ଆଜି ଜାଣିବା ଓଡ଼ିଆ ହିରୋଇନଙ୍କ ସ୍ୱାମୀ ମାନଙ୍କ ବିଷୟରେ ଜାଣିବା।
ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବେଶ ବେଶ ପ୍ରତିଭାବାନ ଓ ସୁନ୍ଦରୀ ନାୟିକା ମାନେ ଅଛନ୍ତି।ଆଉ କଣ ଆପଣ ମାନେ ଜାଣିଛନ୍ତିକି ସେମାନଙ୍କର ବୟସ କେତେ ?ଆଉ ସେମାନଙ୍କର ସ୍ୱାମୀ କିଏ ଆଉ ତାଙ୍କର ସବୁ ବୟସ କେତେ ?ହିରୋଇନ ମାନଙ୍କ ଠାରୁ ତାଙ୍କର ସ୍ୱାମୀଙ୍କ ବୟସ କେତେ ଅଧିକ,ଏହା ସହିତ ଏମାନଙ୍କ ବିବାହ କେବେ ଓ କେଉଁ ମସିହାରେ ହୋଇଥିଲା ? ଏହି ସବୁ କିଛି ତଥ୍ୟ ଆପଣ ମାନେ ଆଜି ଏଠାରେ ବହୁତ ସହଜରେ ଜାଣିବାକୁ ପାଇବେ।ଆଉ ଏସବୁକୁ ଆପଣଙ୍କ ଆଗରେ ସହଜ ଭାବରେ ଉପସ୍ଥାପନା କରିବା ପାଇଁ ଆମେ ମାନେ ଏକ ଛୋଟ ତାଲିକା ପ୍ରସ୍ତୁତ କରିଛୁ ତେବେ ଚାଲନ୍ତୁ ଜାଣିବା ସେ ତାଲିକା ବିଷୟରେ।

୧.ଆମେ ପ୍ରସ୍ତୁତ କରିଥିବା ଏହି ତାଲିକାର ପ୍ରଥମରେ ବା ଏକ ନମ୍ବରରେ ଆସିବାକୁ ଯାଉଛନ୍ତି ଆମର ପ୍ରିୟ ବେଙ୍ଗଲୀ ନାୟିକା ରଚନା ବାନାର୍ଜୀ।ଯାହାଙ୍କୁ ଆପଣ ମାନେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାମ କରିବାର ଆପଣ ମାନେ ଜାଣିଥିବେ।ଏହି ଅଭିନେତ୍ରୀ ରଚନା ବାନାର୍ଜୀ ୨୦୦୭ ମସିହାରେ ପ୍ରବାଳ ବାସୁଙ୍କୁ ବିବାହ କରିଥିଲେ।ଆଉ ରଚନାଙ୍କର ବର୍ତ୍ତମାନର ବୟସ ହେଉଛି ୪୫ ବର୍ଷ ଓ ତାଙ୍କର ସ୍ୱାମୀ ପ୍ରବାଳ ବାସୁଙ୍କର ବୟସ ହେଉଛି ପ୍ରାୟ ୫୦ ବର୍ଷ।
୨.ତାପରେ ଆମ ତାଲିକାର ଦ୍ଵିତୀୟରେ ବା ଦୁଇ ନମ୍ବରରେ ଆସିବାକୁ ଯାଉଛନ୍ତି ଆମ ପ୍ରିୟ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ।ଏହି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରାୟ ୨୦୧୪ ମସିହାରର ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ।ଆଉ ବର୍ତ୍ତମାନର ସମୟରେ ଆମ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ବୟସ ଯାଇଁ ପହଁଞ୍ଚିଛି ପ୍ରାୟ ୩୬ ବର୍ଷରେ।ଆଉ ଆମ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବୟସ ଯାଇଁ ପହଁଚିଛି ୩୮ ବର୍ଷରେ।

