ଓଡିଶାରେ ଏହି ଜିଲ୍ଲାରେ ସମାଧି ବି କଥା କହେ ବିଶ୍ବାସ ନ ହେଲେ ବି ଏକଦମ ସତ କଥା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆଜି ଆମେ ଜାଣିବା ଜଗତସିଂହପୁର ଜିଲ୍ଲାର ବିରିଢି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥ ପୁର ଗ୍ରାମର ଭଗବତୀ ପୀଠ ବିଷୟରେ।ଏହି ପୀଠରେ ଅନେକ ଗୁଡିଏ ବିଶେଷତ୍ୱ ରହି ଅଛି।ମାଳିକାରେ ମଧ୍ୟ ଏ ପୀଠ ବିଷୟରେ ବର୍ଣ୍ଣିତ ଅଛି।ଆଉ କୁହାଯାଇଛି ବିଲୁଆଖାଇ ନଦୀ କୂଳରେ ଓ ବଟ ବୃକ୍ଷ ମୂଳରେ ଉପେନ୍ଦ୍ର ନାମକ ଭକ୍ତ ଅନବରତ ସାଧନା କରିବ।ଆଉ ତାସହିତ ମାଳିକା କହୁଛିକି ଏଭଳି ଜଣେ ଏ ସାଧକ ହେବେ ଯେ ପୁନର୍ବାର ଧର୍ମକୁ ସ୍ଥାପନ କରିବେ।ଆଉ ଏହି ବାବା ଦେହ ଛାଡିଲେ ମଧ୍ୟ ସମାଧି ୟାଙ୍କର କଥା କହିବ।ଆଉ ଏ ବାବା ୧୯୯୮ ଠାରୁ ନିଜର ଦେହ ତ୍ୟାଗ କରି ସାରିଲେଣି।ମାନେ ଦେଖିବାକୁ ଗଲେ ବାବା ଯାହା କହୁଥିଲେ ପ୍ରାୟ ସେଇଆ ହେଉଥିଲା।ଆଉ ସେ ଆନେକ ଗ୍ରନ୍ଥ ଓ ଭଜନ ମାନ ରଚନା କରିଛନ୍ତି ଆଉ ଏମିତି ଭଜନ ଯାହା ଆଜି ସକାଳୁ ଆରମ୍ଭ କଲେ କାଲି ସକାଳେ ଶେଷ ହେବ।

ଆଉ ସେ ଭଗବତି ମଠରେ ଏପରି ଏକ ଧୁନି ଜଳୁଛି ଯାହା ୧୯୯୯ ମହାବାତ୍ୟାରେ ମଧ୍ୟ ଲିଭି ନଥିଲା।ଯେତେବେଳେ ୧୯୯୯ ମହାବାତ୍ୟାରେ ୩୦୦ ରୁ ଉର୍ଦ୍ଧ ବେଗରେ ପବନ ବହିବାରେ ଲାଗିଥିଲା ସେତେବେଳେ ମଧ୍ୟ ଏହି ଧୁନି ଲିଭି ନଥିଲା।ବାବା ଜଣେ ତତ୍ୱ ଜ୍ଞାନୀ ସାଧକ ଥିବା ହେତୁ ଯେହେତୁ ସେ ଅଗ୍ନିକୁ ସ୍ଥାପନ କରିଥିଲେ ଆଉ ଅଖଣ୍ଡ ଜଗତ କଲ୍ୟାଣ ନିମନ୍ତେ ଏ ଧୁନି ସେହିଭଳି ଜଳୁଅଛି।ଆଉ ମହାବାତ୍ୟାରେ ପ୍ରାୟ ବଡ଼ ବଡ଼ ବିଶାଳ କାୟ ଦ୍ରୁମ ସବୁ ଭାଙ୍ଗିଗଲା କିନ୍ତୁ ବାବା ଯେଉଁ ବଟ ବୃକ୍ଷ ତଳେ ବସି ସାଧନା କରୁଥିଲେ ସେ ଗଛ ଏପର୍ଯ୍ୟନ୍ତ କିଛି ହୋଇନାହିଁ।ଆଉ ବାବା ମା ଭଗବତୀଙ୍କୁ ନିଜ ଧ୍ୟାନରେ ଧାରଣା କରିଥିଲେ।

