ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
ପ୍ରଶ୍ନ ; ଏମିତି କେଉଁ ଫଳ ଯାହାକୁ ଶୋଷ ଲାଗିଲେ ପିଆ ଯାଏ, ଭୋକ ଲାଗିଲେ ଖିଆ ଯାଏ, ଶୀତ ଲାଗିଲେ ଜଳାଯାଏ?
ଉତ୍ତର; ନଡ଼ିଆ
ପ୍ରଶ୍ନ.ସହରରେ ରୋଜଗାର ଉତ୍ପନ କରିବା କେଉଁ ଯୋଜନାର ଅନ୍ତର୍ଭୁକ୍ତ?
ଉତ୍ତର-ସ୍ବର୍ଣ୍ଣ ଜୟନ୍ତୀ ସହରୀ ଯୋଜନା।ଏହା ୧ଡିସେମ୍ବର ୧୯୯୭ ରେ ଆରମ୍ଭ ହେଇଥିଲା।
ପ୍ରଶ୍ନ.ସହରରେ ନିର୍ଧନ ମାନଙ୍କୁ ମୋୖଳିକ ସୁବିଧା ଯୋଗାଇବା ପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ଜବାହରଲାଲ ନେହେରୁ ରାଷ୍ଟ୍ରୀୟ ସହର ନବୀକରଣ ମିଶନ।ଏହା ୩ ଡିସେମ୍ବର୨୦୦୫ ରେ ହୋଇଥିଲା।
ପ୍ରଶ୍ନ.ଗ୍ରାମୀଣ କ୍ଷେତ୍ର ରେ ଗରିବ ସଂଖ୍ୟା କମ କରିବା ପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ସ୍ବର୍ଣ୍ଣ ଜୟନ୍ତୀ ସ୍ୱରାଜଗାର ଯୋଜନା।ଏହି ଯୋଜନା ୧ ଅପ୍ରେଲ ୧୯୯୯ ରେ ହୋଇଥିଲା।

ପ୍ରଶ୍ନ.ବୀମା ସୁବିଧା ଉପଲବ୍ଧ କରିବା ପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ଜନ ଶ୍ରୀ ବୀମା ଯୋଜନା।୧୦ ଅଗଷ୍ଟ ୨୦୦୦ ରେ ହୋଇଥିଲା।
ପ୍ରଶ୍ନ.ଗ୍ରାମୀଣ କ୍ଷେତ୍ରରେ ରୋଜଗାର ଉପଲବ୍ଧ ପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ସଂପୂଣ୍ଣ ଗ୍ରାମୀଣ ରୋଜଗାର।୨୫ଡେସମ୍ବର ୨୦୦୧ ରେ ହୋଇଥିଲା।
ପ୍ରଶ୍ନ.ଭାରତକୁ ବସ୍ତି ଅଞ୍ଚଳ ରୁ ମୁକ୍ତ କରିବା ପାଇଁ କେଉଁ ଯୋଜନା କରାଯାଇଥିଲା?
ଉତ୍ତର-ନିର୍ମଳ ଭାରତ ଯୋଜନା।ଏହା ୨୦୦୨ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ଗ୍ରାମୀଣ ଯୋଗାଯୋଜକୁ ମଜଭୁତ କରିବା ପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ଭାରତ ନିର୍ମାଣ ଯୋଜନା ।୨୦୦୬ ରେ ହୋଇଥିଲା।
ପ୍ରଶ୍ନ.ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଦେବା କେଉଁ ଯୋଜନା ଅନ୍ତର୍ଭୁକ୍ତ?
ଉତ୍ତର-ମିଲ ଡେ ମିଲ।ଏହା ୧୫ ଅଗଷ୍ଟ ୧୯୯୫ ରେ ଆରମ୍ଭ ହୋଇଥିଲା
ପ୍ରଶ୍ନ.ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରେଇବାପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ରଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା।ଏହା ୨୦୦୭ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ସମ୍ପୂର୍ଣ ଗ୍ରାମ ରୋଜଗାର ଯୋଜନା ଓ କାମ ବଦଳରେ ଖାଦ୍ୟ ଦ୍ଵାରା ରୋଜଗାର ଗ୍ୟାରେଣ୍ଟି ଅଧିକାର ଦେବା,କେଉଁ ଯୋଜନା ଅନ୍ତର୍ଭୁକ୍ତ?
ଉତ୍ତର-ମନରେଗା।ଏହା ୨ଫେବ୍ରୁଆରୀ୨୦୦୯ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ. ୫୦%ଅନୁସୂଚିତ ଜାତି ଜନସଂଖ୍ୟାଥିବା ଗ୍ରାମର ବିକାଶ ଏହା କେଉଁ ଯୋଜନାର ଅନ୍ତର୍ଭୁକ୍ତ?
