ଓଡ଼ିଆ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଆଜି ଅମେ ଏଠାରେ ବହୁତ ଖାସ କଥା ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ।ଆଜି ଅମେ ଏଠାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାମ କରିଥିବା ସବୁ ଅଭିନେତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା।ଆଜି ଅମେ ଏଠାରେ ସବୁ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ଓ କେଉଁ ଠାରେ ପଢୁଥିଲେ ଓ କେତେବାଟ ପର୍ଯ୍ୟନ୍ତ ପଢ଼ି ଛନ୍ତି ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା।ସେଥିପାଇଁ ଆପଣ ଏହାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ତାହେଲେ ଚାଲନ୍ତୁ ଆଗକୁ ବଢିବ ଓ ଜାଣିବା ଓଡିଆ ଅଭିନେତ୍ରିଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ।ଆଉ ଆମେ ମାନେ ଏହାପାଇଁ ଏକ ଛୋଟ ତାଲିକା ପ୍ରସ୍ତୁତ କରିଛୁ ତେବେ ଆସନ୍ତୁ ଜଣାଇବା।

.ତେବେ ଆମର ତାଲିକାରେ ଏକ ନମ୍ବରରେ ଆସିବାକୁ ଯାଉଛନ୍ତି ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ।ଏହି ଅଭିନେତ୍ରୀ ବହୁତ ଗୁଡିଏ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିଛନ୍ତି।ଆପଣ ଦେଖିଥିବେ ଟିଭିରେ ତାଙ୍କର ଅନେକ ଗୁଡିଏ ବିଜ୍ଞାପନ ଆସିଥାଏ।ଅର୍ଚ୍ଚିତା ସାହୁ ବିଜ୍ଞାନରେ +୩ କରିଥିଲେ।ଆଉ ଏହାପରେ ସେ ବିଏସି ଶେଷ କରିବା ପରେ ଅଭିଣ୍ୟକୁ ନିଜ ଜୀବନର ମୁଳଲକ୍ଷ୍ୟ ଭାବରେ ଆପଣେଇ ଥିଲେ।ସେ ଡିଏଭି ଚନ୍ଦ୍ରଶେଖରପୁରରେ ନିଜର ପାଠ ପଢା ଆରମ୍ଭ କରିଥିଲେ।ଆଉ ତାଙ୍କର କଲେଜ ଉତ୍କଳ ୟୁନିଭରସିଟିରେ ସେ ପାଠ ପଢୁଥିଲେ।

୨.ତେବେ ଆମ ତାଲିକାର ଦ୍ଵିତୀୟ ନମ୍ବରରେ ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ପୁର୍ଣ୍ଣମ ମିଶ୍ର।ତାଙ୍କର ଶିକ୍ଷା ଯୋଗ୍ୟତା ହେଉଛି ସେ ଆର୍ଟରେ ଏମଏ କରିଛନ୍ତି।ଏହା ସହିତ ସେ କେଭି ହାଇସ୍କୁଲ ଭୁବନେଶ୍ୱରରେ ନିଜର ପାଠ ପଢା ଆରମ୍ଭ କରିଥିଲେ।ଆଉ ସେ କୀଟ ୟୁନିଭରସିଟି ରେ ନିଜର କଲେଜ ପଢିଥିଲେ।ଏହା ପରେ ସେ ନିଜର ଅଭିନୟ କ୍ୟାରିଅର ଉପରେ ବେସି ଗୁରୁତ୍ୱ ଦବାରେ ଲାଗିଥିଲେ।

୩.ତାପରେ ଆମ ତାଲିକାରେ ୩ ନମ୍ବରରେ ଆସିବାକୁ ଯାଉଛନ୍ତି ଅନୁ ଚୌଧୁରୀ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା ସେ ମାତ୍ର ଦଶମ ପାସ କରି ନିଜର ଅଭିନୟ ଜଗତରେ ପାଦ ଥାପିଛନ୍ତି।ସେ ବିଦ୍ୟାମଣି ଉଚ୍ଚ ବିଦ୍ୟାଳୟରେ ନିଜର ପାଠ ପଢ଼ିଥିଲେ।

