ମାଳିକା ବଚନ, ଏମିତି ଶେଷ ହେବ କଳିଯୁଗ, ବଞ୍ଚିବେ କେନ୍ଦ୍ରାପଡ଼ା ବାସୀ

ନମସ୍କାର,ଆମେ ଆପଣ ମାନଙ୍କର ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ ଆଜି ଆମେ ଏଠାରେ ମହାପୁରୁଷ ମାନଙ୍କ ଦ୍ୱାରା ୬୦୦ ବର୍ଷ ତଳେ ବର୍ଣ୍ଣିତ ହୋଇଥିବା ଠାର ଗାରରେ ପୁର୍ଣ୍ଣ ଏକ ଭବିଷ୍ୟ ବାଣୀ ବିଷୟରେ ଆଲୋଚନା କରିବାକୁ ଯାଉଛେ।ତେଣୁ ମହାପୁରୁଷ ମାନେ ଅନେକ ଆଗତ ଓ ଭବିଷ୍ୟତ କଥା ଠାର ଗାରରେ ସେ ମାଳିକାରେ ଵର୍ଣ୍ଣନା କରିଛନ୍ତି।ସୌ ଆମେ ମାନେ ଆମ କମ ବୁଦ୍ଧି ସତ୍ୱେ ମଧ୍ୟ ଆମେ ଏହାକୁ ବୁଝେଇବାକୁ ପ୍ରୟାସ କରୁଛୁ।ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁତଥିବ ମହାପୁରୁଷ କଣ କେବଳ ବାତ୍ୟା ବନ୍ୟା ପ୍ରଳୟ ମହାପ୍ରଳୟ ବିଷୟରେ ଲେଖିଛନ୍ତି ଆଉ କଣ କିଛି ଭଲ କଥା କିଛି ଲେଖି ନାହାନ୍ତି।

ମହାପୁରୁଷ ମାନେ ଅନେକ କଥା ଜୀଵ ଉଦ୍ଧାର ପାଇଁ ଓ ଜୀଵ ମାନଙ୍କ କଲ୍ୟାଣ ପାଇଁ ଲେଖିଛନ୍ତି।ଗୋଟେ ମଣିଷ ଗୁରୁ ଆଶ୍ରିତ ହେଲେ ଲାଭ କଣ ସେ ବିଷୟରେ ମଧ୍ୟ ବହୁତ ଭଲ ଭାବରେ କହିଛନ୍ତି।ଆଉ ଏହି ବିଶ୍ୱ ପ୍ରଲୟ ସମୟରେ କେଉଁ ପ୍ରଭୁ ଆମକୁ ରକ୍ଷା କରିବେ ସେ ବିଷୟରେ ମଧ୍ୟ କହିଛନ୍ତି ମହାପୁରୁଷ ମାନେ।ମଣିଷ କହାକୁ ବିଶ୍ୱାସ କରିବା ଦରକାର ଓ ବିଶ୍ୱାସ କରିବା ଦ୍ବାରା ମଣିଷ ଠକି ହେବ ନାହିଁ କିପରି ସେକଥା ମଧ୍ୟ କୁହାଯାଇଛି।ଆଜି ଆମେ ଜାଣିବା ମାଳିକାରେ ଲିଖିତ ହୋଇଥିବା ଭବିଷ୍ୟବାଣୀ ଅନୁସାରେ ଆମକୁ ସେହି ମହାବିପତ୍ତିରେ କିଏ ଉଦ୍ଧାର କରିବେ ସେ ବିଷୟରେ ମଧ୍ୟ ଆମେ ଜାଣିବାକୁ ପାଇବା।ମହାପୁରୁଷ ମାନେ କହିଛନ୍ତି ଯେଉଁମାନେ ପୁଣ୍ୟାତ୍ମା ବା ଯେଉଁମାନେ ସବୁପ୍ରକାରର ମୋହ ମାୟା ତ୍ୟାଗକରି ଈଶ୍ଵରଙ୍କ ସରଣରେ ଲିନ ରହିଥାଏ ତାହେଲେ ତାଙ୍କୁ ସେ ଭଳି ବିପଦ ସମୟରେ ଭଗବାନ ବଳଦେବଜିଉ ରକ୍ଷା କରିବେ।