୩.ତାପରେ ଆମ ତାଲିକାରେ ତିନି ନମ୍ବରରେ ଆସିବାକୁ ଯାଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଚକଲେଟ ବଏ ବାବୁସାନ ମହାନ୍ତି।ଆଉ ଏହି ଅଭିନେତା ୨୦୧୪ ମସିହାରେ ତୃପ୍ତି ସତପଥୀଙ୍କୁ ବିବାହ କରିଥିଲେ।ବାବୁସାନ ମହାନ୍ତି ତୃପ୍ତିଙ୍କୁ ଲୁଚିକରି ପ୍ରେମ ବିବାହ କରିଥିଲେ।ଏବେ ବାବୁସାନଙ୍କ ବୟସ ଯାଇଁ ପହଁଞ୍ଚିଛି ଯାଇଁ ୩୧ ବର୍ଷରେ ଆଉ ତାଙ୍କର ସ୍ତ୍ରୀ ତୃପ୍ତି ସତତଥୀଙ୍କୁ ପ୍ରାୟ ୩୦ ବର୍ଷ ବୟସ ହୋଇଛି।ତାପରେ ବାବୁସାନ ମହାନ୍ତିଙ୍କ ବାପା ଉତ୍ତମ ମହାନ୍ତି ଓ ମା ଆପରାଜିତା ମହାନ୍ତି।ଆଉ ବର୍ତ୍ତମାନ ଉତ୍ତମ ମହାନ୍ତିଙ୍କୁ ପ୍ରାୟ ୬୬ ବର୍ଷ ଓ ଅପରାଜିତା ମହାନ୍ତିଙ୍କୁ ପ୍ରାୟ ୫୮ ବର୍ଷ।
୪.ତାପରେ ଚାରି ନମ୍ବରରେ ଆସିବାକୁ ଯାଉଛନ୍ତି ଅରିନ୍ଦମ ରଏ।ଆଉ ତାଙ୍କର ସ୍ତ୍ରୀଙ୍କର ନାମ ହେଉଛି ଅନୁପା ଦାସ।ଅରିନ୍ଦମ ୨୦୧୬ ମସିହାରେ ଅନୁପାଙ୍କୁ ବିବାହ କରିଥିଲେ।ଆଉ ଅନୁପା ହେଉଛନ୍ତି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶଙ୍କ ଭଉଣୀ।ବର୍ତ୍ତମାନ ଅରିନ୍ଦମଙ୍କର ବୟସ ୩୬ ବର୍ଷରେ ଯାଇଁ ପହଁଞ୍ଚିଛି।ଆଉ ତାଙ୍କ ସ୍ତ୍ରୀ ଙ୍କର ବୟସ ହେଉଛି ୩୧ ବର୍ଷ।
୫.ତାପରେ ପାଞ୍ଚ ନମ୍ବରରେ ଆସିବାକୁ ଯାଉଛନ୍ତି ସିଦ୍ଧାନ୍ତ ମହାପାତ୍ର।୨୦୦୪ ମସିହାରେ ବିବାହ କରିଥିଲେ ସିଦ୍ଧାନ୍ତ ମହାପାତ୍ର।ଆଉ ତାଙ୍କର ସ୍ତ୍ରୀ ଙ୍କର ନାମ ହେଉଛି ମାମା ମିଶ୍ର।ଆଉ ସିଦ୍ଧାନ୍ତ ମହାପାତ୍ରଙ୍କର ବୟସ ହେଉଛି ୫୪ ବର୍ଷ।ଆଉ ମାମା ମିଶ୍ରଙ୍କର ବୟସ ହେଉଛି ୪୬ ବର୍ଷ।

୬.ତାପରେ ଆମ ତାଲିକାର ଶେଷରେ ଆସୁଛନ୍ତି ଝିଲୀକ ଭଟ୍ଟାଚାର୍ଯ୍ୟ,ସେ ୨୦୧୩ ରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।ସେ ୨୦୨୦ ମସିହା ମାର୍ଚ୍ଚ ମାସରେ ପ୍ରୀତି ରଞ୍ଜନ ଘଡେଇଙ୍କୁ ବିବାହ କରିଥିଲେ।ବର୍ତ୍ତମାନ ସମୟରେ ଝିଲିକଙ୍କୁ ୨୬ ବର୍ଷ ଓ ତାଙ୍କର ସ୍ୱାମୀଙ୍କୁ ୪୭ ବର୍ଷ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।