୪.ତାପରେ ଆମ ତାଲିକାରେ ଆସିବାକୁ ଯାଉଛନ୍ତି ରିୟା ଦେ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଇଛି ସେ ବିଏ ସମ୍ପୂର୍ଣ୍ଣ କରିଛନ୍ତି ଆର୍ଟସରେ।ଆଉ ଏହି ଅଭିନେତ୍ରୀ +୩ ପରେ ନିଜର ଅଭିନୟ କ୍ୟାରିଅରକୁ ଆପଣେଇ ଥିଲେ।ଏହା ସହିତ ସେ ଶାଇନିଂ ସ୍କୁଲ ବାଲେସ୍ୱରରେ ପାଠ ପଢିଥିଲେ।ଆଉ ଏଫ.ଏମ ରେ ନିଜର କଲେଜ ଟାଇମ ଅତିବାହିତ କରିଥିଲେ।

୫.ତାପରେ ଆମ ତାଲିକାରେ ପାଞ୍ଚ ନମ୍ବରରେ ଆସିବାକୁ ଯାଉଛନ୍ତି ଏଲିନା ସାମନ୍ତ ରାୟ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଏକ ଆର୍ଟସ ଛାତ୍ର ଅଟନ୍ତି।ସେ ବିଏ ସାରିଲା ପରେ ଅଭିନୟକୁ ନିକ ଜୀବନର ଲକ୍ଷ୍ୟ ବନେଇ ସାରିଛନ୍ତି।ଏହି ଅଭିନେତ୍ରୀ ରେଭେନ୍ସାରେ ପାଠ ପଢୁଥିଲେ।

୬.ତାପରେ ଆମ ତାଲିକାର ପାଞ୍ଚ ନମ୍ବରରେ ଆସିବାକୁ ଯାଉଛନ୍ତି ଭୂମିକା ଦାସ।ଆଉ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ବର୍ତ୍ତମାନ ସମୟରେ +୨ ବିଜ୍ଞାନ ପଢୁଛନ୍ତି।ସେ ନିଜର ପାଠ ପଢା ସହିତ ଅଭିନୟ ମଧ୍ୟ ଜାରି ରଖିଛନ୍ତି।

୭.ତାପରେ ଆମ ତାଲିକାରେ ଆଦିବାକୁ ଯାଉଛନ୍ତି ସିବାଣୀ ସଂଙ୍ଗିତା ସେ ଛୁଆଟି ବେଳୁ ଅଭିନୟ ଜୀବନକୁ ଆପଣେଇ ଥିଲେ।ଆଉ ସେ ବର୍ତ୍ତମାନ +୨ ବିଜ୍ଞାନ ପଢୁଛନ୍ତି।

୮.ତାପରେ ଆମ ଆମ ତାଲିକାରେ ଆସିବାକୁ ଯାଉଛନ୍ତି ବର୍ଷା ପ୍ରିୟ ଦର୍ଶିନୀ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ଆହେଉଛି ସେ +୩ ଡିଗ୍ରୀ ହ
କରିଛନ୍ତି।ଆଉ ତାପରେ ବିଏ ଆର୍ଟସ ନେଇ କରିଛନ୍ତି।
ସେ ଶୈଳବାଳ ଓମେନ କଲେଜରେ ନିଜ ପାଠପଢ଼ା ସାରିଥିଲେ।

୯.ତାପରେ ଆମ ତାଲିକାରେ ଆସିବାକୁ ଯାଉଛନ୍ତି ରଚନା ବାନାର୍ଜୀ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଆର୍ଟସରେ ବିଏ କରିଛନ୍ତି।ଏହା ପରେ ସେ ଆସି ହୋରୋଇନ ହେଲେ।

୧୦.ତାପରେ ଶେଷରେ ଆମ ତାଳିକାରେ ଆଦିବାକୁ ଯାଉଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ।ଏହା ସେତେବେଳେ ସେ ଏବେ ନିକଟ ଅତୀତରେ ବାହା ହୋଇଛନ୍ତି।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ କମର୍ସରେ ଡିଗ୍ରୀ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.