ଆଉ ସେଠାରେ ସବୁଦିନ ସକାଳେ ଚା ଓ ପାଣି ଆଉ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦିଆଯାଏ।ଏହାର ମୁଖ୍ୟ କାରଣ ହେଲା କୁହାଯାଏକି ବାବା ମୃତ୍ୟୁବରଣ କରିଛନ୍ତି ସତ କିନ୍ତୁ ଯେତେବେଳେ ଭକ୍ତ ବିପଦରେ ପଡି ତାଙ୍କୁ ସ୍ମରଣ କରେ ଆଉ ସେତେବେଳେ ବାବାଙ୍କ ସମାଧି ଉତ୍ତର ଦିଏ।ଆଉ ସେଠାରେ ଯେଉଁ ସେବାୟତ ଥାଏ ସେ ବାବାଙ୍କୁ ସବୁ କୁହେ ଭକ୍ତର କଣ ଅସୁବିଧା ଓ କେଉଁଠାରୁ ଆସିଛି କଣ କଣ ଇତ୍ୟାଦି।ଆଉ ବାବା ତାର ପ୍ରତିବଦଳରେ କିଛି ମାଗିନାହାନ୍ତି ଆଉ ଯିଏ ଯାହା ଖୁସିରେ ଧାନ କଲେ ସେ ତାକୁ ଖୁସିରେ ଗ୍ରହଣ କରନ୍ତି।ଆଉ ବାବାଙ୍କୁ ମିଳିଲେ ସେ ସନ୍ତୋଷ ହୁଅନ୍ତି ନହେଲେ ଉପବାସ କରନ୍ତି।ତାପରେ ବାବା ଯେତେବେଳେ ସମାଧି ନେଇ ନଥିଲେ ସେ ସମୟରେ ଭକ୍ତମାନେ ବାବାଙ୍କୁ ଚାହା ଦିଅନ୍ତି ଓ ଜଳଖିଆ ଆଦି ଦିଅନ୍ତି।

ଆଉ ଖରାବେଳେ ସମୟରେ ବାବା ମଧ୍ୟାହ୍ନ ଭୋଜନ କରନ୍ତି।ଆଉ ପୁଣି ଅପରାହ୍ଣରେ ବାବାଙ୍କ ପାଇଁ ପୁଣି ଚାହା ହୁଏ,ଆଉ ତାପରେ ରାତି ସମୟରେ ପୁଣି ବାବା ଯାହା ଖାଆନ୍ତି ତାହା ଦିଆଯାଇଥାଏ।ଆଉ ଦେହ ତ୍ୟାଗ କରି ସାରିବା ପରେ ମଧ୍ୟ ବାବା ଏ ସବୁ ଜିଣିଷକୁ ଗ୍ରହଣ କରୁଛନ୍ତି କୁହାଯାଏକି ସେଠାରେ ଚାହା ପାତ୍ର ଥୋଇଦେଇ ଯିବେ ଆଉ କିଛି ସମୟ ଗଲା ପରେ ଚାହା ଆପେ ଆପେ କପରେ ଆଉ ନଥିବ।

ଏହା ହେଉଛି ସବୁଠାରୁ ଅଲୌକିକ ଘଟଣା।ଆଉ ଏହି ସ୍ଥାନରେ ପ୍ରଚଳିତ ଥିବା କଥା ବହୁତ ଅଲୌକିକ ଆଉ ଏଠାରେ ଯାହା ଗୋଟେ ଭକ୍ତ ଖୁସିରେ ଦିଏ ସେ ତାକୁ ସ୍ନେହରେ ଓ ଶ୍ରଦ୍ଧାରେ ଗ୍ରହଣ କରି ନିଅନ୍ତି।ଆଉ ସେଠାରେ ଲୋକଙ୍କର ମତ ନେଲେ ଜଣାପଡେଯେ ଲୋକମାନ ସେଠାରେ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ଉପକୃତ ହୋଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.