ଉତ୍ତର.ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ୨୦୦୯-୧୦ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ-ସମଗ୍ର ଦେଶରେ ସମସ୍ତ ପରିବାରକୁ ବ୍ୟାଙ୍କ ବ୍ୟବସ୍ତା ମାଧ୍ୟମରେ ଆର୍ଥିକ ବ୍ୟବସ୍ତା ରେ ଅଗ୍ରଗତି କରିବା ପାଇଁ କେଉଁ ବ୍ୟବସ୍ତା କରାଯାଇଛି?
ଉତ୍ତର-ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା।ଏହା ୨୦୧୪ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ଗ୍ରାମରେ ସୁସ୍ଥ ସନ୍ତାନ ଜନ୍ମ ପାଇଁ ସହାୟତା କାର୍ଯ୍ୟକ୍ରମ କେଉଁ ଯୋଜନା ଅନ୍ତର୍ଭୁକ୍ତ?
ଉତ୍ତର-ଇନ୍ଦିରା ଗାନ୍ଧି ମାତୃତ୍ୱ ସହଯୋହ ଯୋଜନା।ଏହା ୨୦୧୦ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ୨୦୧୯ ପର୍ଯ୍ୟନ୍ତ ପ୍ରତି ପରିବାରକୁ ସ୍ୱଚ୍ଛତା ରେ ନିଯୋଗ କରିବା କେଉଁ ଯୋଜନା ଅନ୍ତର୍ଭୁକ୍ତ?
ଉତ୍ତର-ସ୍ୱଚ୍ଛ ଭାରତ ଅଭିଯାନ।ଯାହା ୨୦୧୪ ଅକ୍ଟୋବର ୦୨ରେ ଆରମ୍ଭ ହୋଇଥିଲା।

ପ୍ରଶ୍ନ : ରଗଡ଼ି ରଗଡ଼ି ଠିଆ କଲି,ଛେପ ଲଗେଇ କଣାରେ ପୁରେଇ ଦେଲି ବାହାରିଲା ଧଳା ଧଳା? ଏହା କେଉଁ କାମ?
ଉତ୍ତର: ଛୁଞ୍ଚି ରେ ସୂତା ପ୍ରବେଶ କରେଇବା
ପ୍ରଶ୍ନ.ଗ୍ରାମୀଣ କ୍ଷେତ୍ର ରେ ଏକକ ପାରିଯୋଜନା ଆଧାରିତ କାର୍ଯ୍ୟକ୍ରମ କେଉଁ ଯୋଜନା ଅନ୍ତର୍ଭୁକ୍ତ?
ଉତ୍ତର-ଶ୍ୟାମପ୍ରସାଦ ମୁଖାର୍ଜୀ ରୁବ୍ବନ ଯୋଜନା।ଏହା ୨୦୧୪ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ଶିଶୁ, କିଶୋର ଓ ଯୁବକମାନେ ସହଜରେ ନିଜ ବ୍ୟବସାୟ ପାଇଁ ରଣ ପାଇଁବା ପାଇଁ ସରକାର କେଉଁ ଯୋଜନା କରିଛନ୍ତି?
ଉତ୍ତର-ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା୨୦୧୫.
ପ୍ରଶ୍ନ.ସମସ୍ତ ଗୃହ କୁ ନିଶ୍ଚିନ୍ତ ବିଦ୍ଦୁତ ସରବରାହ ସଂଯୋଗ ଓ ବିତରଣ ପ୍ରଣାଳିକି ଦୃଢ କରିବା କେଉଁ ଯୋଜନା ଅନ୍ତର୍ଭୁକ୍ତ?
ଉତ୍ତର-ଦିନ ଦୟାଲ ଗ୍ରାମଜୋତି ଯୋଜନା।ଏହା ୨୦୧୪ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ଝିଅ ମାନଙ୍କର ଭ୍ରୁଣହତ୍ୟା ଦୁରେଇ ରଖିବା ଓ ଶିକ୍ଷାଗ୍ରହଣ କରିବା ପର୍ଯ୍ୟନ୍ତ ସଜାଗତ ଆଣିବା ପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ବେଟି ବଚୋୖ ବେଟି ପଢ଼ାଓ।ଏହା ୨୦୧୪ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ଜଳ ସଂରକ୍ଷଣ ବ୍ୟବହାର ତଥା କୃଷି କ୍ଷେତ୍ର ରେ ସଦୁପଯୋଗ ପାଇଁ କେଉଁ ଯୋଜନା କରାଯାଇଛି?
ଉତ୍ତର-ପ୍ରଧାନମନ୍ତ୍ରୀ କୃଷି ସିଂଚନ ବ୍ୟବସ୍ଥା।ଏହା ୨୦୧୫ ରେ ଆରମ୍ଭ ହୋଇଥିଲା।
ପ୍ରଶ୍ନ.ଯୁବକ ମାନଙ୍କ ବିଭିନ୍ନ ଔଦ୍ୱଗିକ କ୍ଷେତ୍ରରେ ପାରଦର୍ଶିତା ପାଇଁ ଆବଶ୍ୟକ କୌଶଳ ଶିକ୍ଷା ଲାଭ ଦେବା ପାଇଁ କେଉଁ ଯୋଜନା ରହିଛି?
ଉତ୍ତର-ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା ୨୦୧୫.
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।