ତାହା କଣ ଅଟେ ଯାହା ଝିଅର ଆଗରେ ଥାଏ ଓ କୁକୁରର ପଛରେ ଥାଏ ?

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

ପ୍ରଶ୍ନ:: ଯଦି ଆପଣଙ୍କ ବୟଫ୍ରେଣ୍ତ୍ କହେ କି ଚାକିରି ଛାଡିଦିଅ , ତାପରେ ଯାଇ ବାହାହେବି , ତେବେ କଣ କରିବେ ?
ଉତ୍ତର : ନିଜ ବୟଫ୍ରେଣ୍ତକୁ ମୋର ସମସ୍ୟା କଥା ପଚାରିବି , ଯଦି ସେ ନ ମାନେ ତେବେ ତାକୁ ହିଁ ଛାଡିଦେବି ।
ପ୍ରଶ୍ନ:  ଏକ ଅଧ୍ୟୟନ ମୁତାବିକ ବର୍ଷର କେଉଁ ମାସରେ ଲୋକ ସବୁଠାରୁ କମ୍ ଶୋଇଥାନ୍ତି ?
ଉତ୍ତର : ଲୋକେ ଫେବୃୟାରୀ ମାସରେ ସବୁଠାରୁ କମ୍ ଶୋଇଥାନ୍ତି କାରଣ ଏହା ୨୮ ଦିନର ହୋଇଥାଏ ।
ପ୍ରଶ୍ନ:  ଆପଣଙ୍କ ଜୋତାରେ କେତୋଟି ହୋଲ୍ ଅଛି ?
ଉତ୍ତର : ସେମିତି ସବୁ ଜୋତାରେ ହୋଲ୍ ସଂଖ୍ୟା ଅଲଗା ଅଲଗା ହୋଇଥାଏ , କିନ୍ତୁ ମୋର ଜୋତାରେ ହୋଲ୍ ସଂଖ୍ୟା ୧୨ ଅଟେ ।

ପ୍ରଶ୍ନ: ଯଦି ଆପଣ ସକାଳୁ ଉଠିଲେ ଓ ଜାଣିବାକୁ ପାଇଲେ କି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣ ପ୍ରଥମେ କଣ କରିବେ ?
ଉତ୍ତର : ଏହା ଶୁଣି ମୁଁ ବହୁତ ଖୁସି ହୋଇଯିବି । ଓ ସବୁଠାରୁ ପ୍ରଥମେ ନିଜ ସ୍ୱାମୀଙ୍କୁ ଏହି ଖୁସିଖବର ଜଣାଇବି ।
ପ୍ରଶ୍ନ- କେଉଁ ଦେଶରେ ଏକ ଫୁଲର ନାମ ମୋଦୀ ରଖା ଯାଇଛି ?
ଉତ୍ତର- ଇସ୍ରାଏଲ

ପ୍ରଶ୍ନ- କାହାର ବାପା, ପୁଅ ଓ ସେ ନିଜେ ଏହି ଦେଶର ପ୍ରଧାନ ମନ୍ତ୍ରୀ ଥିଲେ ?
ଉତ୍ତର- ଇନ୍ଦିରା ଗାନ୍ଧୀ
ପ୍ରଶ୍ନ- ଏମିତି କଣ ଯାହା ଯେତେ ବଢିଥାଏ ତାହା ସେତେ କମିଥାଏ ?
ଉତ୍ତର- ବୟସ
ପ୍ରଶ୍ନ- ଓଡିଶା ର ପ୍ରଥମ ମୁଖ୍ୟ ମନ୍ତ୍ରୀ କିଏ ?
ଉତ୍ତର- ହରେକୃଷ୍ଣ ମହତାବ

ପ୍ରଶ୍ନ – ପ୍ରଥମେ ଝିଅ ମାନେ ତାଙ୍କର ସେ ଜିନିଷକୁ ପୁଅ ମାନଙ୍କୁ ଦିଅନ୍ତି ନାହିଁ, ପରେ ସେମାନଙ୍କୁ ଫ୍ରି ଦେଇ ଥାନ୍ତି, କଣ ସେ ଜିନିଷ ?
ଉତ୍ତର- ଧୋକା
ପ୍ରଶ୍ନ: ବିଶ୍ଵରେ ସବୁଠାରୁ ବଡ ପିମ୍ପୁଡି କେଉଁ ଠାରେ ଦେଖା ଯାଆନ୍ତି
ଉତ୍ତର: ଆଫ୍ରିକା
ପ୍ରଶ୍ନ: ବିଶ୍ଵର ସବୁଠାରୁ ଛୋଟ ଫୁଲର ନାମ କଣ
ଉତ୍ତର: ଓଲିପିଆ

ପ୍ରଶ୍ନ; ତାହା କଣ ଅଟେ ଯାହା ଝିଅର ଆଗରେ ଥାଏ ଓ କୁକୁରର ପଛରେ ଥାଏ ?

ଉତ୍ତର – G ଅକ୍ଷର (Girl, Dog)


ପ୍ରଶ୍ନ: ଉଡାଜାହାଜରେ ବ୍ଲାକ ବକ୍ସ କେବେ ଠାରୁ ବ୍ୟବହାର କରାଯାଉଛି?
ଉତ୍ତର: 1960 ମସିହାରୁ
ପ୍ରଶ୍ନ: ଭାରତର କେତୋଟି ଜାଗାରେ କୁମ୍ଭ ମେଳା ଆୟୋଜନ ହୋଇଥାଏ ?
ଉତ୍ତର: 4ଟି ଜାଗା
ପ୍ରଶ୍ନ: – ନିଜ ସ୍ଵାମୀର କେଉଁ ଜିନିଷକୁ ସ୍ତ୍ରୀ କେବେ ଧରେ ନାହିଁ ?
ଉତ୍ତର: ନାମ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.