ପସନ୍ଦ କରନ୍ତୁ ଗୋଟେ ନମ୍ବର୍ ଆଉ ଜାଣନ୍ତୁ କିଛି ଗୁପ୍ତ କଥା।
ଆପଣଙ୍କ ଆଗରେ ଆମେ ୬ ଟି ନମ୍ବର୍ ଦେଇଛୁ ଆଉ ଏମାନଙ୍କ ଭିତରେ ଥିବା ନମ୍ବର୍ ଗୁଡିକ ଭିତରୁ କେଉଁ ନମ୍ବର୍ ଆପଣଙ୍କୁ ଅଧିକ ଆକର୍ଷିତ କରିଲା ଆଉ କେଉଁ ନମ୍ବର୍ ଉପରେ ଆପଣଙ୍କ ଆଖି ଯାଇଁ ଆଜି ଅଟକି ଗଲା ଆଉ ଏହି କଥା ଗୁଡିକ ସବୁ ଆପଣଙ୍କ ବିଷୟରେ କିଛି ଖାସ କଥା କହିଥାଏ।ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁଟିକୁ।ତାହେଲେ ଆପଣ ଯଦି ଏ ବିଷୟରେ ଜାଣିବାକି ଚାହୁଁଛନ୍ତି ତାହେଲେ ଆଗକୁ ନିଶ୍ଚିତଭାବରେ ପଢ଼ନ୍ତୁ।ତେବେ ଆପଣ ଯେଉଁ ଜିନିଷକୁ ନେଇ ଦ୍ବିଧା ଭିତରେ ଗତି କରୁଛନ୍ତି କିନ୍ତୁ ଆପଣ ଯେଉଁ କଥାକୁ ନେଇ ଚିନ୍ତା ଭିତରେ ରହୁଛନ୍ତି।ଆଉ ଆପଣଙ୍କର ଏହି ସବୁ କଥାର ସମାଧାନ ଆପଣଙ୍କ ଏହି ନମ୍ବର୍ ଭିତରେ ଲୁଚି ରହିଛି।ତାହେଲେ ଏହି ନମ୍ବର୍ ଭିତରୁ ବାଛନ୍ତୁ ନିଜ ପସନ୍ଦର ଗୋଟିଏ ନମ୍ବର ଆଉ ଜାଣନ୍ତୁ ନିଜ ବିଷୟରେ।

୧.ପ୍ରଥମରେ ଆସିବ ଏକ ନମ୍ବର୍ ବା (୧),ଯଦି ଆପଣଙ୍କୁ ଏହି ନମ୍ବର୍ ଆକର୍ଷିତ ଲାଗିଲା ବା ଯାହା ପ୍ରଥମେ ରହିଛି।ଆପଣ ଏହାକୁ ବାଛିଛନ୍ତି ତାହେଲେ ଏହାର ଅର୍ଥ,ଏହା ଅଟେକି ଆପଣ ପ୍ରତ୍ୟକ ଜିନିଷ ଠାରୁ ଆପଣ ନିଜର ସ୍ୱତନ୍ତ୍ରତାକୁ ଅଧିକ ପ୍ରାଥମିକ ଦେଇଥାନ୍ତି।ଏହୂ ନମ୍ବର୍ ଆପଣଙ୍କୁ କହିଥାଏକି ଆପଙ୍କୁ ସଭ୍ୟତା ଓ ଜଞ୍ଜାଳର ମୁକ୍ତି ଆଵଶ୍ୟକ।ଆପଣଙ୍କୁ ଏକ ଏପରି ସ୍ଥାନକୁ ଜିବାର ଆଵଶ୍ୟ ଜାହାଦ୍ଵାରା ଆପଣ ଜଞ୍ଜାଳକୁ ଭୁଲି ନିଜ ଜୀବନ ଉପରେ ଧ୍ୟାନ ଦେଇ ପାରିବେ।ଆଉ ନିଜ ଭିତରେ ଉଠୁଥିବ ଶଦ୍ଧକୁ ଆପନ୍ନଭୁତ ଭଲ ଭାବରେ ଶୁଣି ପାରିବେ।
୨.ଦ୍ଵିତୀୟରେ ଆସିବ ଦୁଇ ନମ୍ବର୍ (୨),ଏହାକୁ ବାଛିବାର ନିର୍ଣ୍ଣୟ ଏହା ଦର୍ଶାଉଛିକି ଆପଣଙ୍କ ଜୀବନ ଧୀରେ ଧୀରେ ପରିବର୍ତ୍ତନର ରୂପ ନେଉଛି।ଆଉ ବହୁତ ଶିଘ୍ର ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି।ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିବ ଓ ଆଉ ତାକୁ ଜେବଳ ଆପଣ ହିଁ ଜାଣି ପରିବେ।ପ୍ରେମ ସମ୍ବନ୍ଧରେ ମଧ୍ୟ ଆପଣ ନିଜେ ପରିମାର୍ଜିତ ଅନୁଭବ କରିବେ।
