ଅଭିନେତା କୁନା ତ୍ରିପାଠୀ ଙ୍କ ଝିଅ ଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆସନ୍ତୁ ଜାଣିବା କୁନା ତ୍ରିପାଠୀଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ।

ଆଜି ଆମେ କଥା ହେବାକୁ ଯାଉଛେ ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା କୁନା ତ୍ରିପାଠୀଙ୍କ ବିଷୟରେ।ଯିଏକି ଏକାଧାରାରେ ଜଣେ ଅଭିନେତା ନିର୍ଦ୍ଦେଶକ,ଲେଖକ,ଉପସ୍ଥାପକ।ଏହା ସହିତ ତାଙ୍କୁ ଏକ କମେଡିଆନ କହିଲେ ମଧ୍ୟ ଅତୃକ୍ତି ହେବ ନାହିଁ।ଆଜି ଆମେ ଏଠାରେ କୁନା ତ୍ରିପାଠୀଙ୍କର ଘର ପରିବାର ଓ ସମ୍ପତ୍ତି କେତେ ଆଉ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ବିଷୟରେ ଜାଣିବା।

ଯେମିତି ତାଙ୍କର ଝିଅ ଯାହାଙ୍କୁ ଆପଣ କେବେ ହେଲେ ମଧ୍ୟ ସୋସିଆଲ ମେଡିଆରେ ଦେଖିବାକୁ ପାଇ ନଥିବେ।ଏଠାରେ ଆପଣମାନେ ତାଙ୍କ ବିଷୟରେ ସବୁ କିଛି ଜାଣିବାକୁ ପାଇଯିବେ ତେଣୁ ଆଗକୁ ନିଶ୍ଚିତଭାବରେ ପଢ଼ନ୍ତୁ।ତାହେଲେ ଆସନ୍ତୁ ଜାଣିବା କୁନା ତ୍ରିପାଠୀଙ୍କ ବିଷୟରେ।ତାଙ୍କର ପ୍ରକୃତ ନାମ ହେଉଛି ସତ୍ୟବ୍ରତ ତ୍ରିପାଠୀ।

ତତାପୀ ସାରା ଓଡ଼ିଶାରେ ସେ କୁନା ତ୍ରିପାଠୀଙ୍କ ନାମରେ ପରିଚିତ ଅଟନ୍ତି।୧୯୬୮ ମସିହାରେ କଟକ ଠାରେ କୁନା ତ୍ରିପାଠୀ ଜନ୍ମ ଗ୍ରହଣ କରିଥିଲେ।ଆଉ ବର୍ତ୍ତମାନ ସମୟରେ ସେ ସେହି କଟକରେ ବସବାସ କରୁଛନ୍ତି।କୁନା ତ୍ରିପାଠୀଙ୍କର ବାପାଙ୍କ ନାମ ପରମାନନ୍ଦ ତ୍ରିପାଠୀ,ଆଉ ତାଙ୍କ ବାପା ଏକ ସରକାରୀ ଚାକିରୀ କରିଥିଲେ।କୁନା ତ୍ରିପାଠୀଙ୍କର ପତ୍ନୀଙ୍କର ନାମ ସଂଗୀତାନନ୍ଦ ତ୍ରିପାଠୀ।ଏହା ସହିତ କୁନା ତ୍ରିପାଠୀଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି।ଆଉ ତାଙ୍କର ଝିଅ ଆଜି ପର୍ଯ୍ୟନ୍ତ ସୋସିଆଲ ମେଡିଆରେ ଭାଇରାଲ ହେଓଇ ନାହାନ୍ତି।କୁନା ତ୍ରିପାଠୀ ନିଜ ପିଲା ସିଂରୁ ଅଭିନୟ ପ୍ରତି ରୁଚି ରଖିଥିଲେ।କୁନା ତ୍ରିପାଠୀ ଡ୍ରାମା ଓ ନତ୍କୃ ନିଜ ଭବିଷ୍ୟତର ଆରମ୍ଭ କରିଥିଲେ।

