ଉଷଶି ମିଶ୍ର ଙ୍କ ଝିଅଙ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ବାପ୍ ରେ ଏତେ ସୁନ୍ଦର

ଉସସି ମିଶ୍ରଙ୍କର ପରିବାର ଓ ତାଙ୍କ କ୍ୟାରିଅର ବିଷୟରେ। ପ୍ରାୟ ଓଡ଼ିଶାର ପ୍ରତ୍ୟକ ଲୋକ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି।ଆଉ ସେଥିରେ ଅଭିନୟ କରୁଥିବା ଅନେକ କଳାକାରଙ୍କର ଅଭିନୟ ବହୁତ ଲୋଙ୍କୁ ପସନ୍ଦ ଆସିଥାଏ।ଆଉ ଯେଉଁମାନେ ଓଡ଼ିଆ ସିନେମା ଦେଖୁଛନ୍ତି ସେମାନେ ଓଲିଉଡ ଚଳଚ୍ଚିତ୍ର ଜଗତ ବିଷୟରେ ଭଲ ଭାବରେ ଜାଣିଥିବେ।ଆଉ ଏହି ଓଡ଼ିଆ ଅଭିନେତ୍ରୀ ଓ ଅଭିନେତା ମାନଙ୍କ ମଧ୍ୟରୁ ବହୁତ ଲୋକଙ୍କର ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମଧ୍ୟ ଥିବେ।ଯେଉଁମାନଙ୍କୁ ଲୋକମାନେ ରୂପଲି ପରଦାରେ ଦେଖିବାକୁ ବହୁତ ପସନ୍ଦ କରୁଥିବେ।ଆଜି ଆମେ ସେମିତି ଏକ ଅଭିନେତ୍ରୀଙ୍କ ବିଷୟରେ କଥା ହେବାକୁ ଯାଉଛୁ।ଆଉ ଏହି ଅଭିନେତ୍ରୀଙ୍କର ଅଭିନୟ ଦ୍ୱାରା ଓଡ଼ିଶାର ଲୋକ ପ୍ରାୟ ମନୋରଞ୍ଜନ ହେବାରେ ଲାଗିଛନ୍ତି।ଆଜି ଆମେ କଥା ହେବାକୁ ଯାଉଛୁ ଓଡ଼ିଆ ଅଭିନେତ୍ରୀ ଉସସୀ ମିଶଙ୍କ ବିଷୟରେ।

ଆଜି ଆମେ ତାଙ୍କ ବିଷୟରେ ସବୁ ପ୍ରକାରର ଟିକିନିକି କଥା ଜାଣିବାକୁ ପାଇବା।ଯେମିତି ସେ କେଉଁଥରେ ଜନ୍ମ ଲାଭ କରିଥିଲେ ଏବେ କେଉଁଠି ଅଛନ୍ତି,ତାଙ୍କର ଘର କେଉଁଠି,ଆଉ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ବିଷୟରେ ଆମେମାନେ ଆପଣଙ୍କୁ ଜନୈବକୁ ଯାଉଛୁ।ଆଉ ତାଙ୍କର ବ୍ୟକ୍ତିଗତ ଜୀବନ ତାଙ୍କର ପିଲା ଛୁଆ ସମସ୍ତଙ୍କ ବିଷୟରେ ଟିକିନିକି ଖବର ଆପଣଙ୍କୁ ଜଣାଇବାକୁ ଯାଉଛୁ।ଯଦି ଆପଣ ଏସବୁ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆଗକୁ ନିଶ୍ଚିତଭାବେ ପଢ଼ନ୍ତୁ।

ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସବୁ ଟିକିନିକି ଘଟଣା ଉସସି ମିଶଙ୍କର ପ୍ରକୃତ ନାମ ହେଉଛି ଉସସି ମିଶ୍ର।ଆଉ ଏହି ଅଭିନେତ୍ରୀ ଉସସି ମିଶଙ୍କର ଜନ୍ମ ହୋଇଥିଲା ଅଗଷ୍ଟ ମାସର ୩ ତାରିଖରେ।ଆଉ ବର୍ତ୍ତମାନ ଯଦି ଆପଣ ଦେଖିବେ ତାହେଲେ ଉସସି ମିଶ୍ର ଭୁବନେସ୍ୱରରେ ରହୁଛନ୍ତି।ତେବେ ଚାଲନ୍ତୁ ଜାଣିବା ଆମ ଓଡ଼ିଆ ଅଭିନେତ୍ରୀ ଉସସି ମିଶ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ।ଉସସି ମିଶ୍ର ମୁର୍ସିଦା ବାଦର କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ଯାହା ପଶ୍ଚିମବଙ୍ଗରେ ଅଛି ସେଠାରେ ସେ ପାଠ ପଢୁଥିଲେ।ଏହା ସହିତ ଉସସି ମିଶ୍ରଙ୍କର କଲେଜ ଟାଇମ ରମାଦେବୀ ମହାବିଦ୍ୟାଳୟରେ ପାଠ ପଢିଥିଲେ ଯାହା ଭୁବନେଶ୍ୱରରେ ପଢିଥିଲେ।ଉସସି ମିଶ୍ର ଫେସନ ଡିଯାଇନର କୋର୍ସ କରି ସାରିଛନ୍ତି।

ଉସସି ମିଶ୍ରଙ୍କର ପରିବାର କହିଲେ କେବଳ ତାଙ୍କ ବାପା ମା ଅଟନ୍ତି।ଉସସି ମିଶ୍ର ଏକାଧାରାରେ ଓଡ଼ିଆ,ତେଲୁଗୁ ଛତିଶଗଡି ଭାଷାରେ ମଧ୍ୟ ଚଳଚ୍ଚିତ୍ର କରି ସାରିଛନ୍ତି।୧୯୯୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ ଓସସି ମିଶ୍ର।ଏହାପରେ ୧୯୯୯ ମସିହାରେ ଧର୍ମନିକିତି,୨୦୦୩ ମସିହାରେ ବାହୁଡିବେ ମୋ ଜଗା ବଳିଆ।ଆଉ ସେ ଯାତ୍ରାରେ ମଧ୍ୟ କାମ କରି ସାରିଛନ୍ତି।ସେ ଅନେକ ଗୁଡିଏ ଚଳଚ୍ଚିତ୍ର କରିବା ସହିତ ଓଡ଼ିଆରେ ବହୁତ ଗୁଡିଏ ଆଲବମ ମଧ୍ୟ କରି ସାରିଛନ୍ତି।ସେ ଜଣେ ବହୁତ ପ୍ରତିଭାଷାଳି ଅବିନେତ୍ରୀ ଅଟନ୍ତି ଆଉ ନିଜ ଜୀବନରେ ସେ ବହୁତ ପରିଶ୍ରମ କରି ଆଜି ଏ ପରିସ୍ଥିତିରେ ପହଁଚି ସାରିଛନ୍ତି।ଆଉ ସେ ବହୁତ ଆଗରୁ ଅନେକ ଗୁଡିଏ ଓଡ଼ିଆ ଚଳଚ୍ଚିତ୍ର କରି ସାରିଛନ୍ତି।ଆଉ ତାଙ୍କର ଏଭଳି ପ୍ରତିଭା ପାଇଁ ପ୍ରାୟ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଜି ତାଙ୍କର ନାମ ବନେଇ ସାରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.