୩.ତୃତୀୟରେ ଆସିବ ତିନି ନମ୍ବର୍ (୩),ଯେଉଁମାନେ ବି ତୃତୀୟ ନମ୍ବରକୁ ବାଛିଛନ୍ତି।ତାହେଲେ ଏହି ନମ୍ବର୍ ଆପଣଙ୍କ ବିଷୟରେ କହୁଛିକି ଆପଣ ବହୁତ ଆଶା ବାଦୀ ପ୍ରକୃତିର ବ୍ୟକ୍ତି ଅଟନ୍ତି।ଆପଣଙ୍କ ଭବିଷ୍ୟତ ଯେତେ ଉଜ୍ଜ୍ୱଳ ହୋଇପାରେ ତାହା ଅଵଶ୍ୟହିଁ ହେବ।ଆପଣ ଅନ୍ୟମାନଙ୍କ ଭାବନା ଓ ଦୁଃଖକୁ ଯେତେ ଅଧିକ ବୁଝି ପାରିବେ,ତାହେଲେ ଆପଣଙ୍କୁ ସେତେ ଅଧିକ ଲାଭ ପ୍ରାପ୍ତ ହେବ।
୪.ଚତୁର୍ଥରେ ଆସିବ ଚାରି ନମ୍ବର୍ (୪),ଚତୁର୍ତ୍ତ ନମ୍ବର୍ ବାଛିବାର ଅର୍ଥ ଏହା ଅଟେକି ଆପଣଙ୍କ ଚେତନା ଏହା କହୁଛିକି,ଏବେ ଯେଉଁ ସମୟ ଚାଲିଛି,ତାହା ପୁରୁଣା ଜିନିଷ ପୁରୁଣା ସମ୍ଵନ୍ଧ ଏବଂ ପୁରୁଣା ଜୀବନ ଶୈଳୀରୁ ଏକ ଅବସର ନେବର ଅଛି।ଆପଣଙ୍କୁ ନିଜର ନୂତନ ଜୀବନ ପ୍ରତି ଧ୍ୟାନ ଦେବାକୁ ପଡିବ।ଆଉ ଧିରେ ଧିରେ ପୁରୁଣା ଏକଥାକୁ ଭୁଲି ଆଗକୁ ବଢ଼ିବାରେ ଲାଗିବ।ଆପଣ ଆପଣଙ୍କ ମସ୍ତିଷ୍କରେ ସମ୍ପୂର୍ଣ୍ଣ ଭାବରେ ଇର୍ଷା ଓ ଦ୍ଵେଷର ଭାବନାକୁ ନଷ୍ଟ କରିଦେବା ଆଵଶ୍ୟକ ଅଟେ।

୫.ପଞ୍ଚମରେ ଆସିବ ପାଞ୍ଚ ନମ୍ବର୍ (୫),ପାଞ୍ଚ ନମ୍ବର ବାଛିବାର ଅର୍ଥ ଆପଣଙ୍କ ମୃତ ପୂର୍ଵଜ କିମ୍ବା ଆପଣଙ୍କ ପ୍ରିୟ ମୃତ ସମ୍ପର୍କୀୟ ଆପଣଙ୍କ ପାଖକୁ କିଛି ବିଶେଷ ସୂଚନା ଦେବାକୁ ଚେଷ୍ଟା କରୁଛନ୍ତି।ତାହେଲେ ଆପଣଙ୍କୁ ଏପରି କିଛି ଭାବନାକୁ ବୁଝିବା ଓ ଜାଣିବାର ପ୍ରୟାସ କରିବାର ଅଛି।
୬.ଛଅ ରେ ଆସିବ ଛଅ ନମ୍ବରରେ (୬),ଏହି ନମ୍ବରକୁ ବାଛିବାର ଅର୍ଥ ଏହା ଅଟେକି ଆପଣଙ୍କ ଭିତରେ ଥିବା ରୋମାଣ୍ଟିକ ବ୍ୟକ୍ତିତ୍ୱର ରହସ୍ୟ ଖୋଲୁ ଅଛି।ଯାହାକୁ ସର୍ବଦା ଡିଆଁ ଡେଇଁ କରିବା ଓ ମଜା ମସ୍ତି କରିବା ସବୁଠାରୁ ଅଧିକ ଆଗ୍ରହ ଅଟେ।ଆପଣଙ୍କୁ ନୂଆ ନୂଆ ଅନୁଭବକୁ ପାଇବା ଓ ତାକୁ ଅନୁଭବ କରିବା ଆବଶ୍ୟକ ଅଟେ।ଆପଣ ନୂଆ ନୂଆ ମିତ୍ର କରିବା ପାଇଁ ଆପଣ ସର୍ବଦା ତତ୍ପରେ ରହିଥାନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।