ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ହିରୋ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭିତରେ ଏବେ ବିବାଦ ଚାଲିଛି।ଆଉ ଏବେ ସେ ବହୁତ ଶିଘ୍ର ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଆଉ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାମରେ କେଶ କରିବାକୁ ଯାଉଛନ୍ତି।ଆଉ ଏହା ପରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ପାଇଁ କୋର୍ଟରେ ପିଟିସନ ଦାଖଲ କରି ସାରିଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହକୁ ପ୍ରାୟ ୬ ବର୍ଷ ପୁରି ସାରି ଥିଲେ ମଧ୍ୟ ଏବେ ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଏହାର ମୁଖ୍ୟ କାରଣ ହେଲା ଦୁଇ ଜଣଙ୍କ ବିବାହ ୬ ବର୍ଷ ହେଲା ପରେ ମଧ୍ୟ ଦୁଇ ଜଣଙ୍କ ଭିତରେ କେବେ ହେଲେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇନାହିଁ।

ଏମିତିକି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟ ଦର୍ଶିନୀଙ୍କ ଭିତରେ ଚତୁର୍ଥୀ ରାତିରେ କୌଣସି ପ୍ରକାରର ଶାରୀରିକ ସମ୍ପର୍କ ସ୍ଥାପନ ହୋଇ ନଥିଲା।ଯେହେତୁ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଟନ୍ତି ତେଣୁ ତାଙ୍କୁ ନିଜ ପାଖକୁ ଆଣିବାକୁ ଓ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବହୁତ ଚେଷ୍ଟା କରିଥିଲେ।ଆଉ ଅନୁଭବ ବର୍ଷାଙ୍କ ସହିତ ଯେତେ ଶାରୀରିକ ସମ୍ପର୍କ ରଖିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବର୍ଷା ରାଜି ହୋଇନଥିଲେ।ଅନୁଭବ ମହାନ୍ତିଙ୍କ ପିଟିସନ ଦେଖିଲେ ଜଣାପଡେଯେ ସେ ଦୁଇଜଣ ଗୋଟେ ଘରେ ରହୁଥିଲେ ମଧ୍ୟ ଦୁଇଜଣଙ୍କ ଭିତରେ କୌଣସି ପ୍ରକାରର ପ୍ରେମ ସମ୍ପର୍କ କିମ୍ବା ଶାରୀରିକ ସମ୍ପର୍କ ସ୍ଥାପନ ହୋଇନଥିଲା।ତେବେ କଣ ରହିଛି ବର୍ତ୍ତମାନ ସମୟର ବଡ଼ ଖବର,ଅନୁଭବ ମହାନ୍ତି କଣ ପାଇଁ ବର୍ଷାଙ୍କୁ ଛାଡପତ୍ର ଦେବାଙ୍କୁ ଚାହୁଁଛନ୍ତି ଆଉ ସେ ପିଟିସନରେ କଣ ଏମିତି ଲେଖା ହୋଇଛି।

ତାହେଲେ ଆପଣ ମାନେ ଜାଣି ରଖନ୍ତୁ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତି ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି।ସେ ନୂଆ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ନିଜର ପିଟିସନ ଦାଖଲ କରିଛନ୍ତି।ଅନୁଭବ ମହାନ୍ତି ନିଜର ପିଟିସନରେ ଦର୍ଶାଇଛନ୍ତି ଯେ ଏହି ମାମଲା କୋର୍ଟରେ ବିଚାର ଧୀନ ଅଛି।ହିନ୍ଦୁ ଧାରା ୧୩ (୧) (ia) ଅନୁସାରେ ସେ ଛାଡ଼ପତ୍ରର ଏକ ଆଦେଶ ଚାହୁଁଛନ୍ତି।ଏହା ଛଡା ସେ ବର୍ଷାଙ୍କ ବିରୁଦ୍ଧରେ ତାଙ୍କର ଅଭିଯୋଗ ଗୁଡିକ ହେଉଛି ଅନୁଭବ କହିଛନ୍ତିକି ବର୍ଷା ତାଙ୍କୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିଲେ।ଆଉ ଶାରୀରିକ ସମ୍ପର୍କ ରଖିବା ପାଇଁ ୩ ରୁ ୪ ମାସ ସମୟ ମାଗିଥିଲେ ବର୍ଷା ପ୍ରିୟଦର୍ଶିନୀ।

ଆଉ ତାପରେ ଅନୁଭବ ରାଜ୍ୟ ସଭାରେ ନିର୍ବାଚିତ ହେଲା ପରେ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ।ଆଉ ଜନ୍ମ ଦିନରେ ସବୁ ଠିକ କରିବା ପାଇଁ ଅନୁଭବ ବ୍ୟାପକ ପ୍ରୟାସ କରିଥିଲେ।ତାପରେ ବର୍ଷାଙ୍କ କଠିନ ହୃଦୟ ତରଳି ନଥିଲା।ଏମିତିକି ଅନୁଭବ ଖାଇବା ଖାଉ ନଥିଲେ ବର୍ଷା।ଆଉ ଅନୁଭବଙ୍କ ଘର ପୂଜାରେ ସାମିଲ ହେବାକୁ ମନା କରିଦେଇଥିଲେ।ଅନୁଭବ ବର୍ଷାଙ୍କୁ ନେଇ ଆମେରିକା ଯାଇଥିଲେ ଆଉ ସେଠାରେ ତାଙ୍କ ହୃଦୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ।୨୦୧୬ ରେ ବର୍ଷା ଅନୁଭବ କାଳେ ସହ ଅଭିନେତ୍ରୀ ମାନଙ୍କ ସହିତ ଅବୈଧ ସମ୍ପର୍କ ଥିବାର ମିଛ ଅଭିଯୋଗ ଆଣିଥିଲେ।୨୦୧୯ ମେ ୧ ତାରିଖରୁ ଅଲଗା ରହୁଛନ୍ତି ବର୍ଷା ଓ ଅନୁଭବ।