ଆଉ ସେ ପୁଣ୍ୟାତ୍ମାମା ତାଙ୍କୁ ନେଇ ବିଭିନ୍ନ ପାହାଡ଼ ଆଦି ଗିରି ମାନଙ୍କରେ ଯତ୍ନରେ ଓ ସ୍ନେହରେ ରଖିବେ।ମହାପୁରୁଷ ମାନେ ଆମକୁ ନିର୍ଦ୍ଧେଶ ଦେଇଛନ୍ତି ଅଜପା ମନ୍ତ୍ରକୁ ଜପ କରିବୁ ବା ଗାୟତ୍ରୀ ମନ୍ତ୍ରକୁ ଜପ କରିବୁ।ସେ ଏଠାରେ ସବୁ ନାମକୁ ପ୍ରାଧାନ୍ୟ ଦେଇଛନ୍ତି ଆଉ ଗୁରୁ ନକରିପାରିଲେ ଏସବୁର ଅର୍ଥ ଆପଣ ମାନେ ବୁଝି ପାରିବେ ନାହିଁ।ତାପରେ ମହାପୁରୁଷ ମାନେ କହିଛନ୍ତି ହେ ଜ୍ଞାନୀମାନେ ହେ ପୁଣ୍ୟାତ୍ମାମା ମାନେ ଏହି ଭଳି ବ୍ରହ୍ମ ଜ୍ଞାନକୁ ପ୍ରାପ୍ତି କରିବାକୁ ହେଲେ ନିଜର ଏକ ଗୁରୁ କରିବା ଆବଶ୍ୟକ।ଏହାର କାରଣ ହେଳା ଗୁରୁ ଆମ ସମସ୍ତଙ୍କୁ ଆଜ୍ଞାନ ରୁପକ ପାପ ଠାରୁ ଦୁରେଇ ରଖି ଆକୁ ଜ୍ଞାନର ଆଲୋକ ପ୍ରଦାନ କରିବେ।

ମହାପୁରୁଷ ମାନେ କହିଛନ୍ତି ଏହି କଳିକାଳ ଯେତେବେଳେ ନିଜର ପାଦୃଭାବ ଆରମ୍ଭ କରିବ ସେ ସମୟରେ ବଳଦେବଜୀଉ ସବୁ ସାଧୁ ଓ ସନ୍ଥ ମାନଙ୍କୁ ନେଇ ସୁରକ୍ଷିତ ଭାବରେ ଏକ ସ୍ଥାନରେ ରଖିନେବେ ଆଉ ତାଙ୍କର ପାଳନ ପୋଷଣ ସବୁ କରିବେ।ନାମ ବ୍ରହ୍ମକୁ ଆଶ୍ରୟ କଲେ ସେମାନେ ଭେଦ ବିଚାର କରିବେ।ମହାପୁରୁଷ ଏଠାରେ ବଡ଼ ସୁନ୍ଦର ଭାବରେ କହିଛନ୍ତିକି ତମେ ଗୁରୁ ଆଶ୍ରିତ ନେହେଲେ ଏ ସଂସାରରୁ ଆପଣ ମାନେ କେବେ ହେଲେ ଉଦ୍ଧାର ପାଇବେ ନାହିଁ କି ତରି ପାରିବେ ନାହିଁ।ଆପଣ ମାନେ ତ୍ରାହି ପାଇବାକୁ ଚାହୁଁଛନ୍ତି ତାହଲେ ନାମ ବ୍ରହ୍ମ ଜପକରିବା ଆଵଶ୍ୟକ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.