କୁନା ତ୍ରିପାଠୀ ନିଜ କ୍ୟାରିଆରରେ ପ୍ରାୟ ୧୦୦ ଅଧିକ ନାଟକରେ କାମ କରି ସାରିଥିଲେ।ଏହାର ପରବର୍ତ୍ତୀ ସମୟରେ କୁନା ତ୍ରିପାଠୀ ଆକାଶ ବାଣୀରେ କାମ କରିବାକୁ ଲାଗିଲେ।ସେ ଯେତେବେଳେ ପ୍ରଥମେ ପ୍ରଥମେ ଚଳଚ୍ଚିତ୍ର ଜଗତରେ ପାଦ ଦେଲେ ତାଙ୍କୁ ଖଳନାୟକ ଭୂମିକାରେ କାମ କରିବାକୁ ପଡିଥିଲା।୧୯୯୫ ମସିହାରେ ସେ ପ୍ରଥମ କରି ଡିଡି ଓଡ଼ିଆର ଏକ ଧାରା ବାହିକରେ ନିଜର କାମ ଆରମ୍ଭ କରିଥିଲେ।ଆଉ ସେ ଧାରାବାହିକ ପ୍ରାୟ ତିନି ହଜାର ଏପିସୋଡ଼ ବିଶିଷ୍ଟ ରହିଥିଲା।ସେ ଅନେକ ମେଗା ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।ଏହା ସହିତ ସେ ଓଟିଭିରେ ପ୍ରସାରିତ ହେଉଥିବା ଏକ ରିଆଲିଟି ସୋ ଯାହା ହେଉଛି ନ୍ୟୁଜ ଫ୍ୟୁଜରେ ମଧ୍ୟ ସେ କାମ କରି ସାରିଛନ୍ତି।

ଏମିତି ଦେଖିବାକୁ ଗଲେ ସେ ଅନେକ ରିଆଲିଟି ସୋରେ ମଧ୍ୟ ଜର୍ଜ ଭାବରେ କାମ କରି ସାରିଥିଲେ।ଏହା ସହିତ କୁନା ତ୍ରିପାଠୀ ନିଜ କ୍ୟାରିଆରରେ ରାଜ୍ୟ ଚଳଚ୍ଚିତ୍ର ଜଗତ ଉନ୍ନୟନରେ ମଧ୍ୟ ଉନ୍ନୟନ କରିଥିଲେ।ଏହା ସହିତ କୁନା ତ୍ରିପାଠୀ ମଞ୍ଜରିରେ ପ୍ରସାରିତ ହେଉଥିବା ଏକ ସୋ ଖାଡେଙ୍ଗା କଲୋନୀରେ ମଧ୍ୟ ଦେଖିବାକୁ ଆସୁଛନ୍ତି।ଏବେ ଆସନ୍ତୁ ଜାଣିବା କୁନା ତ୍ରିପାଠୀଙ୍କର ସମ୍ପତ୍ତି ବିଷୟରେ।କୁନା ତ୍ରିପାଠୀ ଗୋଟେ ଚଳଚ୍ଚିତ୍ରରେ କାମ କରିବା ପାଇଁ ପ୍ରାୟ ୩ ରୁ ୫ ଲକ୍ଷ୍ୟ ପର୍ଯ୍ୟନ୍ତ ଟଙ୍କା ନେଇ ଥାନ୍ତି।

ଏହା ସହିତ ସେ ଯେକୌଣସି ସୋରେ ଜର୍ଜ ଭାବରେ ରହିଲେ ପାଖାପାଖି ୪୦-୫୦ ଟଙ୍କା ନେଇଥାନ୍ତି।ଆଉ ତାସହିତ ଯଦି ଦେଖିବା ବର୍ତ୍ତମାନ ସମୟରେ କୁନା ତ୍ରିପାଠୀ ନିଜ ପରିବାର ସହିତ କଟକରେ ରହୁଛନ୍ତି।ଆଉ କଟକରେ ମଧ୍ୟ ତାଙ୍କର ଏକ ଆଲିସାନ ଘର ରହି ଅଛି।ଆଉ ତାଙ୍କ ପାଖରେ ପ୍ରାୟ ୨-୩ ଟି କାର ରହିଛି।ପ୍ରସାରିତ ହେଉଥିବା ଖଡେଙ୍ଗା କଲୋନୀର ଏକ ଏପିଷୋଡ଼ରେ କାମ କଲେ ପ୍ରାୟ ୩୦-୫୦ ହଜାର ପାଖାପାଖି ଟଙ୍କା ନେଇ ଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.