ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍ୱାମୀ ନୁଆ କାର୍ କିଣିଲେ , ଓ ସେ ଭାବିଲେ କି ସ୍ତ୍ରୀକୁ ଏକ ସରପ୍ରାଇଜ୍ ଦେବେ , ଘର ପହଞ୍ଚିକରି ସ୍ୱାମୀ ସ୍ତ୍ରୀକୁ ଜୋର୍ ରେ ଚିତ୍କାର କରିଲେ , ଡାର୍ଲିଙ୍ଗ୍ ତୁମର ଏତେ ବର୍ଷରୁ ସ୍ୱପ୍ନ ପୁରା ହୋଇଗଲା , ସ୍ତ୍ରୀ ଦୌଡିକରି ରୋଷେଇଘରୁ ଆସିଲେ ଓ ଚିତ୍କାରକ୍ ଅଲେ ହାୟ ହାୟ୍ ଶାଶୁ ମାଙ୍କୁ କଣ ହୋଇଗଲା , ସକାଳୁ ତ ଭଲ ଥିଲେ ।
୨) ବଣ୍ଟି ଡାକ୍ତର ଖାନାକୁ ଗଲା ଓ ନର୍ସକୁ କହିଲା ମୋତେ ଗୋଟିଏ ବୋତଲ ରକ୍ତ ଦରକାର,ନର୍ସ ବଣ୍ଟିକୁ ବ୍ଲଡ଼ ଗ୍ରୁପ ପଚାରିଲେ ?
ବଣ୍ଟି କହିଲା କୌଣସି ବି ଗ୍ରୁପର ଚଳିବ
ନର୍ସ କହିଲେ ଏମିତି କେମିତି ହେବ
ବଣ୍ଟି କହିଲା ରକ୍ତରେ ପ୍ରେମିକାକୁ ଚିଠି ଲେଖିବି…..
୩) ସ୍ତ୍ରୀ – ଯଦି ମୋ ବାହାଘର ଗୋଟେ ରାକ୍ଷସ ସହ ବି ହୋଇଥିଲେ
ମୁଁ ଏତେ ଚିନ୍ତା କରି ନଥାନ୍ତି ଯେତେ ତମ ସହ ରହି ମତେ ହବାକୁ ପଡୁଛି ।
ସ୍ଵାମୀ – ପାଗେଳି ରକ୍ତ ସମ୍ପର୍କରେ ବାହାଘର ହୁଏ ନାହିଁ

୪) ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା
ସ୍ତ୍ରୀ ଲୋକ : ତୁ ଜାଣିଛୁ,୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା
ପଡୋଶୀ ଆଶ୍ଚର୍ଯ୍ୟରେ : ସେଉଠୁ ତୁ କଣ କଲୁ ?
ସ୍ତ୍ରୀ ଲୋକ : ଏହା ପରେ ମୁଁ ଯେତେବେଳ ୨୧ ବର୍ଷର ହେଲି
ତେବେ ମୋର ବାହାଘର କରିଦେଲେ,ତେବେ ଯାଇ ମୁନା ଜନ୍ମ ହେଲା
ପଡୋଶୀ ଠିଆ ଠିଆ ବେହୋସ ହୋଇଗଲା
୭) ଗୋଟେ ହ୍ୟାଣ୍ତସମ୍ ପୁଅ କ୍ଲାସ୍ କୁ ଆସିଲା , ସବୁ ଝିଅ ଦେଖିକରି ଦିୱାନୀ ହୋଇଗଲେ , ତାପରେ ସେ ପୁଅ ଯେବେ କିଛି କହିଳା ତେବେ ଝିଅମାନେ ବେହୋସ୍ , ଭାବନ୍ତୁ କଣ କହିଥିବ , ଟିକିଏ ଜାଗା ଛାଡ ଭଉଣୀ ଝାଡୁ ଲଗାଇବାର ଅଛି , ହାଏ ଏଇ ବେରୋଜଗାରି ,
୮) ଶିକ୍ଷକ : ମୁଁ ଦୁଇଟ୍ ବାକ୍ୟ ଦେବି , ସେଥିରୁ ଅନ୍ତର ବାହାର କରିବ ,
୧) ସେ ବାସନ ଧୋଇଲା , ୨) ସେ ବାସନ ଧୋଇବାକୁ ପଡିଲା , ସଞ୍ଜୁ : ପ୍ରଥମ ବ୍ୟାକରେ କର୍ତ୍ତା ଅବିବାହିତ ଅଛି , ଓ ଦ୍ୱିତୀୟ ବ୍ୟାକରେ କର୍ତ୍ତା ବିବାହିତ ଅଛି , ଶିକ୍ଷକ ଏବେ ବେହୋସ୍ ଅଛନ୍ତି ।
୯) ଚତୁର୍ଥୀ ରାତିରେ ସ୍ଵାମୀ ସ୍ତ୍ରୀକୁ କହିଲା – ସମସ୍ତଙ୍କୁ ଭଲ ପାଇବ,
ସମସ୍ତଙ୍କ ସମ୍ମାନ କରିବ, ସବୁବେଳେ ସତ କଥା କହିବ,
କେବେ କାହାକୁ ଦୁଃଖୀ କରିବ ନାହିଁ ।
ସ୍ତ୍ରୀ ଉଠିଲା କବାଟ ପାଖକୁ ଯାଇ କବାଟ ଖୋଲି କହିଲା – ସମସ୍ତେ ଭିତରକୁ ଆସନ୍ତୁ,ଏଠାରେ ବାବା ଘଇତା ନନ୍ଦ ଙ୍କ ସତସଙ୍ଗ ଚାଲିଛି

୧୦) ବୁଲୁର ଚେକ ବୁକ ହଜି ଗଲା
ତ ସେ ବ୍ୟାଙ୍କକୁ ଆଉ ଗୋଟିଏ ଚେକ ବୁକ ଆଣିବା ପାଇଁ ଗଲା
ବ୍ୟାଙ୍କ – ଆମେ ଆପଣଙ୍କୁ କହିଥିଲୁ ନା
ଏହାକୁ ସମ୍ଭାଳିକି ରଖିବେ
କେହି ଆପଣଙ୍କ ଦସ୍ତଖତ ନକଲ କରି ଆପଣଙ୍କୁ ଠକି ପାରେ
ବୁଲୁ – ମୁଁ କଣ ଏତେ ବୋକା ?
ମୁଁ ତ ଆଗରୁ ସବୁ ଚେକରେ ଦସ୍ତଖତ କରି ଦେଇଛି
ଯାହା ଦ୍ଵାରା କେହି ବି ମୋର ଦସ୍ତଖତ ନକଲ କରି ପାରିବନି
୧୧) ପ୍ରଥମ ସାଙ୍ଗ – ଆରେ ସ୍ତ୍ରୀ ସହ ଝଗଡ଼ା ସରିଗଲା ତୋର?
ଦ୍ୱିତୀୟ ସାଙ୍ଗ – ହଁ, ସରିଗଲା
ପ୍ରଥମ ସାଙ୍ଗ- କଣ କହିଲା?
ଦ୍ୱିତୀୟ ସାଙ୍ଗ- କହିଲା,ପଲଙ୍କ ତଳୁ ବାହାରି ଆସ ଆଉ ମାରିବିନି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।