ସେବା କେବେ ଆରମ୍ଭ ହୋଇଥିଲା ?
ଉତ୍ତର : ୧୯୮୬ ମସିହାରେ
ପ୍ରଶ୍ନ : ବିଶ୍ୱ ଡାକ ଦିବସ କେବେ ପାଳିତ ହୋଇଥାଏ ?
ଉତ୍ତର : ଏହା ୯ ଅକ୍ଟୋବରକୁ ପାଳିତ ହୁଏ ।
ପ୍ରଶ୍ନ : ଭାରତର ପ୍ରଥମ ମହିଳା ଲୋକସଭା ଅଧ୍ୟକ୍ଷ କିଏ ଥିଲେ ?
ଉତ୍ତର : ମୀରା କୁମାର ଥିଲେ ।
ପ୍ରଶ୍ନ : ଭଗବତ ଗୀତାରେ ଅଧ୍ୟାୟ ଓ ଶ୍ଲୋକର ସଂଖ୍ୟା କେତେ ଅଛି ?
ଉତ୍ତର : ୧୮ ଟି ଅଧ୍ୟାୟ ଓ ୭୦୦ ରୁ ଅଧିକା ଶ୍ଳୋକ ଅଛି ।
ପ୍ରଶ୍ନ : ବିଶ୍ୱରେ କେଉଁ ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏକ ବର୍ଷର ହୋଇଥାଏ ?
ଉତ୍ତର : ସ୍ୱିଜରଲ୍ୟାଣ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏକ ବର୍ଷର ହୋଇଥାଏ ।
ପ୍ରଶ୍ନ : ନକ୍ ଆଉଟ୍ କେଉଁ ଖେଳ ସଂବନ୍ଧିତ ଅଟେ ?
ଉତ୍ତର : ନକ୍ ଆଉଟ୍ ବକ୍ସିଙ୍ଗ୍ ଖେଳ ସହ ସଂବନ୍ଧିତ ଅଟେ ।
ପ୍ରଶ୍ନ : କାହାର ସାହାଯ୍ୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଭାରତରେ ପ୍ରଥମ ମହାନ୍ ରାଜ୍ୟର ସ୍ଥାପନା କରିଥିଲେ ?
ଉତ୍ତର : କୌଟିଲ୍ୟଙ୍କ ସାହାଯ୍ୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଭାରତରେ ପ୍ରଥମ ମହାନ୍ ରାଜ୍ୟର ସ୍ଥାପନା କରିଥିଲେ ।
ପ୍ରଶ୍ନ : ଚାହାକୁ ଶୁଦ୍ଧ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର : ଚାହାକୁ ଶୁଦ୍ଧ ହିନ୍ଦୀରେ ଦୁଗ୍ଧ ଜଳ ମିଶ୍ରିତ ଶର୍କରା ଯୁକ୍ତ ପର୍ବତୀୟ ବୁଟି କୁହାଯାଏ ।

ପ୍ରଶ୍ନ : ବିଶ୍ୱର ଅଧିକା ଜନସଂଖ୍ୟା ବାଲା ସହର କେଉଁଟା ?
ଉତ୍ତର; ସବୁଠାରୁ ଅଧିକା ଜନସଂଖ୍ୟା ବାଲା ସହର ହେଲା ଟୋକିଓ ଯାହାକି ଜାପାନରେ ଅଛି ।
ପ୍ରଶ୍ନ : ଗୋଟେ ବିଲେଇର ତିନୋଟି ଛୁଆ ଥିଲେ ,ଜାନୁୟାରି,ଫେବୃୟାରୀ, ମାର୍ଚ୍ଚ , ବିଲେଇର ନାଁ କଣ ଥିଲା ?
ଉତ୍ତର : ଏହି ପ୍ରଶ୍ନରେ ଏହାର ଉତ୍ତର ଲୁଚି ରହିଛି , ବିଲେଇର ନାଁ କଣ ଥିଲା ।
ପ୍ରଶ୍ନ : ଯଦି ଦୁଇଟି କମ୍ପାନୀ ଓ ୩ଟି ଭିଡ୍ , ତେବେ ୪ ଓ ୫ କଣ ହେବ ?
ଉତ୍ତର : ୯ ହେବ୍ , କାରଣ ୪ ଓ ୫ ସବୁବେଳେ ୯ ହୋଇଥାଏ ।
ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହା ପଡିଥାଏ କିନ୍ତୁ ଭାଙ୍ଗେ ନାହିଁ ?
ଉତ୍ତର : ବର୍ଷା ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।